ବରଫ ପାଲଟିଲା ନଦୀର ଜଳ ! ଆମେରିକାରେ ରେକର୍ଡ ଭାଙ୍ଗିଲା ଶୀତ, ମାଇନସ୍ ୨୭ ଡିଗ୍ରୀକୁ ଖସିଲା ସିକାଗୋ ତାପମାତ୍ରା,…
କନକ ବ୍ୟୁରୋ : ଆମେରିକାରେ ରେକର୍ଡ ଭାଙ୍ଗିଲା ବରଫପାତ । ଆମେରିକାର ଅଧିକାଂଶ ରାଜ୍ୟରେ ବରଫପାତ ଜାରି ଥିବାବେଳେ ତାପମାତ୍ରା ତଳକୁ ଖସିବାରେ ଲାଗିଛି । ବରଫପାତର ପ୍ରଭାବ ସାଧାରଣ ଜନଜୀବନ ଉପରେ ପଡ଼ିଛି । କିଛି ସ୍ଥାନରେ ବିମାନ ଓ ରେଳ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ଏପରିକି ଶୀତ ଯୋଗୁ…