Daily Archives

February 3, 2019

କୋଲକାତାରୁ ଦିଲ୍ଲୀ, ବଢିଲା ତାତି ! ମମତାଙ୍କୁ ସମର୍ଥନ କଲେ କେଜ୍ରିୱାଲ, ସେପଟେ ମୁକୁଳିଲେ ଅଟକ ଥିବା ୫ ସିବିଆଇ ଅଫିସର…

କନକ ବ୍ୟୁରୋ : କୋଲକାତାରେ ସିବିଆଇ-ପୋଲିସ ମୁହାଁମୁହିଁ ଘଟଣା । ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସେପଟେ ମମତାଙ୍କୁ ସମର୍ଥନ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି, ମୋଦି-ଶାହା ଯୋଡି ଦେଶ…

ଟିକେଟ୍ ବଣ୍ଟନ ନେଇ ଶାହାଙ୍କ ନୂଆ ଫର୍ମୁଲା ! ୭୫ରୁ ଉଦ୍ଧ୍ୱର୍ ବୟସର ନେତାଙ୍କୁ ମିଳିବନି ଟିକେଟ୍, ଚଳିତ ମାସ ଶେଷ…

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ବିଜେପିର ନୂଆ ରୁଲ । ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ବଡ଼ ଘୋଷଣା କରି ଦଳର ବରିଷ୍ଠ ନେତାଙ୍କ ପାଇଁ ଟାଣିଛନ୍ତି ଲକ୍ଷ୍ମଣରେଖା । ବିଜେପି ଚାଣକ୍ୟଙ୍କ କହିବା ମୁତାବକ ଦଳର ୭୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନେତାଙ୍କୁ…

ପୋଲିସ-ସିବିଆଇ ବିବାଦ ! ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଲେ ମମତା, ସେପଟେ ସିବିଆଇ ଅଫିସ ସୁରକ୍ଷାରେ ସିଆରପିଏଫ ।  

କନକ ବ୍ୟୁରୋ : ମମତାଙ୍କ ଗଡରେ ହାଇଡ୍ରାମା । ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ସମ୍ବିଧାନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ମମତା ବାନାର୍ଜି । ସେପଟେ ସିବିଆଇ ଅଫିସରେ ପହଞ୍ଚିଛନ୍ତି ସିଆରପିଏଫ ଯବାନ । ସିବିଆଇ ଓ ପଶ୍ଚିମବଙ୍ଗ ପୋଲିସ…

ଚାଷୀଙ୍କ ପାଇଁ ଟଙ୍କା, ଚାଷୀ ପୁଅଙ୍କ ପାଇଁ ବୃତି ! ‘କାଳିଆ’ ପରେ କାଳିଆ ଛାତ୍ର ବୃତ୍ତି ଯୋଜନା, ଚାଷୀ ପିଲାଙ୍କ…

କନକ ବ୍ୟୁରୋ : କାଳିଆ ଯୋଜନା ପରେ କାଳିଆ ଛାତ୍ର ବୃତ୍ତି ଯୋଜନା । କାଳିଆ ଯୋଜନା ପାଉଥିବା ଚାଷୀଙ୍କ ପିଲାମାନଙ୍କ ପାଇଁ ଏହି ଯୋଜନା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ଅନୁଯାୟୀ, ସେମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଜି କେନ୍ଦୁଝରରେ ଆୟୋଜିତ ଚାଷୀ…

ନବ ଗଲେ, ଯୋଗେଶ ବି ଗଲେ ! ସ୍ଥିତି ସୁଧାରିପାରିବେ କି ରାହୁଲ ?

କନକ ବ୍ୟୁରୋ: ନିର୍ବାଚନକୁ ଆଉମାତ୍ର କେଇ ମାସ ବାକିଥିବାବେଳେ ପୂର୍ବ ଭାରତକୁ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ତେଣୁ ଓଡ଼ିଶା ଉପରେ ଫୋକସ କରିଛନ୍ତି ଜାତୀୟ ରାଜନୀତିର ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ । ଯେଉଁଥି ପାଇଁ କେତେବେଳେ ପ୍ରଧାନମନ୍ତ୍ରୀ…