Daily Archives

February 20, 2019

ମୋଦି ସରକାରଙ୍କୁ ଟାର୍ଗେଟ୍ କଲେ ନବୀନ । କହିଲେ, କେନ୍ଦ୍ର ଯୋଜନାରେ ନାହିଁ ଭୂମିହୀନ, ଭାଗ ଚାଷୀ ଏବଂ କୃଷି ଶ୍ରମିକର…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ । ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲା ବୁଲି କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ପୁରୀ କଣାସରେ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି…

ଆନ୍ଦୋଳନ ନକରିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ । ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କଲେ ବି ପ୍ରଭାବ ପଡିବ ବୋଲି କହିଲେ…

କନକ ବ୍ୟୁରୋ: ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏହି ବନ୍ଦକୁ ବିରୋଧୀ କଂଗ୍ରେସ ଓ ବିଜେପି ବି ସମର୍ଥନ ଦେଇଛନ୍ତି ।  ଏ ନେଇ…

୧୧ ମାସ ଧରି ରଚାଯାଇଥିଲା ପୁଲୱାମା ଆକ୍ରମଣର ଷଡଯନ୍ତ୍ର : ଏମିତି ପ୍ରସ୍ତୁତ ହୋଇଥିଲା ଆତ୍ମଘାତୀ ଆତଙ୍କ

ପୁଲୱାମାର ଲେଥପୁରାରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ହେଉଥିବା ତଦନ୍ତରୁ ଜଣାପଡିଛି କି, ଏହି ଆକ୍ରମଣରେ ପାଖାପାଖି ୮୦ କିଲୋ ଆରଡିଏକ୍ସ ବ୍ୟବହାର କରାଯାଇଥିଲା । ଏଥିରେ ଆମୋନିୟା ନାଇଟ୍ରେଟ୍ ଓ ଅନ୍ୟ କେମିକାଲ ଗୁଡିକର ବ୍ୟବହାର କରାଯାଇଥିଲା । ଏହି ଆରଡିଏକ୍ସ ପାକିସ୍ତାନର ପୁଂଛ…

ବିବାହ ପାଇଁ ମାଟ୍ରିମୋନିଆଲ୍ ସାଇଟକୁ ଫଲୋ କରୁଥିବା ଲୋକ ସାବଧାନ ! ଫେକ୍ ଆକାଉଣ୍ଟ୍ ପ୍ରସ୍ତୁତ କରି ଠକାଯାଉଛି ଲକ୍ଷ…

ଯଦି ଆପଣ ବିବାହ ପାଇଁ ମାଟ୍ରିମୋନିଆଲ୍ ସାଇଟ୍ କୁ ସର୍ବୋକୃଷ୍ଟ ଭାବି ଅନ୍ଧ ଭଳି କାହା ଉପରେ ବିଶ୍ୱାସ କରୁଛନ୍ତି ତେବେ ଏହି ଖବର ପଢିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ଦ୍ୱାରିକାର ମୋହନ୍ ଗାର୍ଡନ ଥାନାଧିକାରୀ ଏଭଳି ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି ଯେ ମାଟ୍ରିମୋନିଆଲ୍ ସାଇଟରେ…

 ଥରିଲା ଦିଲ୍ଲୀର ଏନସିଆର ଅଂଚଳ ! ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀ ସମେତ ଏନସିଆର ଅଂଚଳରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହି ଭୂମିକମ୍ପର ତୀବ୍ରତା ଥିଲା ୪.୦ । ଦିଲ୍ଲୀ ସମେତ ଉତ୍ତର ପ୍ରଦେଶର  ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା, ଅନୁଭବ କରିଛନ୍ତି ଲୋକେ । କୁହାଯାଉଛି ଏହି ଭୂମିକମ୍ପର କେନ୍ଦ୍ର ପଶ୍ଚିମ…

ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ଭୁବନେଶ୍ୱରର ଏକ ମସଜିଦରୁ ବାହାରିଥିଲା କ୍ୟାଣ୍ଡେଲ ରାଲି

କନକ ବ୍ୟୁରୋ: ପୁଲୱାମା ସହିଦଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । ଭୁବନେଶ୍ୱରରେ ବି ସହିଦଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି । କାଲି ଭୁବନେଶ୍ୱରର ଏକ ମସଜିଦରୁ ବାହାରିଥିଲା ରାଲି । ଏଥିରେ ମୁସଲିମ୍ ସଂପ୍ରଦାୟର ଅନେକ ଲୋକ ସାମିଲ ହୋଇଥିଲେ । ପାକିସ୍ତାନକୁ ପାନେ ଦେବା ପାଇଁ ବି ଅନେକ ଦାବି…