Daily Archives

February 27, 2019

ବିମାନ ସେବା ଉପରେ ପଡିଲା ଉତ୍ତେଜନାର ପ୍ରଭାବ ! ତିନି ସେନାର ମୁଖ୍ୟଙ୍କ ସହ ମୋଦୀଙ୍କ ଆଲୋଚନା ପରେ ସୁରକ୍ଷା କାରଣରୁ…

କନକ ବ୍ୟୁରୋ : ବିମାନ ସେବା ଉପରେ ପଡ଼ିଲା ଉତ୍ତେଜନାର ପ୍ରଭାବ । ଦୁବାଇରୁ ପାକିସ୍ତାନକୁ ସିଧା ସଳଖ ଉଡ଼ାଣ ଉପରେ ରୋକ୍ ଲାଗିଥିବା ବେଳେ ପଂଜାବ, ଜାମ୍ମୁ କାଶ୍ମୀର ଓ ଅନ୍ୟାନ୍ୟ ସୀମାବର୍ତ୍ତୀ ବିମାନବନ୍ଦର ଉପରେ ପ୍ରଭାବ ପଡ଼ିଛି । ବିମାନବନ୍ଦର ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି ଓ…

ଖବରଦାର ପାକିସ୍ତାନ ! ଆମ ପାଇଲଟଙ୍କୁ ଯେପରି ଟିକିଏ ବି କ୍ଷତି ନ ପହଞ୍ଚେ, ପାକିସ୍ତାନକୁ କଡା ଚେତାବନୀ ଦେଲା ଭାରତ

ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ଏବଂ ସୀମାରେ ଯୁଦ୍ଧ ଭଳି ସ୍ଥିତି ଭିତରେ ବାୟୁସେନାର ଜଣେ ପାଇଲଟ୍ ନିଖୋଜ୍ ହୋଇଯିବା ଖବର ସମସ୍ତଙ୍କୁ ବିଚଳିତ କରିଛି । ଏପରିକି ଭାରତର ପାଇଲଟଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିବା ପରେ ଆକ୍ସନମୋଡକୁ ଆସିଛି ଭାରତ । ଖାସକରି ସୋସିଆଲ ମିଡିଆରେ…

ଯେବେ ପାକିସ୍ତାନରେ ବନ୍ଧା ପଡିଥିଲେ ଭାରତୀୟ ଯବାନ! ଏବେ ବି ମନେପଡେ ବାୟୁସେନାର ବୀର ଯବାନ ନଚିକେତାଙ୍କ କାହାଣୀ ।…

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ଏବଂ ସୀମାରେ ଯୁଦ୍ଧ ଭଳି ସ୍ଥିତି ଭିତରେ ବାୟୁସେନାର ଜଣେ ପାଇଲଟ୍ ନିଖୋଜ୍ ହୋଇଯିବା ଖବର ସମସ୍ତଙ୍କୁ ବିଚଳିତ କରିଛି । ଆଉ ଏପଟେ ପାକିସ୍ତାନ ଦାବି କରିଛି-ଭାରତୀୟ ପାଇଲଟକୁ ଅଟକ ରଖିଛି । ଏହାକୁ ନେଇ ଭାରତ ଯାଂଚ ଆରମ୍ଭ କରୁଥିବା ନେଇ…

ଟିକେଟ୍ ପାଇଁ କଂଗ୍ରେସ ଭବନ ହୁଲୁସ୍ତୁଲ୍ ! ଜ୍ୟାକବ ପ୍ରଧାନଙ୍କ ବିରୋଧରେ ବର୍ଷିଲେ ଜି.ଉଦୟଗିରି କଂଗ୍ରେସ କର୍ମୀ,…

କନକ ବ୍ୟୁରୋ : ଆଜି କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଶେଷ ହୋଇଛି । ତେବେ ବୈଠକ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ । ନିଜ ସମର୍ଥକମାନଙ୍କ ସହ ସ୍କ୍ରିନିଂ କମିଟିକୁ ଭେଟିବାକୁ ଆସିଥିଲେ ଜି. ଉଦୟଗିରି ବିଧାୟକ ଜ୍ୟାକବ ପ୍ରଧାନ । ଠିକ ଏହି ସମୟରେ ତାଙ୍କ ନିର୍ବାଚନ…

ଚିନାସ୍ୱାମୀରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଚମକ ! ଅଷ୍ଟ୍ରେଲିଆ ଆଗରେ ୧୯୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ବିରାଟ ବାହିନୀ…

କନକ ବ୍ୟୁରୋ : ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ଅର୍ଦ୍ଧଶତକ ଏବଂ ଲୋକେଶ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଭାରତ ଅଷ୍ଟ୍ରେଲିଆ ଆଗରେ ୧୯୧ ରନର ବିଶାଳ ଟାର୍ଗେଟ୍ ସେଟ୍ କରିଛି ବିରାଟ ବାହିନୀ । ବାଙ୍ଗାଲୋରର ଏମ୍.…

ଜଳେଶ୍ୱରରେ ଜଟିଳ ସ୍ଥିତି ! ଆଶାୟୀ ମାଳମାଳ , କାହାକୁ ପ୍ରାର୍ଥୀ କରିବ ଦଳ, ତିନି ଦଳର ହାଇକମାଣ୍ଡଙ୍କ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ: ସାରା ରାଜ୍ୟରେ ବହିଲାଣି ସାଧାରଣ ନିର୍ବାଚନୀ ହାୱା । ଆଉ ଏହି ହାୱାରେ ନିଜ ନିଜର ଦଳୀୟ ବାନାକୁ ଶିଖରରେ ଉଡ଼ାବା ପାଇଁ ମାରାଥନ୍ ଗୋଟି ଚାଳନା କରୁଛନ୍ତି ଶାସକ ଓ ବିରୋଧୀ । କିନ୍ତୁ ବାଲେଶ୍ବର ଜିଲ୍ଲାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ର ଜଳେଶ୍ବରରେ ନିର୍ବାଚନ…