Daily Archives

January 30, 2019

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଥିଲା ବିରୋଧ ଭୟ ! ହାଡ଼ଭଙ୍ଗା ଶୀତରେ ବି ସୁରକ୍ଷାକର୍ମୀ ଉତାରିଦେଲେ ୩ବର୍ଷ ଶିଶୁର ଜ୍ୟାକେଟ୍

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ କାର୍ଯ୍ୟକ୍ରମରେ ୩ବର୍ଷର ଶିଶୁର ଜ୍ୟାକେଟ୍ ଉତାରି ଦେଲେ ସୁରକ୍ଷା କର୍ମୀ । କଳା ଜ୍ୟାକେଟ ପିନ୍ଧି ଥିବା ଯୋଗୁଁ ଶିଶୁଟିକୁ ନିଜ ଜ୍ୟାକେଟ ଓହ୍ଲାଇବାକୁ ପଡିଲା । ଥଣ୍ଡା ସତ୍ୱେ ଶିଶୁର ଜ୍ୟାକେଟ ଓହ୍ଳାଇଲେ ମା’ । କାରଣ ଏପରି…

ପୁଣି ପରଦାକୁ ଆସିବ କମେଡି ଫିଲ୍ମ ‘ହେରାଫେରି’ର ସ୍ୱିକ୍ୱେଲ! ଆରମ୍ଭ ହେଲାଣି ଫିଲ୍ମର କାମ, ଜାଣନ୍ତୁ ଷ୍ଟାରକାଷ୍ଟରେ…

ପରଦାକୁ ଆସିବ ସୁପରହିଟ୍ ଫିଲ୍ମ ହେରା ଫେରିର ସ୍ୱିକ୍ୱେଲ । ୨୦୦୦ ମସିହାରେ ଅକ୍ଷୟ କୁମାର, ପରେଶ ରାୱଳ ଓ ସୁନୀଲ ସେଟ୍ଟିଙ୍କ ଅଭିନୀତ ହେରା ଫେରି ଫିଲ୍ମ ଏବେ ପର୍ଯ୍ୟନ୍ତ ଲୋକଙ୍କର ଫେଭରିଟ ଫିଲ୍ମ ମଧ୍ୟରୁ ଅନ୍ୟତମ ରହିଛି । ହେରା ଫେରି ଫିଲ୍ମ ଏହି ୩ ଅଭିନେତାଙ୍କ ପାଇଁ କ୍ୟାରିୟରର ଟର୍ଣ୍ଣିଂ…

ସ୍ୱାଧିକାର କମିଟିରୁ ଇସ୍ତଫା ଦେଲେ କେ.ଭି ସିଂହଦେଓ, ଜଗି ମଙ୍ଗତ ପଣ୍ଡାଙ୍କୁ ସମନର କଲେ ପ୍ରତିବାଦ ।

କନକ ବ୍ୟୁରୋ: ବିଧାନସଭା ସ୍ୱାଧିକାର କମିଟିରୁ କେଭି ସିଂହଦେଓଙ୍କ ଇସ୍ତଫା । ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ସହାନଭୁତି ଦେଖାଇଲେ ବିଜେପି ବିରୋଧୀଦଳ ନେତା କେ.ଭି ସିଂହଦେଓ । ବିଧାନସଭା ଗୃହ କିମିଟି ନିକଟରେ ହାଜର ହେବା ପାଇଁ ଜଗି ମଙ୍ଗତ ପଣ୍ଡାଙ୍କୁ ଜାରି କରାଯାଇଥିବା ସମନକୁ…

ମୋଦିଙ୍କ ସଭାରେ ଅଚାନକ୍ ବେହୋସ୍ ହୋଇଗଲେ କ୍ୟାମେରାମ୍ୟାନ୍ ! ଅଧାରେ ଭାଷଣ ବନ୍ଦ କଲେ ପ୍ରଧାନମନ୍ତ୍ରୀ, ତୁରନ୍ତ ଡକାଇଲେ…

ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସୁରଟ ଏୟାରପୋର୍ଟର ନୂଆ ଟର୍ମିନାଲର ଉଦଘାଟନ କରିଛନ୍ତି । ତେବେ ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଜନସଭାରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି ଏଠାରେ କହିଛନ୍ତି ଆଗାମୀ କିଛି ବର୍ଷରେ ସୁରଟ ଭାରତର ସବୁଠାରୁ ଅଧିକ ବିକାଶ…

କେନ୍ଦୁଝରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ ! ଢାଳିଲେ ଲିଟର ଲିଟର କ୍ଷୀର

କନକ ବ୍ୟୁରୋ : କ୍ଷୀର ଢାଳିଲେ ଆଉ ପ୍ରତିବାଦ କଲେ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭିନବ ପ୍ରତିବାଦ । ଲିଟର ଲିଟର କ୍ଷୀର ଢାଳି ପ୍ରତିବାଦ କରିଛନ୍ତି ଚାଷୀ । ପାଂଚ ଦଫା ଦାବି ନେଇ ଶତାଧିକ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି । ଦିନକୁ ଦିନ ରାଜ୍ୟରେ ଚାଷୀ…

ନାକରେ ଟ୍ୟୁବ୍ ଲାଗିବା ପରେ ମଧ୍ୟ ବଜେଟ ଉପସ୍ଥାପନ କଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ! କହିଲେ, ଜୋଶ ଅଛି ଆଉ ହୋସ…

ପୁଣିଥରେ ଚର୍ଚ୍ଚାରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଅସୁସ୍ଥ ପାରିକର ବୁଧବାର ରାଜ୍ୟର ବଜେଟ ଉପସ୍ଥାପିତ କରି ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ ସମୟରେ ପାରିକର ବଜେଟ ଉପସ୍ଥାପନ କରୁଥିଲେ ସେତେବେଳେ ମଧ୍ୟ ତାଙ୍କର ନାକରେ ଏକ ଟ୍ୟୁବ ଲାଗିଥିଲା । ଏଭଳି ଅବସ୍ଥାରେ ମଧ୍ୟ ବଜେଟ ଉପସ୍ଥାପନ…