Daily Archives

February 12, 2019

ରବର୍ଟ ଭଦ୍ରାଙ୍କ ସହ ମା ମୌରୀନ ଭଦ୍ରାଙ୍କୁ ଇଡିର ଜେରା ! ବିକାନେର ଜମି ଦୁର୍ନୀତି ମାମଲାରେ ପଚରାଉଚରା ।

କନକ ବ୍ୟୁରୋ : ଗୋଟିଏ ପଟେ ପତ୍ନୀଙ୍କ ପଲିଟିକାଲ ଡେବ୍ୟୁ । ଅନ୍ୟପଟେ ସ୍ୱାମୀଙ୍କ ଇଡିରେ ହାଜିରା । ସୋମବାର ଭାଇ ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା ଗାନ୍ଧି ଲକ୍ଷ୍ନୌରେ ରୋଡ ସୋ କରିଥିଲେ । ଆଉ ଇଡିରେ ହାଜର ହେବାକୁ ସଂଧ୍ୟାରେ ଜୟପୁରରେ ପହଂଚିଯାଇଥିଲେ ରବର୍ଟ ଭଡ୍ରା । ମଙ୍ଗଳବାର ଭଡ୍ରାଙ୍କ…

ଲୋକସଭାରେ ଉଠିଲା ବୈଜୟନ୍ତଙ୍କ ମନି ଲଣ୍ଡରିଂ ମାମଲା! ଭର୍ତ୍ତୃହରି ପଚାରିଲେ ୩ଟି ପ୍ରଶ୍ନ , କହିଲେ, କାହିଁକି…

କନକ ବ୍ୟୁରୋ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ଆଣି ଆଜି ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତୃହରି ମହତାବ । ଭର୍ତୃହରି ସଂସଦରେ ୩ଟି ପ୍ରଶ୍ନ ପଚାରି, କାହିଁକି ବୈଜୟନ୍ତଙ୍କ ବିରୋଧରେ ଅପରାଧିକ ଓ ମନି ଲଣ୍ଡରିଂ ମାମଲା କରାନଯିବ , ସେନେଇ…

ସାମ୍ନାକୁ ଆସିଲା ବିମୁଦ୍ରାୟନର ଆଉ ଏକ ବିଫଳତା ! କ୍ୟାସଲେସ୍ କାରବାର ମାନ୍ଦା, ବଢ଼ୁଛି ନଗଦ କାରବାର ।

କନକ ବ୍ୟୁରୋ : ବିଫଳ ହେଲା କି ବିମୁଦ୍ରାୟନ । ଏପ୍ରଶ୍ନ ଏଥିପାଇଁ ଉଠୁଛି ଯେ, ବିମୁଦ୍ରାୟନ ସମୟରେ ଯେଉଁ ସବୁ କାରଣ ଦେଖାଇ ନିଷ୍ପତିକୁ ସରକାର ଯୁକ୍ତିଯୁକ୍ତ ବୋଲି ଦାବି କରୁଥିଲେ, ଏବେ ତାହା ଫେଲ୍ ମାରିଛି । କ୍ୟାସଲେସ୍ କାରବାର କମିଛି ଏବଂ ନଗଦ କାରବାର ବଢିଛି । ବିମୁଦ୍ରାୟନ ଏବଂ ଜିଏସଟି…

ଘରୁ ତଡ଼ିଦେଲା ପୁଅ ! ୨୫ ବର୍ଷ ହେଲା କ୍ୟାବିନ୍ ଭିତରେ ଜୀବନ କାଟୁଛନ୍ତି ଦୃଷ୍ଟିହୀନ ବାପା-ମାଆ,ଦିନେ ଖାଇଲେ ଦିନେ ଉପାସ…

କନକ ବ୍ୟୁରୋ: ଦୀର୍ଘ ୨୫ ବର୍ଷ ହେଲା କ୍ୟାବିନରେ ବିତୁଛି ଜୀବନ । ନିଜ ଜନ୍ମ କଲା ପୁଅ ଥିଲେ ମଧ୍ୟ ବୃଦ୍ଧାବସ୍ଥାରେ ସାହାରା ଦେବା ପାଇଁ କେହି ନାହିଁ । ଭଲ ପାଇ ପୁଅ ବାହା ହେବା ପରେ ବୃଦ୍ଧ ବାପା ମାଆଙ୍କୁ ଅଦରକାରୀ କହି ଘରୁ ତଡି ଦେବା ପରେ ଏଭଳି ଅବସ୍ଥାରେ କଟକ ଜୋବ୍ରା ବ୍ୟାରେଜ କଲୋନୀରେ…

ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ! ଆଖି ଆଗରେ ମୃତ୍ୟୁର ବିଭୀଷିକା, ଜିଅନ୍ତା ଜଳିଗଲେ ମଣିଷ ।

କନକ ବ୍ୟୁରୋ : ଦିଲ୍ଲୀର ବ୍ୟସ୍ତ ବହୁଳ କରୋଲ ବାଗ ଅଂଚଳରେ ଥିବା ଅର୍ପିତ ପ୍ୟାଲେସ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୋର ୪ଟା ବେଳେ ହୋଟେଲରେ ନିଆଁ ଲାଗି ୧୭ଜଣଙ୍କର ମୃତ୍ୟୁ ହୋଇଛି  । କେହି କିଛି ବୁଝିବା ଆଗରୁ ନିଦରେ ହିଁ ଚାଲିଯାଇଛି ଅନେକ ଜୀବନ  । ହୋଟେଲର ସ୍ମୋକ ଆଲାର୍ମ କାମ…