ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ! ଏୟାର୍ ଇଣ୍ଡିଆ ୱାନକୁ ମିଳିବ…
କନକ ବ୍ୟୁରୋ : ଭାରତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ଦେବାକୁ ରାଜି ହୋଇଛି ଆମେରିକା । ଏହି ମିସାଇଲ୍ ସିଷ୍ଟମ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବ୍ୟବହାର କରୁଥିବା ଏୟାର୍ ଇଣ୍ଡିଆ ୱାନ୍ ବିମାନରେ ଲଗାଯିବ । ଏଥିପାଇଁ ଭାରତକୁ ୨ଟି…