Daily Archives

February 11, 2019

ସୁନ୍ଦରଗଡ଼ରେ ଟେଟେ ବନାମ ଯୋଗେଶ! ଭୁବନେଶ୍ୱରର ମନ ମିଶିଥିଲା, ସୁନ୍ଦରଗଡ଼ରେ ବୁଝିଲାନି ମନ ।୨୦୧୯ ପାଇଁ କିଏ ନେବ ଟିକେଟ?

କନକ ବ୍ୟୁରୋ : ସୁନ୍ଦରଗଡ ବିଜେଡିରେ କନ୍ଦଳ ଚର୍ଚା ଜୋର ଧରିଛି । ବିଜେଡିରେ ଯୋଗ ଦେବାପରେ ସୁନ୍ଦରଗଡରେ ଆୟୋଜିତ ଯୋଗେଶ ସିଂଙ୍କ ସ୍ୱାଗତ ଶୋଭାଯାତ୍ରାରେ ଯୋଗ ଦେଇନଥିଲେ ବରିଷ୍ଠ ନେତା ତଥା ୨୦୧୪ର ବିଜେଡି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ । ସମାନ ଢଙ୍ଗରେ ସ୍ୱତନ୍ତ୍ର ବିକାଶ ପରିଷଦର…

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବ ! ଓଡ଼ିଶାର ୫୦ ହଜାର ହିତାଧିକାରୀଙ୍କ ସହ ଭିଡ଼ିଓ କନଫରେସିଂ ଜରିଆରେ କଥା ହେଲେ ଦୁଇ…

କନକ ବ୍ୟୁରୋ: ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବର ତୃତୀୟ ସଂସ୍କରଣ ଅବସରରେ ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସି ଦ୍ୱାରା ୫୦ ହଜାରରୁ ଉଦ୍ଧ୍ୱର୍ ଲାଭାର୍ଥୀ ମହିଳାମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ଧର୍ମେନ୍ଦ୍ର ପ୍ରଧାନ । ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି…

ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ନବୀନଙ୍କ ‘ଫର୍ମୁଲା ୪୯’! ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ବିଜେଡି ସୁପ୍ରିମୋ ଖେଳିପାରନ୍ତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଅଙ୍କ କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । ବିଜେଡି ପୁଣିଥରେ ସରକାରକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଶାହାଙ୍କ ମିଶନ-୧୨୦ ରଣନୀତି ଉପରେ କାର୍ଯ୍ୟ କରୁଛି । ଆଉ କଂଗ୍ରେସ ଅଣ୍ଟା ସଳଖି ଛିଡା ହେବାକୁ ଜି ଜାନ୍ ଲଗାଇଦେଇଛି ।…

ଶୁଣୁନି ପ୍ରଶାସନ ! ଜଗତସିଂହପୁରରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

କନକ ବ୍ୟୁରୋ : ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ତଅଁରା ପଞ୍ଚାୟତରେ ଏହି ଯୋଜନାରୁ ବଂଚିତ ହୋଇଛନ୍ତିି ପ୍ରାୟ ୭୦ରୁ ଅଧିକ ଯୋଗ୍ୟ ହିତାଧିକାରୀ ।…

ମୋଦିଙ୍କୁ ନବୀନଙ୍କ ଚିଠି । ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ସ୍ୱାଗତ ! ଭୂମିହୀନ, ଭାଗଚାଷୀ ଓ ଶ୍ରମିକଙ୍କୁ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ମୋଦିଙ୍କୁ ନବୀନ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ ପରାମର୍ଶ ଦେଇଛନ୍ତି । ଏହି ଯୋଜନାରେ ଭୂମିହୀନ,…

ପ୍ରକାଶ ବେହେରାଙ୍କ ସାଲେପୁର ସଂକେତ! ହାତ ନୁହେଁ ଶଙ୍ଖ ସାଜିପାରେ ଟ୍ରମ୍ପକାର୍ଡ? 

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇସାରିଛି ମୈଦାନ । କେବଳ ଯୁଦ୍ଧର ବିଗୁଲ ବାଜିବାକୁ ଅପେକ୍ଷା । ଏପରିକି ଚଳିତ ଥର ରାଜ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆଉ ଏଭଳି ସମୟରେ ସାଲେପୁର ସୁରବୀର ତଥା କଂଗ୍ରେସ ବିଧାୟକ ପ୍ରକାଶ ବେହେରା…