Daily Archives

March 12, 2019

କଣ୍ଟାମାଳରେ କାହା ବାଟରେ କିଏ କଣ୍ଟା ? ବିଧାନସଭା କ୍ଷେତ୍ର ଗଠନ ପରଠାରୁ କବଜାରେ ରଖିଛି ବିଜେଡି, ବିଜୟର ସ୍ୱାଦ…

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯାଉଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ତେଣୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା କ୍ଷେତ୍ରକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ…

ପ୍ରଥମ ରାଲିରେ ନା ନନେଇ ମୋଦିଙ୍କୁ କଟାକ୍ଷ ! ପ୍ରିୟଙ୍କା ଗାନ୍ଧୀ କହିଲେ, ଦେଶରେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି

କନକ ବ୍ୟୁରୋ : ଗୁଜୁରାଟରେ ଆଜି ବିଶାଳ ଜନସଭା କରିଛି କଂଗ୍ରେସ । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଗୁଜରାଟ ଅହମ୍ମଦାବାଦରେ ବସିଛି କଂଗ୍ରେସ ୱାକିଂ କମିଟିର ବୈଠକ । ୫୮ ବର୍ଷ ପରେ ଗୁଜାରଟରେ କଂଗ୍ରେସ ଏହି ଶୀର୍ଷ…

ଜଗତସିଂହପୁର ରାଜନୀତିର ଜଟିଳ ପାଠ ! କେବେ ବିଜେଡି କେବେ କଂଗ୍ରେସ, ପାଳି କରି ହୋଇଛି ପଟ୍ଟ ପରିବର୍ତ୍ତନ । ବିଜେପିକୁ…

କନକ ବ୍ୟୁରୋ : ଏଥର ଜଗତସିଂହପୁରରେ ଜମିବ ପଲିଟିକାଲ ଲଢେଇ । ଜଗତସିଂହପୁର ବିଧାନସଭା ଆସନରେ କାହାର ହେବ ଜୟ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତଥର ବିଜେଡି ଗଡକୁ ଭାଙ୍ଗି ଜଗତସିଂହପୁରରେ ଦୀର୍ଘ ୨୪ ବର୍ଷ ପରେ କମବ୍ୟାକ୍ କରିଥିଲା କଂଗ୍ରେସ । ବିଜେଡି ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଗଡ…

ଜଟିଳ ହେଉଛି ହିନ୍ଦୋଳ ରାଜନୀତି ! ବିଜେଡି ଦୁର୍ଗ ଭେଦିବାକୁ ବିରୋଧୀଙ୍କ ରଣନୀତି, ଗଡ଼ର ଦାୟିତ୍ୱ କାହା ହାତରେ ଦେବେ…

କନକ ବ୍ୟୁରୋ: ହିନ୍ଦୋଳରେ ରାଜନୈତିକ ସ୍ଥିତି ଜଟିଳ । ଆସନ୍ତା ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଏବଂ ତା ଅଧନସ୍ତ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ ।…

ହାତ ଧରିଲେ ହାର୍ଦ୍ଦିକ ପଟେଲ୍ ! କଂଗ୍ରେସ ଅଧ୍ୟକ୍ଷଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଲେ ପଟିଦାର ନେତା

କନକ ବ୍ୟୁରୋ : ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ମଙ୍ଗଳବାର କଂଗ୍ରେସରେ ଯୋଗଦେଇଛନ୍ତି । କଂଗ୍ରେସରେ ଯୋଗ ଦେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାର୍ଦ୍ଦିକଙ୍କୁ ସ୍ୱାଗତ କରିଛନ୍ତି । ଗୁଜୁରାଟର ରାଜଧାନୀ ଗାନ୍ଧୀନଗର ଠାରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକରେ ହାର୍ଦ୍ଦିକ…

ଟିଏମସିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ! ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ଟିଏମସି ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଏଥର ୪୧ ପ୍ରତିଶତ ମହିଳାଙ୍କୁୁ ଟିକେଟ ଦିଆଯାଇଛି । ତୃଣମଳ କଂଗ୍ରେସ…