Daily Archives

February 10, 2019

୧୫ ଥର ପରୀକ୍ଷା ଦେବା ପରେ ସଫଳ ହେଲେ । ବିଚାରପତି ବନିଲେ କୃଷକଙ୍କ ପୁଅ

ଗାଜିଆବାଦର ଜଣେ କୃଷକଙ୍କ ପୁଅ କଠିନ ପରିଶ୍ରମ ଓ ନିଜ ଉପରେ ଥିବା ଆତ୍ମବିଶ୍ୱାସ ହେତୁ ଏସଜେଏସ୍ ପରୀକ୍ଷା ପାସ୍ କରି ବିଚାରପତି ହୋଇପାରିଛନ୍ତି । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସୁନିଲ କୌଶିକ । ସାହିବାବାଦ ଗ୍ରାମରେ ରହୁଥିବା ୪୮ବର୍ଷୀୟ…

ଭୁବନେଶ୍ୱରରେ ହୋଇପାରେ ଆଇଏଏସ୍ ବନାମ ଆଇପିଏସ୍ ଲଢ଼େଇ? ବିଜେପିରୁ ଅପରାଜିତା ଓ ବିଜେଡିରୁ ଅରୂପଙ୍କ ନାଁ ଚର୍ଚ୍ଚାରେ ।

କନକ ବ୍ୟୁରୋ : ଭୁବନେଶ୍ୱରରେ ହେବ କି ଆଇଏଏସ୍ ବନାମ ଆଇପିଏସ ଲଢେଇ । ଏଭଳି ଏକ ରାଜନୈତିକ ସମ୍ଭାବନାକୁ ନେଇ ଚର୍ଚା ହେଉଛି । ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ୍ଅଫିସର ଅପରାଜିତା ଷଡଙ୍ଗୀ, ପୁରା ଦମରେ ବୁଲି ବୁଲି ପ୍ରଚାର କରୁଛନ୍ତି । ଆଉ ଏପଟେ ବିଜେଡି କାହାକୁ ମୈଦାନକୁ ଆଣିବ ତାହା…

ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ପୁଣି ବିଜେପି ନେତାଙ୍କ ବିବାଦୀୟ ବୟାନ । କହିଲେ,ଦିଲ୍ଲୀରେ ଥିଲେ ପିନ୍ଧନ୍ତି ଜିନ୍ସ,…

କନକ ବ୍ୟୁରୋ: ସକ୍ରିୟ ରାଜନୀତିକୁ ଆସିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିଜେପି ନେତାଙ୍କ ଆକ୍ଷେପ ଥମିବାର ନାଁ ନେଉନିି । ବିଜେପି ସାଂସଦ ହରିଶ ଦ୍ୱିବେଦୀ, ପ୍ରିୟଙ୍କାଙ୍କୁ ଆକ୍ଷେପ କରି କହିଛନ୍ତି, ପ୍ରିୟଙ୍କା, ଦିଲ୍ଲୀରେ ଜିନ୍ସ ଆଉ ଟପ୍ ପିନ୍ଧନ୍ତି ଏବଂ ନିର୍ବାଚନ ମଣ୍ଡଳୀକୁ ଆସିଲେ…

ଏମିତି ଡାକ୍ତରଙ୍କୁ ଦୁରୁଜୁହାର ! ଗୋଟିଏ ଗୋଡରେ ହୋଇଥିଲା ଘା, ଅନ୍ୟ ଗୋଡରେ କରିଦେଲେ ଅପରେସନ ।

କନକ ବ୍ୟୁରୋ : ଗୋଟିଏ ଗୋଡରେ ଘା, ଆଉ ଗୋଟିଏ ଗୋଡରେ ଅପରେସନ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝରରେ ଏଭଳି ଏକ ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି । ମୀତାରାଣୀ ଜେନା ନାମକ ଜଣେ ମହିଳା, ଗୋଡର ଘା ଅପରେସନ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ ।…

ଟଙ୍କା ଭର୍ତ୍ତି କଲେ ବାହାରୁଛି ପେଟ୍ରୋଲ ! ଚର୍ଚ୍ଚାରେ କେନ୍ଦୁଝରର ପେଟ୍ରୋଲ ଏଟିଏମ ମେସିନ୍ ।

କନକ ବ୍ୟୁରୋ: କୁହାଯାଏ-ସଂକଟ ହିଁ ସୁଯୋଗ ସୃଷ୍ଟି କରେ । ନୂଆ ସଂଭାବନା ଆଡକୁ ବାଟ ଦେଖାଏ । ଏହି କଥାକୁ ସତ କରିଛନ୍ତି କେନ୍ଦୁଝର ଜିଲ୍ଳା ବ୍ରାହ୍ମଣୀପାଳର ଜଣେ ଆଦିବାସୀ ଯୁବକ । ଯାହାଙ୍କର ନାଁ ହେଉଛି ଜିତେନ୍ଦ୍ର ହେମ୍ବ୍ରମ । କେବଳ ମାଟ୍ରିକ୍ ପାସ୍ କରିଥିବା ଏହି ଯୁବକ, ଉଦ୍ଭାବନ…

ଜାତୀୟ ପତାକାର ସମ୍ମାନ ରଖିଲେ ଧୋନି ! ତଳେ ପଡିବା ପୂର୍ବରୁ ତ୍ରିରଙ୍ଗାକୁ ଉଠାଇ ନେଲେ ଧୋନି, କ୍ୟାମେରାରେ କଏଦ ହେଲା…

କନକ ବ୍ୟୁରୋ : ହାମିଲଟନରେ ରୋମାଞ୍ଚକର ମ୍ୟାଚରେ ଭାରତ ୪ ରନରେ ପରାସ୍ତ ହେବା ସହ ସିରିଜ ହାତଛଡା କରିଛି । ଯାହା ଭାରତୀୟ ପ୍ରଂଶସକଙ୍କୁ କିଛି ମାତ୍ରାରେ ନିରାଶ କରିଛି । ତେବେ ଏହି ମ୍ୟାଚରେ ଧୋନି ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ସମସ୍ତଙ୍କର ମନ ଜିଣିଛନ୍ତି । ଦେଶର ଜାତୀୟ ପତାକାକୁ…