Daily Archives

March 7, 2019

କଂଗ୍ରେସ ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା! ଜାଣନ୍ତୁ କେଉଁ ଆସନରୁ ଲଢିବେ କିଏ?

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୧୫ଟି ଲୋକସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଗୁଜରାଟର ୪ଟି ଓ…

ଏୟାରଷ୍ଟ୍ରାଇକକୁ ନେଇ ସାଙ୍ଘାତିକ ତଥ୍ୟ ! ସାମ୍ନାକୁ ଆସିଲା ବାଲାକୋଟ ଜୈସ କ୍ୟାମ୍ପର ସାଟେଲାଇଟ୍ ଫଟୋ, ଆତଙ୍କୀ…

କନକ ବ୍ୟୁରୋ : ବାଲାକୋଟରେ ଜୈସ-ଏ-ମହମ୍ମଦର ଆତଙ୍କୀ ଶିବିର ଉପରେ ଆକ୍ରମଣ ପରେ କ୍ଷୟକ୍ଷତି ଆକଳନକୁ ନେଇ ଆରମ୍ଭ ହୋଇଛି ବିତର୍କ । କ୍ଷୟକ୍ଷତିକୁ ନେଇ ଦାବି କରାଯାଉଥିବା ବେଳେ ଏହାର ବିରୋଧରେ ବି ଦାବି ହେଉଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସ ପକ୍ଷରୁ ପ୍ରକାଶ ପାଇଥିବା ଖବର…

ଜମ୍ମୁ-କଶ୍ମୀର ବସଷ୍ଟାଣ୍ଡରେ ଆତଙ୍କୀ ଆକ୍ରମଣ ! ବସ ଉପରକୁ ଗ୍ରେନେଡ ମାଡ଼, ୧ମୃତ, ୩୦ରୁ ଅଧିକ ଆହତ ।

କନକ ବ୍ୟୁରୋ : ଜମ୍ମୁରେ ଆତଙ୍କୀ ହାମଲା । ଜମ୍ମୁ ବସଷ୍ଟାଣ୍ଡରେ ଛିଡା ହୋଇଥିବା ଏକ ବସ ଉପରକୁ ଗ୍ରେନେଡ ମାଡ ହୋଇଛି । ଏହି ହମଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ଏହା ସହ ୩ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଆହତଙ୍କୁ ଜମ୍ମୁ ମେଡିକାଲ କଲେଜରେ…

ରୋଗୀ ସେବା ପାଇଁ ଆଉ ଅଭାବ ପଡିବେନି ଡାକ୍ତର, ୯୩୮ ଜଣଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ।

କନକ ବ୍ୟୁରୋ : ଡାକ୍ତରଙ୍କ ବିନା ଆଉ ହନ୍ତସନ୍ତ ହେବେନି ରୋଗୀ । ସ୍ୱାସ୍ଥ୍ୟ ସେବାରେ ଆସିବ ବଡ ପରିବର୍ତ୍ତନ । ଡାକ୍ତରଖାନାରେ ଆଉ ଦେଖା ଦେବନି ଡାକ୍ତରୀ ଅଭାବ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଉତ୍ତମ ଚିକିତ୍ସା ପହଞ୍ଚାଇବା ପାଇଁ ଡାକ୍ତର ନିଯୁକ୍ତିରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଅଡୁଆ ବଢ଼ାଇଲା କଂଗ୍ରେସ ଟିକେଟ୍ ତାଲିକା ! ନାଁ ନଥିବା ନେତା ଆଣିଲେ ଅଭିଯୋଗ, କାହିଁକି କଟିଲା ଟିକେଟ ? ନିରଞ୍ଜନ କହିଲେ…

କନକ ବ୍ୟୁରୋ : ଗତକାଲି କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଭାଇରାଲ ହେବା ପରେ ଆଜି ଏହା ସତ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ନିରଂଜନ କହିଛନ୍ତି, ଗଣମାଧ୍ୟମରେ ଯାହା ପ୍ରକାଶ ପାଇଛି, ସେଥିରେ କିଛି ସତ୍ୟତା ନାହିଁ । ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା…

ଶତ୍ରୁ ରାଷ୍ଟ୍ରରେ କେମିତି କଟିଥିଲା ସାହସୀ ଯବାନଙ୍କ ସେହି ୫୬ ଘଣ୍ଟା! ଡି-ବ୍ରିଫିଙ୍ଗରେ ମୁହଁ ଖୋଲିଲେ ଅଭିନନ୍ଦନ,…

କନକ ବ୍ୟୁରୋ : ସାମ୍ନାକୁ ଆସିଲା ୫୬ଘଂଟାର ଛାତିଥରା ଚିତ୍ର । ଶତ୍ରୁ ରାଷ୍ଟ୍ରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ବିତାଇଥିଲେ ୫୬ଘଂଟାର ଯନ୍ତ୍ରଣାଭରା ସମୟ । ତଥ୍ୟ ଆଦାୟ କରିବା ପାଇଁ ନିର୍ଯାତନାର ସବୁ ସୀମା ଟପି ଯାଇଥିଲା ପାକିସ୍ତାନ ଆର୍ମି । ଆଉ ଅଭିନନ୍ଦନଙ୍କ ମୁହଁରୁ ପାକିସ୍ତାନ…