Daily Archives

February 4, 2019

କୁମ୍ଭମେଳାରେ ସାଧୁ ବନିଲେ ଇଞ୍ଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ ! ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୧୦ ହଜାର…

କନକ ବ୍ୟୁରୋ : ଚଳିତ ବର୍ଷ କୁମ୍ଭମେଳାରେ ୧୦ ହଜାରରୁ ଅଧିକ ଯୁବପିଢ଼ୀ ନାଗା ସାଧୁର ଦୀକ୍ଷା ନେଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ୀ ଇଂଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ । ଉଚ୍ଚଶିକ୍ଷିତ ଓ ଉଚ୍ଚବେତନ ପାଇଁ ସମାଜରେ ପ୍ରତିଷ୍ଠା ଲାଭ କରିବା ପରେ ମଧ୍ୟ ସବୁ କିଛିିକୁ ଛାଡ଼ି ସାଧୁ…

ନବ ଦାସଙ୍କ ଷ୍ଟାଇଲରେ ବିଜେଡିରେ ମିଶିବେନି ଯୋଗେଶ ସିଂ ! ସୁନ୍ଦରଗଡ ବଦଳରେ ଭୁବନେଶ୍ୱରରେ ଫୁଙ୍କିବେ ଶଙ୍ଖ, ଜାଣନ୍ତୁ…

କନକ ବ୍ୟୁରୋ : ଆସନ୍ତା ୬ରେ ବିଜେଡିରେ ଯୋଗ ଦେବେ ପୂର୍ବତନ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ । ସଜ ସଜ କଂଗ୍ରେସ ଛାଡିଥିବା ଯୋଗେଶ ୬ ତାରିଖରେ ସବୁଜ ଶିବିରରେ ଏଣ୍ଟ୍ରି କରିବେ । ତେବେ ଯୋଗେଶ ସୁନ୍ଦରଗଡରେ ନୁହେଁ ବରଂ ଭୁବନେଶ୍ୱରରେ ଶଙ୍ଖ ଫୁଙ୍କିବେ ବୋଲି ଜଣା ପଡିଛି । ଏଥିପାଇଁ ସମସ୍ତ…

ସୁପ୍ରିମକୋର୍ଟରେ ପହଁଞ୍ଚିଲା କୋଲକାତା ସଂକଟ । ଆସନ୍ତାକାଲି ପଶ୍ଚିମବଙ୍ଗ ସରକାର ଓ ସିବିଆଇ ପାଇଁ ଅଗ୍ନିପରୀକ୍ଷା

କନକ ବ୍ୟୁରୋ: ସିବିଆଇ ଓ ରାଜ୍ୟ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ କୋଲକାତାର ଏହି ସଂକଟ ଏବେ ପହଁଚିଛି ସୁପ୍ରିମକୋର୍ଟରେ । ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସଲିସିଟର ଜେନେରାଲ । ସେ ଯୁକ୍ତି ବାଢ଼ିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଥିବା ବେଳେ…

କୋଲକାତାର କଳି ସଂସଦରେ ଗର୍ଜନ ! ରାଜ୍ୟ ରାଜନୀତିରେ କେଉଁ ନେତା କହିଲେ କ’ଣ ?

କନକ ବ୍ୟୁରୋ: ବଢ଼ିଲା ସିବିଆଇ ବନାମ ପୋଲିସ ବିବାଦ । ଏନେଇ ପଶ୍ଚିମବଙ୍ଗରୁ ଦିଲ୍ଲୀ ଓ ରାଜ୍ୟ ରାଜନୀତିରେ ଉଷ୍ମତା ଆଣିଛି । ଗତକାଲି କୋଲକାତା ପୁଲିସ କମିଶନରଙ୍କ ଘରେ ସିବିଆଇ ପସିବା ଘଟଣା ପରେ ଉଠିଥିବା ଝଡ଼କୁ ନେଇ ରାଜ୍ୟ ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସାଂସଦ ଭର୍ତ୍ତୃହରି…

ପଶ୍ଚିମବଙ୍ଗ ତ କିଛି ନୁହେଁ । ଲାଲୁଙ୍କୁ ଗିରଫ ପାଇଁ ଝାଳ ବୁହାଇଥିଲା ସିବିଆଇ । ଶେଷରେ ସହାୟତା କରିଥିଲା ସେନା

କନକ ବ୍ୟୁରୋ: ମମତାଙ୍କ ଗଡ ପଶ୍ଚିମବଙ୍ଗରେ ଏବେ ଚାଲିଛି ପଲଟିକାଲ ହାଇଡ୍ରାମା । ଗତକାଲି ରାତିରେ ୫ ଜଣ ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି କୋଲକାତା ପୁଲିସ । କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ହେଲେ କୋଲକାତା ପୁଲିସ…

କ୍ରିକେଟ୍ ଜଗତରେ ୨୦୦ ବର୍ଷରେ ଦୁଇଟି ବିରଳ ଘଟଣା ! ଗୋଟିଏ ମ୍ୟାଚରେ ଏହି ଖେଳାଳୀ ମାରିଲେ ଦୁଇଟି ଦ୍ୱିଶତକ ।

ଗୋଟିଏ ମ୍ୟାଚରେ ଜଣେ ଖେଳାଳୀ ମାରିଲେ ଦୁଇଟି ଦ୍ୱିଶତକ । ପ୍ରଥମ ଶ୍ରେଣୀ କ୍ରିକେଟରେ ହୋଇଥିବା ଏଭଳି କୀର୍ତ୍ତିମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପାଖାପାଖି ୨୦୦ ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ ଇତିହାସରେ ଏଭଳି କୀର୍ତ୍ତିମାନ ଏପର୍ଯ୍ୟନ୍ତ ମାତ୍ର ଦୁଇଥର ହୋଇଛି । ୮୧ ବର୍ଷ ପୂର୍ବେ…