Daily Archives

January 31, 2019

ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ସମନ ପାଇଲେ ବିଜେପି ନେତା ! ସ୍ପେଶାଲ ମେସେଞ୍ଜରଙ୍କ ଜରିଆରେ ସମନ ପହଞ୍ଚାଇଲା…

କନକ ବ୍ୟୁରୋ : ସମନ ପାଇଲେ ବିଜେପି ନେତା । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପିର ଦୁଇ ନେତାଙ୍କ ପାଖରେ ସମନ ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ବିଜେପିର ଦୁଇ ନେତା ଭୃଗୃ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କ ନିକଟରେ ପହଞ୍ଚିଛି ଛତ୍ରପୁର ପୋଲିସର ସମନ ।  ଓଡିଶା ପୋଲିସର ସ୍ପେଶାଲ…

କୂଳ ଲଂଘୁଛି ବୈତରଣୀ, ଦୁର୍ବଳ ହେଉଛି ନଦୀ ବନ୍ଧ ! ଆଶା ଆଶଙ୍କାରେ ରାତି କାଟୁଛନ୍ତି ୪ଟି ଗାଁର ଲୋକ,  ନିମ୍ନମାନର ପଥର…

କନକ ବ୍ୟୁରୋ : କୂଳ ଲଂଘୁଛି ବୈତରଣୀ, ଦୁର୍ବଳ ହେଉଛି ନଦୀ ବନ୍ଧ । ଆଉ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ରାତି କାଟୁଛନ୍ତି ୪ଟି ଗାଁର ଲୋକ । ଦୁର୍ବଳ ନଦୀ ବନ୍ଧକୁ ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ମରାମତି କାମ ଆରମ୍ଭ କରିଛି ରାଜକନିକା ପ୍ରଶାସନ । ପଥର ପ୍ୟାକିଙ୍ଗ କାମ ଚାଲିଥିବା…

ସଫଳ ପଂଚାୟତକୁ ଶ୍ରେଷ୍ଠ ସମ୍ମାନ ! ସରକାରୀ ଯୋଜନାର ସଫଳ ରୂପାୟନ କରି ପୁରସ୍କୃତ ହେଲା ଜଗତସିଂହପୁର ରମ୍ଭାଦେଇପୁର…

କନକ ବ୍ୟୁରୋ : ରାଜ୍ୟ ସରକରଙ୍କ ସମସ୍ତ ଯୋଜନାର ସଫଳ ରୁପାୟନ କରିଥିବା ପଂଚାୟତ ହୋଇଛି ପୁରସ୍କୃତ । ଆମ ଗାଁ ଆମ ବିକାଶ ଓ ପିଠା କାର୍ଯ୍ୟକ୍ରମରେ ସଫଳତା ପାଇଁ ଜଗତସିଂହପୁର ସଦର ବ୍ଲକ ରମ୍ଭାଦେଇପୁର ଗ୍ରାମ ପଂଚାୟତ ରାଜ୍ୟ ସରକାରଙ୍କ ଠାରୁ ୫ଲକ୍ଷ ଟଙ୍କା ପୁରସ୍କାର ପାଇଛି । ଏହି ପୁରସ୍କାର…

ବେକାରି ସଂଖ୍ୟା ବୃଦ୍ଧି ନେଇ ୪୫ ବର୍ଷର ରେକର୍ଡ଼ ଭାଙ୍ଗିଲେ ମୋଦି ସରକାର । ରାହୁଲ କଲେ ସମାଲୋଚନା ।

କନକ ବ୍ୟୁରୋ: ମୋଦି ସରକାରଙ୍କ ବଜେଟ ପୂର୍ବରୁ ଦେଶରେ ବେକାରି ସଂଖ୍ୟା ବୃଦ୍ଧି ହୋଇଥିବା ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହି ପ୍ରସଙ୍ଗରେ ମୋଦିଙ୍କୁ ନିଶାନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ଯେ, ନିଯୁକ୍ତି କ୍ଷେତ୍ରରେ କ୍ଷମତାକୁ ଆସିବା ପୂର୍ବରୁ…

ରାମଗଡ ଉପନିର୍ବାଚନରେ ବିଜୟ ସହ ରାଜସ୍ଥାନରେ ଶତକ ମାରିଲା କଂଗ୍ରେସ ।

ଉପନିର୍ବାଚନରେ ଦମ ଦେଖାଇଲା କଂଗ୍ରେସ । ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ…

କ୍ୟାନସର ରୋଗୀଙ୍କ ପାଇଁ ବଡ ଖବର ! ଇସ୍ରାଏଲ ବୈଜ୍ଞାନିକଙ୍କ ଦାବି, ଗୋଟିଏ ବର୍ଷ ମଧ୍ୟରେ ମାରାତ୍ମକ କ୍ୟାନସର ରୋଗକୁ…

କ୍ୟାସନର ରୋଗୀଙ୍କ ପାଇଁ ବଡ ଖବର । କ୍ୟାନସରକୁ ଭଲ କରିବା ପାଇଁ ସେମିତି କୌଣସି ଔଷଧ ବାହାରି ନଥିବା ବେଳେ ଏବେ ଏହି ରୋଗରେ ପୀଡିତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଆଉ ଏସବୁ ଭିତରେ ଇସ୍ରାଏଲ ଫାର୍ମା କମ୍ପାନି ଦାବି କରିଛି, ଆଗାମୀ ଏକ ବର୍ଷ ମଧ୍ୟରେ କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା…