Daily Archives

January 31, 2019

ଟାଇମ୍ସ ନାଓ ପୋଲରେ ବହୁମତଠୁ ଦୂରରେ ଏନଡିଏ । କିଏ ଜିତିବ ୨୦୧୯ ନିର୍ବାଚନ ? କିଙ୍ଗମେକର୍ ସାଜିବେ ଆଂଚଳିକ ଦଳ । 

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ବହୁମତଠାରୁ ଅଳ୍ପ ଦୂରରେ ରହିବ ଏନଡିଏ ତେବେ ସରକାର ଗଢ଼ିପାରିବନି କଂଗ୍ରେସ  । ଟାଇମ୍ସ ନାଓ ଓ ଭିଏମଆର ପକ୍ଷରୁ କରାଯାଇଥିବା ସର୍ଭେ ପୋଲରେ କିଛି ଏଭଳି ପୂର୍ବାନୁମାନ କରାଯାଇଛି  । ରିପୋର୍ଟ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୫୨ଟି ଆସନ…

କେଉଁଠି କଣ କହୁଛନ୍ତି ବୁଝି ପାରୁନାହାନ୍ତି କେଜ୍ରିୱାଲ? କେତେବେଳେ କଂଗ୍ରେସ ସହ ମେଣ୍ଟ କରୁଛନ୍ତି ତ  ପୁଣି କେତେବେଳେ…

କନକ ବ୍ୟୁରୋ :  ବଢି ଚାଲିଛି କେଜ୍ରିୱାଲଙ୍କ କନଫ୍ୟୁଜନ । ବହୁରୂପୀ ଏଣ୍ଡୁଅ ଭଳି ପ୍ରତିଦିନ ରଙ୍ଗ ବଦଳାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସ୍ଥାନ ବଦଳିବା ସହ କେଜ୍ରିୱାଲଙ୍କ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳୁଛି । କେଉଁଠି କଂଗ୍ରେସକୁ ଗାଳି…

ଏଭଳି ଆଇଏଏସ ଅଫିସରଙ୍କୁ ଶହେ ସଲାମ ! ମାତ୍ର ୬ ମାସରେ ସଫା କଲେ ୧୩ ଲକ୍ଷ ଟନ୍ ଅଳିଆ ଆବର୍ଜନା, ସ୍ୱଚ୍ଛତାରେ ମିଳିଲା…

ସ୍ୱଚ୍ଛତାକୁ ନେଇ କେନ୍ଦ୍ର ସରକାର ଅନେକ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ତେବେ ସ୍ୱଚ୍ଛତା କ୍ଷେତ୍ରରେ ଇନ୍ଦୋରକୁ ୨୦୧୮ରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସବୁଠାରୁ ସ୍ୱଚ୍ଛ ସହରର ଆୱାର୍ଡ ଦିଆଯାଇଛି । ସ୍ୱଚ୍ଛତା କ୍ଷେତ୍ରରେ ଇନ୍ଦୋରର ଜନସାଧାରଣମାନେ ସବୁଠାରୁ ଆଗରେ…

କାଲି ମୋଦି ସରକାରଙ୍କ ଶେଷ ବଜେଟ୍ ! ନିର୍ବାଚନ ବର୍ଷରେ ଲୋକଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ ଘୋଷଣା, ନିଯୁକ୍ତି ଓ…

କନକ ବ୍ୟୁରୋ : କାଲି ଆସିବ ମୋଦୀ ସରକାରଙ୍କ ଶେଷ ବଜେଟ୍ । କାମଚଳା ବଜେଟ୍ ହୋଇଥିଲେ ବି ନିର୍ବାଚନ ବର୍ଷ ହୋଇଥିବାରୁ ଏ ନେଇ ଦେଶବାସୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କାରଣ ଲୋକଙ୍କୁ ଖୁସି କରିବା ପାଇଁ ବଜେଟରେ ବ୍ୟବସ୍ଥା ହେବା ଆଶା କରାଯାଉଛି । କୁହାଯାଉଛି ମୋଦୀ ସରକାରଙ୍କ ପାଇଁ ବଡ଼…

ରାଜସ୍ଥାନରେ ବେକାରୀଙ୍କୁ ମିଳିବ ମାସିକ ଭତ୍ତା । କଂଗ୍ରେସର ନିଷ୍ପତି ବେକାରୀଙ୍କ ବ୍ୟାଙ୍କ ଖାତାକୁ ସିଧା ଆସିବ ୩.୫୦୦…

କନକ ବ୍ୟୁରୋ: ବେକାରୀ ସମସ୍ୟା ନେଇ ରାଜନୀତି ସରଗରମ ଥିବାବେଳେ ରାଜସ୍ଥାନ ସରକାର କରିଛନ୍ତି ବଡ ଘୋଷଣା । ରାଜସ୍ଥାନରେ କଂଗ୍ରେସ ସରକାର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ମାସିକ  ତିନି ହଜାର ପାଂଚ ଶହ ଟଙ୍କା ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ଟଙ୍କା ବେକାର ଯୁବକ…

ଚକମା ଖାଇବ ଚୀନ୍, ଖୋଜି ପାଇବନି ପାକିସ୍ତାନ! ମଝି ଆକାଶରେ ଅଦୃଶ୍ୟ ହୋଇଯିବ ଭାରତର ଯୁଦ୍ଧ ବିମାନ, ଧରିପାରିବନି ଚୀନ ଓ…

ଚୀନ ଓ ପାକିସ୍ତାନ ପାଇଁ ସର୍ତକ ଘଣ୍ଟି । ଏଣିକି ଆକାଶପଥରୁ ଭାରତ ଅନ୍ଧାଧୁନ ଗୁଳିବର୍ଷଣ କଲେ ମଧ୍ୟ ଜାଣିପାରିବେନି ଚୀନ୍ ଓ ପାକିସ୍ତାନ । ଏଭଳି ଏକ ବହ୍ମାସ୍ତ୍ର ନିର୍ମାଣ କରୁଛି ଭାରତ । ଆଇଆଇଟି କାନପୁରର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗ ଷ୍ଟେଲଥ ଜ୍ଞାନକୌଶଳ ଯୁକ୍ତ ଏକ ବିଶେଷ ବିମାନର…