Daily Archives

January 31, 2019

ଓଡ଼ିଶା ଆସି ବର୍ଷିଲେ କେଜ୍ରିୱାଲ୍ ! କହିଲେ, ରାଜ୍ୟରେ ଚାଲିଛି ବିଜେପି-ବିଜେଡି-କଂଗ୍ରେସର ମେଣ୍ଟ ସରକାର ।

କନକ ବ୍ୟୁରୋ: ଓଡ଼ିଶା ଆସିଲେ ଉଭୟ ବିଜେପି,ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ବିଜେପି,ବିଜେଡ଼ି ଓ କଂଗ୍ରେସକୁ ନିଶାନା କରିଛନ୍ତି  କେଜ୍ରିୱାଲ ।…

ଆଇସିସି ସିଇଓଙ୍କ ବଡ ବୟାନ୍ ! କହିଲେ ୨୦୧୯ କ୍ରିକେଟ୍ ବିଶ୍ୱକପ୍ ବିଜେତା ପାଇଁ ଦାବେଦାର ଟିମ୍ ଇଣ୍ଡିଆ ।

କ୍ରିକେଟ୍ ଜଗତର ବଡ ଟୁର୍ଣ୍ଣାମେଣ୍ଟ ତଥା ୨୦୧୯ ବିଶ୍ୱକପ ପାଇଁ ସମସ୍ତ ଦେଶ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚଳିତବର୍ଷ ଇଂଲଣ୍ଡଠାରେ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ସିଇଓ ଡେବ୍ ରିଚାର୍ଡସନ ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି, ଚଳିତଥର ୨୦୧୯…

ନିର୍ବାଚନ ପୂର୍ବରୁ ମୋଦିଙ୍କ ପାଇଁ ଶେଷ ସୁଯୋଗ ! ଆସନ୍ତାକାଲି ଅନ୍ତରୀଣ ବଜେଟରେ କାହାର ହୃଦୟ ଜିଣିବେ ମୋଦି ସରକାର ।

କନକ ବ୍ୟୁରୋ: ଆସନ୍ତାକାଲି ଲୋକସଭାରେ ଉପସ୍ଥାପନ ହେବ ମୋଦି ସରକାରଙ୍କ ଶେଷ ବା ଅନ୍ତରୀଣ ବଜେଟ୍ ୨୦୧୯ । ନିର୍ବାଚନ ପୂର୍ବରୁ ଏହି ଶେଷ ବଜେଟ୍ ମୋଦି ସରକାରଙ୍କ ପାଇଁ ସଞ୍ଜୀବନୀ ପାଲଟିବ କି ବିଷ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅସନ୍ତାକାଲି ମୋଦି ସରକାରଙ୍କ ଆଣିବାକୁ ଥିବା ବଜେଟରେ…

ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀଙ୍କ ନୂଆ ଫର୍ମୁଲା! ସର୍ଟଲେସ ହୋଇ ବିକୁଛନ୍ତି ଚିକେନ୍, ସେଲସମ୍ୟାନଙ୍କ ସିକ୍ସ…

ନିଜର ବିଜନେସକୁ ଆଗକୁ ନେବାକୁ କିଏ କେତେ କୌଶଳ ଆପଣାଏ । କେମିତି ଜମିବ ଗ୍ରାହକଙ୍କ ଭିଡ ଆଉ ବେପାର ବି ଜମିବ । ହେଲେ ଦିଲ୍ଲୀରେ ଏବେ ଜଣେ ଯୁବକ ଏକ ଅଭିନବ ଉପାୟ ଆପଣେଇଛନ୍ତି ନିଜର ଚିକେନ ବ୍ୟବସାୟ ବଢାଇବା ପାଇଁ । ସାର୍ଟଲେସ ହୋଇ ବିକୁଛନ୍ତି ଚିକେନ୍ । ନିଜର ସିକ୍ସ ପ୍ୟାକ ଆବସରେ ଆକର୍ଷିତ…

ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇଥାଏ ଅଧିକ ହୃଦଘାତ ! ଜାଣନ୍ତୁ ତାଲିକାରେ କେଉଁ ବ୍ଲଡଗ୍ରୁପ୍ ରହିଛି ସାମିଲ ।

ଆଜିକାଲି ଅନେକ ଲୋକ ହୃଦରୋଗର ନାଆଁ ଶୁଣିଲେ ଭୟଭୀତ ହୁଅନ୍ତି। ସମସ୍ତେ ଭାବନ୍ତି ଯେ କେବଳ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁଁ ହୃଦଘାତର ଆଶଙ୍କା ଥାଏ । ହେଲେ ଆପଣ କ’ଣ ଜାଣନ୍ତି କି ବ୍ଲଡଗ୍ରୁପ୍ ବି ହୃଦଘାତର ଅନ୍ୟତମ କାରଣ । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡଗ୍ରୁପର ଲୋକ ହୃଦଘାତର…

ପାଦରେ ଚାଲି ଚାଲି ନଈ ପାରି ହେଲେ ପୋଲିସ ବାହିନୀ ଓ ଜିଲ୍ଲା ପ୍ରଶାସନ ! ନକ୍ସଲଗଡରେ ଉଡାଇଲେ ତ୍ରିରଙ୍ଗା । 

ଛତିଶଗଡର ନକ୍ସଲ ପ୍ରଭାବିତ କିଛି ଅଞ୍ଚଳରେ ଚଳିତଥର ଗଣତନ୍ତ୍ର ଦିବସ ନିଆରା ଅନ୍ଦାଜରେ ପାଳନ କରାଯାଇଛି । ଏଠାରେ ପୋଲିସ ଯବାନମାନେ ନକ୍ସଲ ଅଞ୍ଚଳରେ ତ୍ରିରଙ୍ଗା ଉଡାଇବା ସହ ନକ୍ସଲ ମାନଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି । ଏହା ସହ ସ୍ଥାନୀୟ ଲୋକମାନଙ୍କୁ ସନ୍ଦେଶ ମଧ୍ୟ ଦିଆଯାଇଛି ଯେ,…