Daily Archives

February 13, 2019

ଦିଲ୍ଲୀରେ ବସିଲା ବିରୋଧୀଙ୍କ ଦରବାର ! ଏକାଠି ହୋଇ କଲେ ଶକ୍ତି ପ୍ରଦର୍ଶନ, ମୋଦି ସରକାରକୁ ହଟାଇବାକୁ ଦେଲେ ରଣହୁଙ୍କାର…

କନକ ବ୍ୟୁରୋ : ଦିଲ୍ଲୀରେ ବସିଲା ବିରୋଧୀଙ୍କ ଦରବାର । ଏକାଠି ହୋଇ ଶକ୍ତି ପ୍ରଦର୍ଶନ କଲେ ବିରୋଧୀ । ସମ୍ବିଧାନ ବଂଚାଅ ନାଁରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପକ୍ଷରୁ ଏହି ମହାମେଳିର ଆୟୋଜନ କରାଯାଇଛି । ଏଥିରେ ମୋଦି ସରକାରକୁ ହଟାଇବାକୁ ପଣ…

ପୋଷ୍ଟର ପାଲଟିଛି ରାଜନୀତିର ଅସ୍ତ୍ର ! ନେତା ପାଲଟୁଛନ୍ତି ରାମ, ନେତ୍ରୀ ସାଜୁଛନ୍ତି ଦୁର୍ଗା । କିଏ ପାଲଟୁଛି ରାମ, କିଏ…

କନକ ବ୍ୟୁରୋ : ନିର୍ବାଚନୀ ତାତି ସହ ବଢ଼ୁଛି ପୋଷ୍ଟର ପଲିଟିକ୍ସ  । ପୋଷ୍ଟର ମାଧ୍ୟମରେ ଚାଲିଛି ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ  । ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ନେଇ ଲାଗିଛି ବ୍ୟଙ୍ଗାତ୍ମକ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି, ଦିଦି  ଏଇଠି ମନଖୋଲି ହସନ୍ତୁ, ଆପଣ ଲୋକତନ୍ତ୍ର ଭିତରେ…

ମୋଦି ସରକାର ମାରିପାରନ୍ତି ମାଷ୍ଟରଷ୍ଟ୍ରୋକ, ନିର୍ବାଚନ ପୂର୍ବରୁ ମାଲାମାଲ ହୋଇପାରନ୍ତି ଚାଷୀ!

ନିର୍ବାଚନ ପୂର୍ବରୁ ପିଏମ କିଷାନ ଯୋଜନାରେ ମାଷ୍ଟରଷ୍ଟ୍ରୋକ ମାରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଚାଷୀଙ୍କ ଖୁସିକୁ ଦ୍ୱିଗୁଣିତ କରିଦେବ । ନିର୍ବାଚନ ଘୋଷଣା ପୂର୍ବରୁ ଚାଷୀଙ୍କ ଖାତାକୁ ଏକାସଙ୍ଗେ ୪ ହଜାର ଟଙ୍କା ପଠାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର । ଅଥାର୍ତ…

ରାଫେଲକୁ ନେଇ ମୋଦି ସରକାରଙ୍କୁ ମିଳିଲା ସିଏଜି ସାର୍ଟିଫିକେଟ୍ ! ୟୁପିଏ ଠାରୁ ଏନଡିଏର ଡିଲ୍ ୨ ପ୍ରତିଶତରୁ ଅଧିକ…

କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସିଏଜିଙ୍କ କ୍ଲିନଚିଟ୍ । ଏନଡିଏ ସରକାର ୨ ଦଶମିକ୮୬ ପ୍ରତିଶତ ଶସ୍ତାରେ ଏହି ଲଢ଼ୁଆ ବିମାନ କିଣିଥିବା ତାଙ୍କ ରିପୋର୍ଟରେ କହିଛନ୍ତି ସିଏଜି  । ହେଲେ ଏହି ରିପୋର୍ଟ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ  । ରାଫେଲ ଡିଲ୍ ନେଇ ଜେପିସି…

ଭାଲେଟାଇନ୍ସ ଡେ ! ଏଥର ପ୍ରେମୀ ଯୁଗଳଙ୍କୁ ହଇରାଣ କରିବନି ବଜରଙ୍ଗ ଦଳ ।

କନକ ବ୍ୟୁରୋ : ଆସନ୍ତାକାଲି ପ୍ରେମ ଦିବସ ବା ଭାଲେଂଟାଇନ ଡେ । ତେବେ ପ୍ରତିବର୍ଷ ଏହି ଦିନ ଆସିଲେ ପ୍ରେମୀ ଯୁଗଳଙ୍କ ମନରେ ଥାଏ ବଜରଙ୍ଗ ଦଳର ଭୟ । କିନ୍ତୁ ଏଥର ଭାଲେଂଟାଇନ ଡେ ବା ପ୍ରେମ ଦିବସକୁ ବିରୋଧ କରିବ ନାହିଁ ବଜରଙ୍ଗ ଦଳ । ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଏହି ଘୋଷଣା…

ହାତ ଛାଡିବେ କି ସାଲେପୁର ବିଧାୟକ? ପୋଷ୍ଟରରେ ନବୀନଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିଲେ ପ୍ରକାଶ ବେହେରା

କନକ ବ୍ୟୁରୋ : ଚର୍ଚ୍ଚାରେ ସାଲେପୁର ବିଧାୟଙ୍କ ଫଟୋ ଥିବା ପୋଷ୍ଟର । ଏହି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନଜର ଆସୁଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ସାଲେପୁର ନିର୍ବାଚନ ମଣ୍ଡଳୀରେ ପିଠା କାର୍ଯ୍ୟକ୍ରମରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ…