Daily Archives

February 21, 2019

ଆସନ୍ତା ୨୩ରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ମ୍ବା ଗସ୍ତ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାରେ ଦେବେ…

କନକ ବ୍ୟୁରୋ: ଆସନ୍ତା ୨୩ରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ଗସ୍ତରେ ଯିବେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ମିଡ଼ିଆ ସେଲ୍ ତରଫରୁ ଜାରି ପ୍ରେସ ରିଲିଜ ମୁତାବକ ମୁଖ୍ୟମନ୍ତ୍ରୀ ଶନିବାର ପୂର୍ବାହ୍ନରେ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ନରସିଂହପୁର ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ…

ମଝି ଆକାଶରେ ତେଜ ଦେଖାଇଲା ତେଜସ୍ ବିମାନ ! ଦେଶୀ ଫାଇଟର୍ ଜେଟରେ ଉଡିଲେ ସ୍ଥଳସେନା ମୁଖ୍ୟ, କହିଲେ, ବଢ଼ିବ ବାୟୁସେନାର…

କନକ ବ୍ୟୁରୋ : ଆକାଶରେ ତେଜ ଦେଖାଇଛି ତେଜସ୍ । ବେଙ୍ଗାଲୁରୁ ଏରୋ ଇଣ୍ଡିଆ ଶୋରେ ଦେଖିବାକୁ ମିଳିଛି ତେଜସର ଶକ୍ତି ପ୍ରଦର୍ଶନ । ସ୍ଥଳସେନା ମୁଖ୍ୟ ବିପିନ ରାୱତ ଆଜି ତେଜସ୍ ବିମାନରେ ବସି ଆକାଶରେ ଉଡିଛନ୍ତି । ଏସିଆ ମହାଦେଶର ସବୁଠୁ ବଡ଼ ଏୟାର୍ ସୋ କୁହାଯାଉଥିବା ବେଙ୍ଗାଲୁରୁ ଏରୋ ସୋରେ ଭାଗ…

କେମିତି ଖସି ଯାଉଛନ୍ତି ଦୁଷ୍କର୍ମକାରୀ? କ୍ରାଇମବ୍ରାଞ୍ଚ ଆଇଜି କହିଲେ, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ନ ହେବା ପଛର ପୂରା…

କନକ ବ୍ୟୁରୋ : ଧର୍ଷଣ ଭଳି ସାଂଘାତିକ ଅପରାଧ ଘଟାଇ ଖସି ଯାଉଛନ୍ତି ଅପରାଧୀ । ଏ ନେଇ ଜାତୀୟ ଗଣମାଧ୍ୟମରେ ଏକ ସ୍ତମ୍ଭ ଲେଖିଛନ୍ତି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରା । ଏଥିରେ ଏପରି କିଛି ତଥ୍ୟ ସେ ଉପସ୍ଥାପନ କରିଛନ୍ତି, ଯାହା ଆଶ୍ଚର୍ଯ୍ୟ କଲାଭଳି । ସେ ଲେଖିଛନ୍ତି, ଅନେକ ମାମଲାରେ ଅପରାଧୀ…

ଦିଲ୍ଲୀ ଅକ୍ଷରଧାମ୍ ମନ୍ଦିରରେ ଫାୟାରିଙ୍ଗ୍ !  ଭୟରେ ଥରୁଛନ୍ତି ସ୍ଥାନୀୟ ଲୋକ, ପୂର୍ବରୁ ଥରେ ହୋଇଯାଇଛି ଆତଙ୍କବାଦୀ…

ବର୍ତ୍ତମାନ ଦିଲ୍ଲୀର ଅକ୍ଷରଧାମ୍ ମନ୍ଦିରରେ ଫାୟାରିଙ୍ଗ୍ ହେବାର ଖବର ଆସୁଛି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ସୂତ୍ର ଅନୁସାରେ ଅକ୍ଷରଧାମ୍ ମନ୍ଦିରର ରିହାୟସୀ କ୍ଷେତ୍ର ପାଣ୍ଡବ ନଗରରେ ଲୁଟ୍ ହେବା ପରେ ଅଭିଯୁକ୍ତ ପୋଲିସ୍ ଉପରକୁ ଗୁଳି ଚାଳନା…

ଫିକା ପଡିଲା ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ! ଘୋଷଣାରେ ରହିଗଲା ବିଜେପି, କଂଗ୍ରେସର ସମର୍ଥନ ।

(ସୁବ୍ରତ ଦାସ) ଓଡ଼ିଶା ବନ୍ଦ ଲାଗି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯେଉଁଭଳି ଜୋରଦାର ଘୋଷଣା ହୋଇଥିଲା ଓ ଏହାକୁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଯେଭଳି ସମର୍ଥନ ଜଣାଇଥିଲେ, ଆଶା କରାଯାଉଥିଲା ବନ୍ଦ ଜନଜୀବନ ଉପରେ ବ୍ୟାପକ ପ୍ରଭାବ ପକାଇବ । ମାତ୍ର ବନ୍ଦର ଆଶାନୂରୁପ ପ୍ରଭାବ ଦେଖିବାକୁ…

ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ବଢୁଛି ଉତ୍କଣ୍ଠା ! ୨୫ ହଜାର ଟିକେଟ୍ ପାଇଁ ଆବେଦନ କଲେଣି ୪ ଲକ୍ଷରୁ ଅଧିକ ଦର୍ଶକ ।

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ, ସାରା ଭାରତକୁ ଦୋହଲାଇ ଦେଇଥିବା ବେଳେ, ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ ବଦଲା ନେବା ପାଇଁ ଏବେ ସବୁଆଡେ ଦାବି ହେଉଛି । ଏପରିକି ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଏକଘରକିଆ କରିବା ପାଇଁ ମଧ୍ୟ ପ୍ରୟାସ…