Daily Archives

March 1, 2019

ଛାତି ଫୁଲେଇ ପାକିସ୍ତାନରୁ ଭାରତ ଆସିଲେ ଅଭିନନ୍ଦନ ! ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା ବର୍ଡର ।

କନକ ବ୍ୟୁରୋ : ଫେରି ଆସିଲେ ଅଭିନନ୍ଦନ । ଦୁଇ ଦିନ ଧରି ପାକିସ୍ତାନରେ ବନ୍ଦୀ ଥିବା ବୀର ୱିଙ୍ଗ କମାଣ୍ଡର ଶେଷରେ ଭାରତ ମାଟିରେ ପାଦ ଦେଇଛନ୍ତି । ସମସ୍ତ କାଗଜପତ୍ର ପ୍ରକ୍ରିୟା ଶେଷ ହେବା ପରେ ଅଭିନନ୍ଦନଙ୍କୁ ୱାଘା ବର୍ଡର ଠାରେ ବିଏସଏଫକୁ ହସ୍ତାନ୍ତର କରିଛି ପାକିସ୍ତାନ । ଭାରତୀୟ ସେନା,…

ଆକାଶର ବୀର ଯୋଦ୍ଧାଙ୍କ ପାଇଁ ଆକାଶରୁ ହେଲା ଜଳାଭିଷେକ! ଚାରିଆଡେ ଚର୍ଚ୍ଚା, ସାହସୀ ପୁଅ ଫେରିବା ପରେ ଭାରତମାତା ଆଖିରୁ…

କନକ ବ୍ୟୁରୋ : ଅଭିନନ୍ଦନ.ଅଭିନନ୍ଦନ.. ଭାରତକୁ ଫେରିଲେ ଦେଶର ବୀର ଯୋଦ୍ଧା ଅଭିନନ୍ଦନ । ଦୁଇ ଦିନ ଧରି ପାକିସ୍ତାନ କବଜାରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି ଭାରତ ଫେରିଛନ୍ତି । ଅଭିନନ୍ଦନଙ୍କ ଫେରିବ ବାଟକୁ ପୂରା ଦେଶବାସୀ ଚାହିଁ ରହିଥିବା ବେଳେ ସନ୍ଧ୍ୟାରେ ଭାରତ ମାଟିରେ…

ଝାରସୁଗୁଡାରେ ସର୍ବବୃହତ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୧୫ ହଜାର କୋଟିରେ ନିର୍ମିତ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଝାରସୁଗୁଡା ଏବଂ ରାଉରକେଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଝାରସୁଗୁଡାର ବନହରପାଲିରେ ଓଡିଶା ବିଦ୍ୟୁତ୍ ଉତ୍ପାଦନ ନିଗମକୁ ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି…

ବିଶ୍ୱସ୍ତରରେ ମାସୁଦ ଉପରେ କଟକଣା ଲଗାଇବା ପାଇଁ ଉଠିଲା ସ୍ୱର ! ଚୀନର ଆଭିମୁଖ୍ୟ ଉପରେ ନଜର, ଜାଣନ୍ତୁ କଟକଣା ଲାଗିଲେ…

କନକ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଉପରେ ଏବେ ନଜର । ଯଦି ମାସୁଦ ଆଝାର ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବ୍ୟାନ ଲଗାଯାଏ ତେବେ କଣ ହେବ । ଏବେ ଏହି ପ୍ରଶ୍ନ ଉଠିଛି । ତେବେ ଯଦି ମାସୁଦ ଆଝାର ଉପରେ କଟକଣା ଲାଗିବ ତେବେ ସାରା ବିଶ୍ୱ ଭ୍ରମଣ…

ୱାଘା ନୁହେଁ ବାଟାପୁରରେ ଅଛନ୍ତି ଅଭିନନ୍ଦନ ! ଅଭିନନ୍ଦନଙ୍କ ଭାରତ ଫେରିବା ଆହୁରି ବିଳମ୍ବ ହେବ

କନକ ବ୍ୟୁରୋ : ଭାରତର ସାହସୀ ଯବାନ ତଥା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଦେଶକୁ ଫେରିବା ଆହୁରି ବିଳମ୍ବ ହେବ । ଏଯାଏଁ ୱାଘା ବର୍ଡର ପହଞ୍ଚିନାହାନ୍ତି ଭାରତୀୟ ବୀର ଯବାନ ଅଭିନନ୍ଦନ । ଜାତୀୟ ଗଣମାଧ୍ୟମର ପ୍ରସାରିତ ଖବର ଅନୁଯାୟୀ, ଅଭିନନ୍ଦନ ଏବେ ପର୍ଯ୍ୟନ୍ତ ଲାହୋରରେ ରହିଛନ୍ତି । ଏପରିକି ସେ…

ଅନ୍ତର୍ଜାତୀୟ ଫୋରମରେ ପାକିସ୍ତାନର ଲୁଚକାଳି ଖେଳ ! ଓଆଇସି ସମ୍ମିଳନୀରେ ଯୋଗଦେଲା ଭାରତ, ଦୂରେଇ ରହିଲା ପାକ୍ ।

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ଦୋମୁହାଁ ନୀତି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ୍ କରିବାକୁ ବାରମ୍ବାର ଶାନ୍ତି କଥାବାର୍ତା ପାଇଁ ଇମ୍ରାନ ଖାନ୍ ସରକାର ପ୍ରସ୍ତାବ ଦେଉଛନ୍ତି । ହେଲେ ଅପରପକ୍ଷରେ ଭାରତର ଉପସ୍ଥିତି ଯୋଗୁଁ ଓଆଇସି ସମ୍ମିଳନୀରୁ ବିରତ ରହିଛି ପାକିସ୍ତାନ ।…