Daily Archives

February 16, 2019

ସୋମବାର ଓଡିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ! ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ…

ଆସନ୍ତା ୧୮ ତାରିଖ ତଥା ସୋମବାର ଦିନ ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି । ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଜଣାଇଛନ୍ତି…

ଅମର ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ! ଅଶ୍ରୁଳ ବିଦାୟ ଜଣାଇଲେ ଜନତା, ଦେଶବ୍ୟାପୀ ଶୁଭିଲା ଯବାନ ଅମର୍ ରହେ ନାରା ।

କନକ ବ୍ୟୁରୋ : ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନକୁ ଦେଶବାସୀ ମଥା ନଇଁ ସମ୍ମାନ ଜଣାଇଛନ୍ତି  । ସେପଟେ ଯବାନଙ୍କୁ ଶେଷ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଦେଶ  । ପୁଲୱାମା ଆତଙ୍କୀ ହମଲାରେ ଯାଇଛି ୩୭ଟି ଅମୂଲ୍ୟ ଜୀବନ  । ଆଉ ଅମର ଯବାନଙ୍କ ପାଇଁ ସାରା ଦେଶ ଜଣାଇଛି…

ବ୍ୟାନ୍ ହେବ ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ !  ଜୈସେ ମହମ୍ମଦ୍ ମୁଖ୍ୟ ମାସୁଦ୍ ଆଝାରକୁ ଘେରିବାକୁ ଆମେରିକା ସହ…

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମାସୁଦ ଆଝାରକୁ ଘେରିବା ପାଇଁ ଆମେରିକା ସହ ଆଲୋଚନା କରିବ ଭାରତ  । ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରିବା ଦିଗରେ ଆମେରିକା କଥା ଉଠାଇବ ବୋଲି ଜଣାପଡ଼ିଛି  । ୨୦୧୭ରେ ଚୀନ…

ପାକିସ୍ତାନ ସୀମାଠାରୁ କିଛି ଦୂରରେ ଭାରତୀୟ ବାୟୁସେନାର ସମରାଭ୍ୟାସ । ଜବାବ୍ ଦେବାପାଇଁ ସେନା ପ୍ରସ୍ତୁତ ।

କନକ ବ୍ୟୁରୋ: ପୁଲୱାମା ଆତଙ୍କୀ ହମଲାପରେ ଶକ୍ତି ଦେଖାଇଲା ଭାରତ । ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନ ସୀମାଠାରୁ କିଛି ଦୂର ରାଜସ୍ଥାନର ପୋଖରାନରେ ବାୟୁଶକ୍ତି ୨୦୧୯ ସମରାଭ୍ୟାସ ହୋଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ଉପରେ ପ୍ରତିଶୋଧ ନିଆଁରେ ଜଳୁଛି…

ପୈତୃକ ଗାଁରେ ପହଞ୍ଚିଲା ସହିଦ ବୀର ଓଡିଆ ଯବାନ ମନୋଜଙ୍କ ପାର୍ଥିବ ଶରୀର ! କାନ୍ଦବୋବାଳିରେ ଫାଟି ପଡୁଛି ଗାଁ,…

କନକ ବ୍ୟୁରୋ : ଜନ୍ମମାଟିରେ ପହଞ୍ଚିଲା ପୁଲୱାମା ଆତଙ୍କୀ ହାମଲାରେ ସହିଦ ହୋଇଥିବା ଓଡିଆ ଯବାନ୍ ମନୋଜ ବେହେରାଙ୍କ ପାର୍ଥିବ ଶରୀର । ସହିଦଙ୍କ ଜୟ ଜୟକାରରେ କମ୍ପି ଉଠୁଛି ପୁରା ପରିବେଶ । ହଜାର ହଜାର ଲୋକଙ୍କ ସମାଗମ ହୋଇଛି ସହିଦ ମନୋଜ ବେହେରାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ । ମରଶରୀର…

ଯୁଦ୍ଧ ହେଲେ ଜିତିବ କିଏ ? କ’ଣ ହେବ ପାକିସ୍ତାନର ସ୍ଥିତି, ଜାଣନ୍ତୁ କ’ଣ ରହିଛି ଦୁଇ ଦେଶର ଶକ୍ତିସାମର୍ଥ୍ୟ । 

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦେଶବ୍ୟାପୀ ଜୋରଦାର୍ ଦାବି ଉଠିଛି  । କାରଣ ଆତଙ୍କବାଦକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ନେଇ ପାକିସ୍ତାନ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ କାଠଗଡ଼ାକୁ ଆସିଲେ ମଧ୍ୟ ଏହାର ନୀତି ବଦଳିବା କେବେବି…