Daily Archives

January 30, 2019

ଡକାୟତି ଘଟଣାକୁ ଭୁଲିପାରୁନି ୭ ବର୍ଷର ପୁଅ ଆର୍ଯ୍ୟନ୍ ! ଲୁଟର ୮ଦିନ ପରେ ବି ରେମୁଣା ସୁଧରୁନି ସୁଶାନ୍ତ ମହାରଣାଙ୍କ…

କନକ ବ୍ୟୁରୋ : ବାଲେଶ୍ୱର ରେମୁଣା ଦୁର୍ଗାଦେବୀ ନକଟରେ ହୋଇଥିବା ଲୁଟ ଘଟଣା ପରେ ଏବେ ସୁଶାନ୍ତ ମଣିଙ୍କ ପରିବାର ଭୟଭୀତ ଅବସ୍ଥାରେ । ୭ ବର୍ଷର ପୁଅ ଆର୍ଯ୍ୟନ ଚୋରି ଘଟଣା ପରେ ଏବେ ପ୍ରାୟ ଚୁପଚାପ ହୋଇଯାଇଛି । ସଂନ୍ଧ୍ୟା ହେଲେ ମା କୋଳ ଛାଡୁନି ଆର୍ଯ୍ୟନ । ପୁଅର ଏଭଳି ଅବସ୍ଥା ଦେଖି ବାପା…

କିଏ ହାତେଇବ ଆଦିବାସୀ ଭୋଟ୍ ? ବିଜେପିର ପୁରୀ ରାଷ୍ଟ୍ରୀୟ ସମାବେଶ ରଣନୀତିକୁ ପ୍ରତିହତ ପାଇଁ ତୟାର ବିଜେଡି କ୍ୟାମ୍ପ ।

କନକ ବ୍ୟୁରୋ: ବିଜେପି ଖେଳିବ ଆଦିବାସୀ କାର୍ଡ଼ । ଆସନ୍ତା ୧ ତାରିଖ ଠାରୁ ତିନିଦିନିଆ ଆଦିବାସୀ ମୋର୍ଚ୍ଚାର ମହାଧିବେଶନ ଆୟୋଜିତ କରିବ ବିଜେପି । ପୁରୀ ତାଳବଣିଆ ଠାରେ ହେବାକୁଥିବା ଏହି ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ…

ବଣ୍ଡାଘାଟିର ବିକଳ ଚିତ୍ର ! ପହଞ୍ଚିପାରୁନି ଆମ୍ବୁଲାନ୍ସ,ପ୍ରତିଦିନ ଭାରରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ ମହିଳା

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ପ୍ରତିଦିନ ଭାରରେ ବୁହା ହୋଉଛନ୍ତି ରୋଗୀ ଓ ଗର୍ଭବତୀ ମହିଳା । ବଣ୍ଡାଘାଟିରେ ଆଦିମ ବଣ୍ଡା ଜନଜାତିର ୩୦ହଜାର ଲୋକ ବସବାସ କରୁଥିଲେ ହେଁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଆଜି ବି ସେମାନଙ୍କ ପାଇଁ ସାତସପନ । ସ୍ୱାସ୍ଥ୍ୟସେବା ପାଇଁ ନଇ, ନାଳ,…

ସୁନ୍ଦରଗଡ କୋଇଡ଼ା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ ! ୭ ଜଣଙ୍କୁ ଗିରଫ କଲା ପୁଲିସ, ସତ ମାନିଲା ଅଭିଯୁକ୍ତ

କନକ ବ୍ୟୁରୋ : ସୁନ୍ଦରଗଡ ବଣେଇ ଉପଖଣ୍ଡ କୋଇଡାରେ ଡାହାଣୀ ସନ୍ଦେହରେ ମା ସହ ୪ ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡେବେରା ମୁଣ୍ଡା ସମେତ ୭ ଜଣଙ୍କୁ କୋଇଡା ପୁଲିସ ଗିରଫ କରିଛି । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛିି…

ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଟ୍ୱିନ୍ ସିଟି ! ପୂର୍ବ ୩ ବର୍ଷ ତୁଳନାରେ ଭୁବନେଶ୍ୱର-କଟକରେ ଅପରାଧ ବଢ଼ିଛି ୫…

କନକ ବ୍ୟୁରୋ : ପୂର୍ବାପେକ୍ଷା ଦ୍ୱୈତ ନଗରୀରେ ବୃଦ୍ଧି ପାଇଛି ଅପରାଧ । ଟ୍ୱିନ୍ ସିଟିରେ ଆପରାଧିକ କାର‌୍ୟ୍ୟକାଳାପ ଧୀରେ ଧୀରେ ବୃଦ୍ଧିପାଇବାରେ ଲାଗିଛି । ପୂର୍ବ ୩ ବର୍ଷ ତୁଳନାରେ କଟକ ଓ ଭୁବନେଶ୍ୱରରେ ୫ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ଉଭୟ ସହରରେ ହତ୍ୟା, ଦୁଷ୍କର୍ମ, ଡକାୟତି, ଲୁଟ ଓ…

ତାରିଖ୍ ପେ ତାରିଖ୍ ! କୋର୍ଟରେ ଗଡୁଛି କୋଟି କୋଟି ବିଚାରଧୀନ ମାମଲା, ଫୈସଲା କରିବାକୁ ନାହାନ୍ତି ଆବଶ୍ୟକୀୟ ବିଚାରପତି?

କନକ ବ୍ୟୁରୋ : ତାରିଖ୍ ପେ ତାରିଖ । ତାରିଖ ପେ ତାରିଖ୍ ମିଳତି ରହି ହେ । ବଲିଉଡ ଫିଲ୍ମ ଦାମିନୀରେ ସନ୍ନି ଦେଓଲଙ୍କ ଏହି ଡାଇଲଗ କିଏ ବା ନ ଜାଣିଛି । ସନ୍ନି ଦେଓଲଙ୍କ ଏହି ଫିଲ୍ମ ଡାଇଲଗ ଏବେ ଦେଶରେ ବାସ୍ତବରେ ସତ ପ୍ରମାଣିତ ହେବାକୁ ଯାଉଛି । ଯେତେବେଳେ ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ…