Daily Archives

January 28, 2019

କ୍ଷମତାକୁ ଆସିଲେ ଦେବୁ ବେକାରୀ ଭତ୍ତା ! ୨୦୧୯ ପାଇଁ ରାହୁଲ ଗାନ୍ଧିଙ୍କ ଗେମ୍ ଚେଞ୍ଜର ସ୍କିମ୍ ।

କନକ ବ୍ୟୁରୋ : ଚାଷୀଙ୍କ ଋଣ ଛାଡ କରିବାର ପ୍ରତିଶ୍ରୁତି ଦେଇ ଛତିଶଗଡରେ କ୍ଷମତାକୁ ଫେରିଥିବା କଂଗ୍ରେସ, କୃଷକଙ୍କୁ ବାନ୍ଧି ରଖିବା ପାଇଁ କରୁଛି ରଣନୀତି । ଦୀର୍ଘ ୧୫ ବର୍ଷ ପରେ ସରକାର ତିଆରି ହେବା ପରେ ଆଜି ପ୍ରଥମ ଥର ପାଇଁ ଛତିଶଗଡ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।…

ଗଡକରୀଙ୍କ ‘ଗଡବଡ’ ବୟାନ! ତୀର ମାରୁଛନ୍ତି, ହେଲେ ବାଜୁଛି କାହାକୁ?

କନକ ବ୍ୟୁରୋ : ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନକୁ ନେଇ ଏବେ ବିରୋଧୀ ଶିବିରରେ ଚର୍ଚ୍ଚା । ନୀତିନ ଗଡକରୀ ଗତ କିଛି ଦିନ ହେବ ଏମିତି କିଛି ବୟାନ ଦେଇଛନ୍ତି ଯାହା ମୋଦି ସରକାରଙ୍କୁ ବ୍ୟାକଫୁଟକୁ ଠେଲି ଦେଉଥିବା ବେଳେ ବିଜେପି ସରକାରଙ୍କୁ ଟାର୍ଗେଟ କରିବାକୁ ବିରୋଧୀ…

୬ ବର୍ଷ ଭିତରେ ସବୁଠାରୁ ମହଙ୍ଗା ହେଲା ସୁନା ! ଜାଣନ୍ତୁ ପୁଣି କେବେ ହେବ ଶସ୍ତା ।

ସପ୍ତାହର ପ୍ରଥମ ଦିନରେ ବ୍ୟବସାୟ କ୍ଷେତ୍ରରେ ସୁନାର ଦରକୁ ବଢାଇ ଦିଆଯାଇଛି । ବିଦେଶରେ ଦର ବୃଦ୍ଧି ହେବା ଏବଂ ଘରୋଇ ସ୍ତରରେ ଡିମାଣ୍ଡ ବଢିବା ପରେ ସୋମବାର ଦିଲ୍ଲୀରେ ସୁନାର ଦାମ୍ ୩୫୦ ଟଙ୍କା ବଢିଯାଇଛି । ଏବେ ୩୩,୬୫୦ ଟଙ୍କା ୧୦ ଗ୍ରାମ୍ ସୁନାର ଦାମ୍ ରହିଛି । ରୁପା ଦର ମଧ୍ୟ କିଛି କମ୍…

ଆଣ୍ଠେଇଲେ, ଭୁଲ ମାଗିଲେ ଜିଲ୍ଲା ପରିଷଦ ସଭ୍ୟା ! ପୋଲିସ ଉପସ୍ଥିତିରେ ଅଜବ ଦଣ୍ଡବିଧାନକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ହଟହଟ୍ଟା । ଆଣ୍ଠେଇ ଭୁଲ ମାଗିଲେ ଏବଂ ପୋଲିସ ଉପସ୍ଥିତିରେ ଗାଁ ଦାଣ୍ଡରେ ଖାଲି ପାଦରେ ଚାଲି ଚାଲି ଗଲେ ଜିଲ୍ଲା ପରିଷଦ ସଭ୍ୟା । ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମାର ଢିଙ୍କିଆରେ । ତେବେ ଘଟଣାଟି ଥିଲା…

ହତ୍ୟାର ଲୋମଟାଙ୍କୁରା କାହାଣୀ ! କୋଇଡା ଗଣହତ୍ୟାର ସତ ବଖାଣିଲା ଅଭିଯୁକ୍ତ ।

କନକ ବ୍ୟୁରୋ : ସାମନାକୁ ଆସିଲା କୋଇଡା ଗଣହତ୍ୟାର ସତ । କେମିତି ହୋଇଥିଲା ହତ୍ୟାର ଷଡଯନ୍ତ୍ର ? ହତ୍ୟାର ସେହି ଲୋମଟାଙ୍କୁରା କାହାଣୀ ନିଜେ ବଖାଣିଛି ଅଭିଯୁକ୍ତ । ଗୁଣି କରିଥିବା ସନ୍ଦେହ କରି ହତ୍ୟାକାଣ୍ଡର ଷଡଯନ୍ତ୍ର ରଚାଯାଇଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କ ବୟାନ…

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ! ପ୍ରଶାସନିକ ଅବହେଳା ଓ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଧାରେ…

କନକ ବ୍ୟୁରୋ : ଜାତୀୟ ରାଜପଥକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନାରେ ପାଜପଥର କଳ୍ପନା କରିଛନ୍ତି । ଏହି ଯୋଜନାରେ ସାମିଲ ହୋଇଛି ବାଲେଶ୍ୱର ଜିଲ୍ଲାର ୬୦ନମ୍ବର ଜାତୀୟ ରାଜପଥ । ହେଲେ ପ୍ରଶାସନିକ ଅବହେଳା ଏବଂ ରାଜପଥ କର୍ତୁପକ୍ଷଙ୍କ ମନମୁଖୀ କାର୍ଯ୍ୟ…