Daily Archives

February 8, 2019

କୈବଲ୍ୟଙ୍କ କରୁଣ କାହାଣୀ । କିଡନୀ ଫେଲ ହେବାରୁ ବିଛଣାରେ କଟୁଛି ଜୀବନ, ସିଲେଇ କରି ପରିବାର ପୋଷୁଛନ୍ତି ପତ୍ନୀ । 

କନକ ବ୍ୟୁରୋ: ବୋଝ ଉପରେ ନଳିତା ବିଡା ପରି ଆର୍ଥିକ ସମସ୍ୟା ଭିତରେ ମାଡିବସିଛି ରୋଗ ଦୁଃଖ  । ୨ଟି କିଡ଼ନୀ ଖରାପ ହେବାରୁ ଖଟରୁ ଉଠିପାରୁ ନାହାନ୍ତି କୈବଲ୍ୟ  । ୨ ମାସ ହେବ ବିଛଣାରେ ପଡ଼ିରହିଛନ୍ତି ଅନ୍ୟୟର ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ  । ପାଖରେ ଅର୍ଥ ଅଭାବ ଯୋଗୁଁ ଚିକିତ୍ସା…

ଜୀବନ ନେଲା ବିଷାକ୍ତ ମଦ ! ୟୁପି, ବିହାର ଓ ଉତ୍ତରାଖଣ୍ଡରେ ଅପମିଶ୍ରିତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ପୁଣି ଜୀବନ ନେଲା ବିଷାକ୍ତ ମଦ । ବିହାର, ୟୁପି ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୨୮ଜଣଲୋକ ପ୍ରାଣ ହରାଇଛନ୍ତି । ୟୁପିର କୁଶିନଗରରେ ସବୁଠାରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ୟୁପି ସହାରନପୁର ଜିଲ୍ଲାର ଦେବବନ୍ଧ ଅଂଚଳରେ ୫ଜଣ ପ୍ରାଣ ହରାଇଛନ୍ତି ।…

ପ୍ରେମ ଆଗରେ ବୟସ ସାନ ! ୫୦ ତମ ବିବାହ ବାର୍ଷିକୀରେ ଧୁମ୍ ନାଚିଲେ ଏହି ବୃଦ୍ଧ ଶିଖ୍ ଦମ୍ପତୀ , ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ କୌଣସି ଭିଡିଓ ଭାଇରାଲ ହେବା ଘଟଣା ନୂଆ ନୁହେଁ । ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବାର ଦେଖା ଯାଇଥାଏ । କିନ୍ତୁ ଏବେ ଯେଉଁ ବୃଦ୍ଧ ଶିଖ୍ ଦମ୍ପତିଙ୍କ ନାଚିବାର ଭିଡିଓ ଭାଇରାଲ ହେଉଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏ ବୟସରେ ମଧ୍ୟ ଜୀବନକୁ କେମିତି…

ପୁଣିଥରେ ରାମ ଅବତାରରେ ରାହୁଲ ଗାନ୍ଧୀ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣ ଭାବେ ଚିତ୍ରଣ

କନକ ବ୍ୟୁରୋ : ପୁଣିଥରେ ରାମ ଅବତାରରେ ରାହୁଲ ଗାନ୍ଧୀ । ପାଟନାପରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କଂଗ୍ରେସ ଅଧ୍ୟକ୍ଷଙ୍କ ରାମରୂପୀ ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାବଣ ଭାବେ ଚିତ୍ରଣ କରାଯାଇଛି । ରାହୁଲ୍ ଗାନ୍ଧୀ ରାମ ମନ୍ଦିର ନିର୍ମାଣ…

ବିଏସପି ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା : ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି…

ବିଏସପି ସୁପ୍ରିମୋ ମାୟାବତୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ମାୟାବତୀଙ୍କୁ ସମାଲୋଚନା କରିଛନ୍ତି । ନିଜ ପ୍ରତିମୂର୍ତ୍ତି ଓ ହାତୀ ପ୍ରତିମୂର୍ତ୍ତି ତିଆରିରେ ଯେତିକି ଜନତାଙ୍କ ଅର୍ଥ ଖର୍ଚ୍ଚ କରିଛନ୍ତି ସେସବୁକୁ ଫେରସ୍ତ କରିବା ଦରକାର ବୋଲି…

ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା ! ମଧ୍ୟରାତ୍ରୀ ଭିତରେ ୮ଟି ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରିକଲା…

କନକ ବ୍ୟୁରୋ: ୮ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୮ଟାରୁ ୧୧ଟା ୪୫ ମିନିଟ୍ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଗଞ୍ଜାମ,…