Daily Archives

March 11, 2019

ପାଖେଇ ଆସିଲା ଭୋଟ୍, ମାଟିରେ ପଡିଲା ନେତାଙ୍କ ପୋଷ୍ଟର ! ଆଚରଣ ବିଧି ଲାଗୁ ହେବା ପରେ ଆରମ୍ଭ ହେଲା ପୋଷ୍ଟର ହଟାଅ…

କନକ ବ୍ୟୁରୋ : ନିର୍ବାଚନ ଘୋଷଣା ସହ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏହାପରେ ଆରମ୍ଭ ହୋଇଛି ପୋଷ୍ଟର ହଟାଅ ଅଭିଯାନ । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ସାରା ରାଜ୍ୟରେ ଲାଗିଥିବା ପୋଷ୍ଟର, ବ୍ୟାନର ଓ ହୋର୍ଡିଂକୁ ହଟାଇଛି ଜିଲ୍ଲା ପ୍ରଶାସନ । ହଟାଯାଉଛି…

ପ୍ରାର୍ଥୀଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଲା ଲଗାମ୍ ! ମିଥ୍ୟା ଖବର ପ୍ରଚାର ଉପରେ ଲାଗିବ ରୋକ୍, ଉଲ୍ଲଂଘନ କଲେ…

କନକ ବ୍ୟୁରୋ : ନିର୍ବାଚନ ସମୟରେ ସୋସିଆଲ ମିଡିଆକୁ ନେତାମାନେ ଖରାପ ଢଙ୍ଗରେ ବ୍ୟବହାର କରିବା ଆଶଙ୍କାରେ ନିର୍ବାଚନ କମିଶନ ଏହା ଉପରେ ବି ଆଚରଣ ବିଧି ଲାଗୁ କରିଛନ୍ତି । କହିଛନ୍ତି, ସୋସିଆଲ ମିଡିଆ ଉପରେ ମନିଟରିଂ କରାଯିବ । ଦେଶର ଜନସଂଖ୍ୟାର ପ୍ରାୟ ୫୦ କୋଟି ଲୋକ ସୋସିଆଲ ମିଡିଆରେ ସକ୍ରିୟ…

ବଲାଙ୍ଗୀରରେ ବାପ-ପୁଅ ପଲିଟିକ୍ସ! ୨୦୧୯ରେ ଅବସର ନେବେ ସିନିୟର, ଏଣ୍ଟ୍ରି କରିବେ ଜୁନିୟର?

କନକ ବ୍ୟୁରୋ : ବାଜିରେ ଲାଗିଛି ବଲାଙ୍ଗୀର । ରାଜ୍ୟ ରାଜନୀତିରେ ଏକ ଜଣାଶୁଣା ଆସନ ମଧ୍ୟରେ ବଲାଙ୍ଗୀର ବିଧାନସଭା ଆସନ ରହିଛି । ଏହି ଆସନରୁ ବିଧାୟକ ହୋଇଥିବା ନେତା କେତେବେଳେ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ତ ପୁଣି କେତେବେଳେ ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି । ଏକ ସମ୍ମାନଜନକ ଆସନ…

ନିର୍ବାଚନ ଘୋଷଣା ପରେ ନବୀନ ନିବାସରେ ଲାଗିଲା ନେତାଙ୍କ ଭିଡ ! ସୁପ୍ରିମୋଙ୍କ ପାଖରେ ଟିକେଟ୍ ପାଇଁ ଚାଲିଛି ଲବି ।

କନକ ବ୍ୟୁରୋ : ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ ଆରମ୍ଭ ହୋଇଗଲାଣି । ପୁଣି ଥରେ ସାଂସଦ ହେବାକୁ ମନ ବଳାଇଛନ୍ତି ଅନେକ ବରିଷ୍ଠ ନେତା । କିଛି ନେତା ନିଜ ଟିକେଟ୍ ପକ୍କା କରିବାକୁ ସୁପ୍ରିମୋଙ୍କ ପାଖରେ ଲବି କରିଛନ୍ତି । ସଂସଦକୁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇବାକୁ ନବୀନଙ୍କ…

ସହଜ ହେବନି ବୀରମହାରାଜପୁର ବିଜୟ । ତିନି ଦଳକୁ ଅଡୁଆ ଅଧ ଡ଼ଜନ ଆଶାୟୀ ।

କନକ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ ଆଉ ଆରମ୍ଭ ହୋଇଛି କାଉଣ୍ଟଡ଼ାଉନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଆଗାମୀ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ପାରଦ । ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଯାଉଥିବା…

ନବୀନଙ୍କ ମାଷ୍ଟରଷ୍ଟ୍ରୋକରେ ବିରୋଧୀ ବୋଲ୍ଡ ! ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ଘୋଷଣା ପରେ ଚାପରେ କଂଗ୍ରେସ…

ଭୁବନେଶ୍ୱର(ସୁବ୍ରତ ଦାସ) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ପକ୍ଷରୁ ଶତକଡା ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଗତକାଲି ଘୋଷଣା କରି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ତାଙ୍କର ଏହି ଘୋଷଣା ଅନ୍ୟ ଦଳଗୁଡ଼ିକୁ…