Daily Archives

February 24, 2019

ବିମାନ ଅପହରଣ ନେଇ ସତର୍କ ସୂଚନା ! ଭୁବନେଶ୍ୱର ବିମାନ ବନ୍ଦରରେ କଡା ଚେକିଂ ।

କନକ ବ୍ୟୁରୋ : ବିମାନ ଅପହରଣ ନେଇ ସତର୍କ ସୂଚନା ମିଳିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ମୁମ୍ବାଇ ସ୍ଥିତ ଏୟାରପୋର୍ଟ ଅପରେସନ୍ କଂଟ୍ରୋଲ ସେଂଟରରୁ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ନେଇ ସତର୍କ ସୂଚନା ଜାରି କରାଯାଇଛି ।…

ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତର ଦୁର୍ବଳ ବ୍ୟାଟିଂ ! ଅଷ୍ଟ୍ରେଲିଆ ଆଗରେ ୧୨୭ ରନର ଟାର୍ଗେଟ୍ ।

କନକ ବ୍ୟୁରୋ : ପଦାରେ ପଡିଲା ଭାରତର ବ୍ୟାଟିଂ ଦୁର୍ବଳତା । ଅଷ୍ଟ୍ରେଲିଆ ଆଗରେ ୧୨୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୨୬ ରନ କରିବାକୁ ସମର୍ଥ…

ଘର କିଣିବାକୁ ଆଗ୍ରହି ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଫ୍ଲାଟ୍ ଉପରୁ ଜିଏସଟି କମାଇଲେ କେନ୍ଦ୍ର ସରକାର । 

କନକ ବ୍ୟୁରୋ: ଶସ୍ତା ହେଲା ଘର କିଣିବା । ନିର୍ମାଣଧୀନ ଘର ଉପରେ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରିଛନ୍ତି ଜିଏସଟି କାଉନସିଲ । ପୂର୍ବରୁ ଏହା ଉପରେ ଜିଏସଟି ୧୨ ପ୍ରତିଶତ ଥିଲା । ମେଟ୍ରୋ ସହରରେ ୬୦ ବର୍ଗ ମିଟର ଓ ୪୫ ଲକ୍ଷ ଟଙ୍କାର ଘର ଉପରେ ଏବଂ ଅନ୍ୟ ସହରରେ ୯୦ ବର୍ଗ ମିଟର ଘର ଉପରେ ୫…

ପାକିସ୍ତାନକୁ ଘାରିଛି ଭାରତ ଭୟ ! ଭାରତ-ପାକିସ୍ତାନ ଯୁଦ୍ଧ ହେଲେ, କ’ଣ ହେବ ସ୍ଥିତି ? ମତ ରଖିଲେ ପରଭେଜ୍ ମୁସାରଫ୍ ।

କନକ ବ୍ୟୁରୋ : ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କ ବୟାନ । ଦୁବାଇରେ ଏକ ସାମ୍ବାଦିକ ସମ୍ବିଳନୀ କରି ମୁସାରଫ୍ କହିଛନ୍ତି, ଭାରତ-ପାକିସ୍ତାନ ସଂପର୍କ ଅତି ବିପଦପୂର୍ଣ୍ଣ ସ୍ତରରେ ପହଂଚିଛି । ଆଉ ଯଦି ପାକିସ୍ତାନ, ଭାରତ ଉପରେ ଗୋଟିଏ ପରମାଣୁ ବୋମା ପକାଏ ତେବେ…

ଏପ୍ରିଲ ପହିଲାରେ ‘କାଳିଆ’ ଦ୍ୱିତୀୟ କିସ୍ତି: ୫ ହଜାର ଟଙ୍କା ପାଇଥିବା ଚାଷୀ ପାଇବେ ପୁଣି ୫ ହଜାର

କନକ ବ୍ୟୁରୋ: ଢେଙ୍କାନାଳ ଚାଷୀ ସମାବେଶରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ’ୟ’ନାୟକ । ଏପ୍ରିଲ ପହିଲାରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇଥିବା ଚାଷୀ, ଦ୍ୱିତୀୟ କିସ୍ତିରେ ଆଉ ୫ ହଜାର ଟଙ୍କା…

ବିବାଦ ପରର ଦେବାଶିଷ ! ସହିଦ ମନୋଜ ବେହେରାଙ୍କ ଏକାଦଶାହରେ ସାମିଲ ହୋଇ ଦାଦାଙ୍କ ସହ ଏକାଠି ଉଠାଇଲେ ଫଟୋ

କନକ ବ୍ୟୁରୋ: ବିବାଦ ପରେ ସହିଦ ମନୋଜ ବେହେରାଙ୍କ ଏକାଦଶାହରେ ସାମିଲ ହୋଇଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଯେଉଁ ଦାଦାଙ୍କୁ ଧକ୍କା ମାରିବା ନେଇ ବିବାଦ ଜୋର୍ ଧରିଥିଲା, ଦେବାଶିଷ ଆଜି ତାଙ୍କ ସହ ଫଟୋ ଉଠାଇଛନ୍ତି । ଆଜି ଏକାଦଶାହରେ ସହିଦ ମନୋଜ ବେହେରାଙ୍କ ପୈତୃକ ବାସଭବନରେ…