Daily Archives

February 14, 2019

ପୁଲୱାମାରେ ବଡ ଆତଙ୍କବାଦୀ ଆକ୍ରମଣ : ୪୪ ଜଣ ଯବାନ ସହିଦ, ଆସନ୍ତାକାଲି ବସିବ କ୍ୟାବିନେଟ ସୁରକ୍ଷା ସମିତି ବୈଠକ ।…

କନକ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ସୈନିକ ସଂଖ୍ୟା ୪୪ରେ ପହଞ୍ଚିଛି । ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ…

ନିର୍ବାଚନ କମିଶନ ଆଗରେ ଗଳାବାଟର ଠିକଣା କହିଲେ ରାଜନୈତିକ ଦଳ! ବିଜେଡି, ବିଜେପି  ଓ କଂଗ୍ରେସ କହିଲେ ନିର୍ବାଚନ ବୈତରଣୀ…

କନକ ବ୍ୟୁରୋ : କେଉଁଠି ହୋଇପାରେ ନିର୍ବାଚନରେ ଅନିୟମିତତା ? ନିର୍ବାଚନ ବୈତରଣୀ ପାର ହେବାକୁ କେମିତି ରାଜନୈତିକ ଦଳ କରିପାରନ୍ତି ଚକ୍ରାନ୍ତ ? କେନ୍ଦ୍ର ନିର୍ବାଚନ କମିଶନଙ୍କ ଓଡିଶା ଗସ୍ତ ସମୟରେ ଏମିତି କିଛି ସନ୍ଦେହାତ୍ମକ ଦିଗକୁ ନେଇ ଅଭିଯୋଗ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଆଗାମୀ…

କିଏ ପାଇବ କଂଗ୍ରେସ ଟିକେଟ? ପିସିସି କାର୍ଯ୍ୟାଳୟରେ ଲାଗିଲା ନେତାଙ୍କ ଭିଡ, ଅନ୍ୟପଟେ କଂଗ୍ରେସ ସମର୍ଥନରେ ବୈଜୟନ୍ତ…

କନକ ବ୍ୟୁରୋ : ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ କଂଗ୍ରେସ ଟିକେଟ ଆଶାୟୀଙ୍କ ମଧ୍ୟରେ ଛନକା ପଶିଛି । କାହାକୁ ମିଳିବ ଟିକେଟ ଆଉ କାହାର କଟିବ ଟିକେଟ ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଗୋଟିଏ ଗୋଟିଏ ଜିଲ୍ଲାରୁ ୧୦ ଜଣ ଟିକେଟ ଆଶାୟୀ ଆସିବାର ନଜିର ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟ…

ଓଡ଼ିଶା ପାଇଲା ଷ୍ଟେଟ୍ ଅଫ୍ ଦ ଇୟର ଆୱାର୍ଡ । କ୍ରୀଡାର ବିକାଶ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ହେଲା ସମ୍ମାନିତ ।

କନକ ବ୍ୟୁରୋ: ବିଭିନ୍ନ କ୍ରୀଡ଼ାକୁ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ଏକ ନମ୍ବର ସ୍ଥାନ । ସ୍ପୋର୍ଟ୍ସ ଷ୍ଟାର ତରଫରୁ ପ୍ରମୋସନ୍ ଅଫ୍ ସ୍ପୋର୍ଟ୍ସ ଷ୍ଟେଟ୍ ଅଫ୍ ଦ ଇୟର ୨୦୧୯ ପାଇଁ ଓଡ଼ିଶାକୁ ସମ୍ମାନିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନରେ…

୨୦୧୯ରେ କେତେ ଜଣ ମହିଳାଙ୍କୁ ଟିକେଟ ଦେବ ବିଜେଡି? କାହାକୁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନରେ କଣ ରହିବ ବିଜେଡିର ମହିଳା ଟିକେଟ ରଣନୀତି ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ୩୩ ପ୍ରତିଶତ ମହିଳା ସଂରକ୍ଷଣ ସମର୍ଥନରେ ଥିବା ବିଜେଡି କେତେ ଜଣ ମହିଳାଙ୍କୁ ଟିକେଟ ଦେବ ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି । ମହିଳାନେତ୍ରୀ ମାନେ ମଧ୍ୟ…

ଏମିତି ହୋଇଥିଲା ଆକ୍ରମଣ! ଜୈସ ଆତଙ୍କବାଦୀ ୩୫୦ କେଜି ବିସ୍ଫୋଟକ ଭର୍ତ୍ତି ଗାଡିକୁ ସିଆରପିଏଫ ବସ୍ ସହ ସିଧାସଳଖ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ଯାତ୍ରା କରୁଥିବା ବେଳେ ପୁଲୱାମା ଠାରେ ଆଇଇଡି ବିସ୍ଫୋରକ ଭର୍ତ୍ତି ଏକ କାର ଯବାନଙ୍କ ବସକୁ ଧକ୍କ୍ା ଦେଇଥିଲା । ଫଳରେ…