Daily Archives

January 29, 2019

ଜାମ ନେଲା ଜୀବନ: ଆନ୍ଦୋଳନ ଯୋଗୁଁ ଗଡି ପାରିଲାନି ଗାଡି, ମେଡିକାଲରେ ପହଁଞ୍ଚିବା ଆଗରୁ ଅଧା ବାଟରେ ଚାଲିଗଲା ଜୀବନ

କନକ ବ୍ୟୁରୋ: ରାଜଧାନୀର ଅଘୋଷିତ ଟ୍ରାଫିକ ଜାମ ନେଇଗଲା ଜଣେ କଅଁଳ ଶିଶୁର ଜୀବନ । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଟ୍ରାଫିକ ଜାମରେ ଫଶିଗଲେ ଆମ୍ବୁଲାନ୍ସ । ଆଉ ହସ୍ପିଟାଲ ଯାଇନପାରିବାରୁ ଆମ୍ବୁଲାନ୍ସ ଭିତରେ ଚାଲିଗଲା ୩ ବର୍ଷର ଶିଶୁର ଜୀବନ । ସ୍ମାର୍ଟସିଟିର ଏଭଳି ଅଭାବନୀୟ ଘଟଣା ଏବେ…

ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ବଡ ଏକ୍ସପ୍ରେସ ୱେ ! ଦିଲ୍ଲୀକୁ ସିଧାସଳଖ ପ୍ରୟାଗରାଜ ସହ ଯୋଡିବ ଗଙ୍ଗା…

ଉତ୍ତର ପ୍ରଦେଶରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଲମ୍ବା ଏକ୍ସପ୍ରେସ ୱେ । ଏନେଇ ଉତ୍ତର ପ୍ରଦେଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଏହି ଏକ୍ସପ୍ରେସ ୱେ ମେରଟରୁ ପ୍ରୟାଗରାଜକୁ ଯୋଡିବ । ଏବେ ମେରୁଟରୁ ପ୍ରୟାଗରାଜରେ ପହଞ୍ଚିବା ପାଇଁ ସଡକପଥରେ ୭୩୦ କିଲୋମିଟର ଲମ୍ବା ଯାତ୍ରା…

ପୁଣି ଖୋଲିଲା ସିିବିଆଇ ପେଡ଼ି । ନିର୍ବାଚନ ପୂର୍ବରୁ ବିଜେଡିର ୨ ତୁଙ୍ଗ ନେତାଙ୍କୁ ସିବିଆଇର ଡ଼ାକରା ।

କନକ ବ୍ୟୁରୋ: ବିଜେଡିର ୨ ନେତାଙ୍କୁ ଦିଲ୍ଲୀରୁ ଆସିଲା ସିବିଆଇ ଡ଼ାକରା । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚିଟଫଣ୍ଡ ଠକେଇ ମାମଲାରେ ବିଜେଡିର ପୂର୍ବତନ ଆଇନ୍ ମନ୍ତ୍ରୀ ଅରୁଣ ସାହୁ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପଚରାଉଚୁରା ପାଇଁ…

ପ୍ରତିମାସ ଗରିବଙ୍କୁ ମିଳିବ ଏକ ନିର୍ଦ୍ଧାରିତ ରାଶିର ଦରମା ! ନିର୍ବାଚନ ପୂର୍ବରୁ ମୋଦି କରିପାରନ୍ତି ବଡ ଘୋଷଣା

ମୋଦି ସରକାରଙ୍କ ଉପରେ ବର୍ତ୍ତମାନ ରାହୁଲ ଗାନ୍ଧି ଘୋଷଣା କରିଥିବା ୟୁନିଭର୍ସାଲ ବେସିକ୍ ଇନକମ ସ୍କିମକୁ ନେଇ ଚାପ ବଢିଯାଇଛି । ଏହି ସ୍କିମ ଲାଗୁ ଲାଗୁ ହେଲେ ସମସ୍ତ ଗରିବ ତଥା ବେରୋଜଗାରୀଙ୍କୁ ପ୍ରତିମାସ ଏକ ନିର୍ଧାରିତ ଅର୍ଥରାଶି ପ୍ରଦାନ କରାଯିବ । ଯାହାର ଗ୍ୟାରେଂଟି ଦେଇଛନ୍ତି କଂଗ୍ରେସ…

ଟାଟା ଦେଶର ନମ୍ବର୧ ବ୍ରାଣ୍ଡ, ଦୁନିଆର ଟପ୍-୧୦୦ ତାଲିକାରେ ଏକମାତ୍ର ଭାରତୀୟ ବ୍ରାଣ୍ଡ

ଟାଟା ଗ୍ରୁପ୍ ଦେଶର ନମ୍ବର ୱାନ୍ ବ୍ରାଣ୍ଡ । ୧.୩୯ ଲକ୍ଷ କୋଟି ବ୍ରାଣ୍ଡ ଭେଲ୍ୟୁ ସହିତ ଏହା ଦୁନିଆର ଟପ୍-୧୦୦ରେ ସାମିଲ ହୋଇଥିବା ଏକମାତ୍ର ଭାରତୀୟ ବ୍ରାଣ୍ଡ । ଲଣ୍ଡନର କନସଲଟାନ୍ସି ବ୍ରାଣ୍ଡ ଫାଇନାନ୍ସ ଏହାକୁ ୨୦୧୯ର ଟପ୍-୫୦୦ ବ୍ରାଣ୍ଡରେ ୮୬ ତମ ସ୍ଥାନରେ ଅଛି । ଟାଟା ଗ୍ରୁପ୍ ଗତ ବର୍ଷ…

ଏ କି ଅବସ୍ଥା ! ବାହାରେ ସୁନା ଅଳଙ୍କାରରେ ଛାଉଣୀ ହୋଇ ବୁଲୁଥିଲେ, ଏବେ ଜେଲରେ ପୋଛା ମାରୁଛନ୍ତି ଗୋଲଡେନ ବାବା!

କନକ ବ୍ୟୁରୋ : ଜେଲ ପରିସରରେ ପୋଛାପୋଛି କାମ କରୁଛନ୍ତି ବହୁ ଚର୍ଚ୍ଚିତ ଫ୍ରଡ ମାଷ୍ଟର ଗୋଲଡେନ ବାବା । ସୁନା ଅଳଙ୍କାରରେ ଛାଉଣୀ ହୋଇ ରହୁଥିବା ଠକ ମାଷ୍ଟର ଗୋଲଡେନ ବାବାଙ୍କର ଜେଲ ଭିତର କାହାଣୀ ବଖାଣିଛନ୍ତି ଛାତ୍ର କଂଗ୍ରେସ ଆବାହକ ଇତିଶ୍ ପ୍ରଧାନ । କୋଟି କୋଟି ଟଙ୍କା ଠକେଇ ମାମଲାରେ ଗିରଫ…