Daily Archives

March 8, 2019

ନିର୍ବାଚନ ପୂର୍ବରୁ ମହାଦେବଙ୍କ ଶରଣରେ ମୋଦି! ନିର୍ବାଚନମଣ୍ଡଳୀବାସୀଙ୍କୁ ଦେଲେ ବଡ ଉପହାର, କାଶୀ ବିଶ୍ୱନାଥ କରିଡରର…

କନକ ବ୍ୟୁରୋ : ନିର୍ବାଚନକୁ ଅଳ୍ପ ଦିନ ବାକି ଥିବା ବେଳେ ଆଜି ପୁଣି ଥରେ ସାମନାକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିବ ଭକ୍ତି । ନିଜ ନିର୍ବାଚନକ୍ଷେତ୍ର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିରରେ ଭୋଳା ବାବାଙ୍କ ପୂଜାର୍ଚ୍ଚନା କରିବା ପରେ ବହୁ ପ୍ରତିକ୍ଷିତ କାଶୀ ବିଶ୍ୱନାଥ…

ବଦଳିବ ସରକାରୀ ହସ୍ପିଟାଲର ଭାଗ୍ୟ । ଆଉ ହନ୍ତସନ୍ତ ହେବେନି ରୋଗୀ, ଦ୍ୱିତୀୟ ଦଫାରେ ପୁଣି ୬୦୦ ଡାକ୍ତରଙ୍କୁ ନିଯୁକ୍ତି…

କନକ ବ୍ୟୁରୋ : ସ୍ୱାସ୍ଥ କ୍ଷେତ୍ରରେ ସୁଧାର ଆଣିବାକୁ ନବୀନ ସରକାରଙ୍କ ବଡ ପଦକ୍ଷେପ । ଡାକ୍ତରଖାନାରେ ଡାକ୍ତର ଅଭାବକୁ ଦୂର କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୯୩୮ ଜଣ ଡାକ୍ତରଙ୍କ ନିଯୁକ୍ତି ଅନୁମୋଦିତ କରିଥିବା ବେଳେ ଆଜି ଆଉ ୬୦୦ ଜଣ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ…

‘ବିରାଟ’ଙ୍କ ବିରାଟ ଶତକ । ଦିନିକିଆରେ ୪୧ତମ ଶତକ ହାସଲ କଲେ କ୍ୟାପଟେନ କୋହଲି

କନକ ବ୍ୟୁରୋ : କ୍ୟାପଟେନ କୋହଲିଙ୍କ ଦମଦାର ଶତକ । ଦିନିକିଆରେ ୪୧ ତମ ଶତକ ହାସଲ କଲେ ବିରାଟ କୋହଲି । ରାଞ୍ଚିରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ଆଉ ଏକ ଶତକ ହାସଲ କରିଛନ୍ତି ବିରାଟ । ଏହାସହ ସର୍ବାଧିକ ଶତକ ହାସଲ କରିବାରେ ସଚିନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି…

ବୈଜୟନ୍ତଙ୍କୁ ବିଜେଡିର କଟାକ୍ଷ । କହିଲେ, ପୂର୍ବରୁ ବିଜେପିର ମୁଖପାତ୍ର ବୋଲାଉଥିଲେ, ଏବେ ବିଧିବଦ୍ଧଭାବେ ଉପାଧି…

କନକ ବ୍ୟୁରୋ: ବିଜେପିରେ ବୈଜୟନ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ ତେଜିଲା ରାଜନୀତି । ବିଜେପିରେ ବୈଜୟନ୍ତଙ୍କୁ ଜାତୀୟ-ଉପସଭାପତି ସହ ଦଳର ମୁଖପାତ୍ର ଦାୟିତ୍ୱ ମିଳିବା ପରେ ବିଜେଡିର କଟାକ୍ଷ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ପୂର୍ବରୁ ମଧ୍ୟ ବୈଜୟନ୍ତ ବାବୁ ବିଜେପି ଦଳର…

ସତ ଲୁଚାଉଛି ପାକିସ୍ତାନ: ଗଣମାଧ୍ୟମକୁ ବାଲାକୋଟ ମନା, ୯ ଦିନରେ ୩ଥର ବାରଣ କଲାଣି ପାକ୍ ସେନା

କନକ ବ୍ୟୁରୋ: ବାଲାକୋଟ୍ ସତ ଲୁଚାଉଛି ପାକିସ୍ତାନ । ପୁଲୱମା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷାଦେବାକୁ ବାଲାକୋଟରେ ଜୈସ୍ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ କରିଥିଲା ଏୟାରଷ୍ଟ୍ରାଇକ୍ । ହେଲେ ସାରା ବିଶ୍ୱଠାରୁ ସତ ଲୁଚାଉଛି ପାକିସ୍ତାନ । କେବଳ ସେତିକି ନୁହଁ ପଡୋଶୀ…

ଶଂଖ ଧରିଲେ ପୂର୍ବତନ ପୂର୍ତ ସଚିବ: ସୁପ୍ରିମୋଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ନଳିନୀକାନ୍ତ ପ୍ରଧାନ, ଲଢିପାରନ୍ତି…

କନକ ବ୍ୟୁରୋ: ଇଂଜିନିୟରରୁ ପ୍ରଶାସକ ଓ ପ୍ରଶାସକରୁ ରାଜନେତା ପାଲଟିଛନ୍ତି ନଳିନୀକାନ୍ତ ପ୍ରଧାନ । ଆଜି ନବୀନ ନିବାସରେ ସମର୍ଥକଙ୍କ ପଟୁଆରରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ନଳିନୀ । ନଳିନୀଙ୍କ ଯୋଗଦାନ ବିଜେଡିକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।…