Daily Archives

February 25, 2019

ରାଜନୀତିକୁ ଓହ୍ଲାଇପାରନ୍ତି ରବର୍ଟ ଭଦ୍ରା ! ୟୁପିରେ ପୋଷ୍ଟର ଲାଗିବା ପରେ ଜୋର ଧରିଲା ଚର୍ଚ୍ଚା, ବିଜେପି କହିଲା,…

କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା, ରାଜନୀତିକୁ ଆସିବେ କି । ଗତ କିଛି ଦିନ ହେଲା ଲାଗିରହିଛି କିଛି ଏପରି ଚର୍ଚ୍ଚା । ପ୍ରଥମେ ସୋସିଆଲ ମିଡିଆରେ ସେ ରାଜନୀତିରେ ପ୍ରବେଶ କରିବା ନେଇ ନିଜ ଇଚ୍ଛା ଜାହିର କରିବା ପରେ ଉତ୍ତରପ୍ରଦେଶ ମୁରାଦାବାଦରେ ରବର୍ଟ ଭଦ୍ରାଙ୍କ…

କିଏ ହେବ ସୁନ୍ଦର‘ଗଡ’ର ସମ୍ରାଟ? ପ୍ରଥମ ଥର ପାଇଁ ଶଙ୍ଖ ବାଜିବ ନା ଭାଙ୍ଗି ପଡିଥିବା ହାତ ପୁଣି ଉଠିବ ନା ପଞ୍ଚାୟତ…

କନକ ବ୍ୟୁରୋ : କିଏ ହେବ ସୁନ୍ଦରଗଡର ସମ୍ରାଟ? କାହାକୁ ନିଜର ବିଧାୟକ ଭାବେ ବାଛିବେ ସୁନ୍ଦରଗଡବାସୀ । କଂଗ୍ରେସ ଗଡରେ ଏଣ୍ଟ୍ରି ମାରିବ କି ବିଜେଡି । ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା । ଖାସକରି କଂଗ୍ରେସ ଶିବିରରୁ ଲମ୍ଫ ମାରି ସବୁଜ ଗଡରେ ପୂର୍ବତନ ବିଧାୟକ ଯୋଗେଶ…

ପୁଲୱାମା ଆକ୍ରମଣ ନେଇ ବଡ ସୁରାକ ! ଛାତିଥରା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା କାର ମାଲିକଙ୍କ ମିଳିଲା ପରିଚୟ ।

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସାମ୍ନାକୁ ଆସିଲା ବଡ ସୁରାକ୍ । ଆକ୍ରମଣରେ ବ୍ୟବହାର କରାଯାଇଥିବା କାରଟିକୁ ଚିହ୍ନଟ କରାଯାଇଥିବା ବେଳେ କାରର ମାଲିକଙ୍କ ପରିଚୟ ମିଳିଛି । ହାମଲାରେ ମାରୁତି ଇକୋ କାରର ବ୍ୟବହାର କରାଯାଇଥିଲା । ଘଟଣାର ତଦନ୍ତ କରି ସୁରାକ ପାଇଛି ଏନଆଇଏ ।…

କାହାର କଟିବ ବିଜେଡି ଟିକେଟ୍, ସୋସିଆଲ୍ ମିଡିଆରେ ଘୁରିବୁଲିଲା ଅଡିଓ କ୍ଲିପ୍? ବିଜେଡି କହିଲା, ଡାର୍ଟି ଟ୍ରିକସ…

କନକ ବ୍ୟୁରୋ :  ବିଜେଡି ଟିକେଟ୍ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଓ କ୍ଲିପକୁ ନେଇ ଚର୍ଚା ଜୋର୍ ଧରିଛି । ଆଜି ବିଜେଡି କହିଛି, ଏହା ଡାର୍ଟି ଟ୍ରିକସ ଡିପାଟମେଂଟର କାମ । ଏପରି ଫେକ୍ ନ୍ୟୁଜ ପ୍ରଚାର କରି ଫାଇଦା ନେବା ପାଇଁ ଚାଲ ଖେଳୁଛି ବିରୋଧୀ । ଏହାରି ଭିତରେ ପାୱାର…

ଯାତ୍ରାରେ ଅଶ୍ଳୀଳତା, ଆଇଟମ ଗାର୍ଲ ରାଣୀଙ୍କ ମୁହଁତୋଡ ଜବାବ । କହିଲେ ଯାହା କରିଛି ଠିକ୍ କରିଛି, ଆଇଟମ୍ ମାନେ ହିଁ…

କନକ ବ୍ୟୁରୋ : ଖୁଲମଖୁଲା ଅଙ୍ଗପ୍ରଦର୍ଶନ କରୁଥିବା ଯାତ୍ରା ଅଭିନେତ୍ରୀ ଆଜି କ୍ୟାମେରା ସାମ୍ନାରେ ‘ଆଇଟମ୍ ସଙ୍ଗ୍’ର ସଂଜ୍ଞା ନିରୁପଣ କରିଛନ୍ତି । କହିଛନ୍ତି- ଆଇଟମ୍ ମାନେ ହିଁ ଅଙ୍ଗ ପ୍ରଦର୍ଶନ । ବଡ କଥା ହେଉଛି ଯାତ୍ରାର ଏହି ଆଇଟମ୍ ଗାର୍ଲ-ରାଣୀ ପଣ୍ଡା ଶନିବାର ଜଣେ ଦର୍ଶକଙ୍କ କାନକୁ…

ମାଟ୍ରିକ ପରୀକ୍ଷାରେ କପିର କଳଙ୍କ ! ବିହାରଠୁ ବଳିଗଲା ବଲାଙ୍ଗୀର, ଖୁଲମଖୁଲା ପରୀକ୍ଷାର୍ଥୀଙ୍କୁ ଯୋଗାଯାଉଛି କପି ।

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ ଲାଗିଛି କପିର କଳଙ୍କ । ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ, ଆପଣଙ୍କୁ ବି ଲାଗିବ, ଯେମିତି କପି କରିବାରେ ବିହାରଠୁ ବଳିଯାଇଛି ଓଡିଶା । ବଲାଙ୍ଗିରରେ ସ୍କୁଲ୍ ପାଚେରୀ ଉପରେ ଚଢି ଝରକା ଦେଇ ପରୀକ୍ଷା…