Daily Archives

January 26, 2019

ପଦ୍ମଶ୍ରୀ ସମ୍ମାନକୁ ବିନମ୍ରତାର ସହ ଅଗ୍ରାହ୍ୟ କଲେ ଗୀତା ମେହଟ୍ଟା ! ରାଜନୈତିକ ସମୀକ୍ଷକ କହିଲେ, ବିଜୁ ପଟ୍ଟନାୟକଙ୍କୁ…

କନକ ବ୍ୟୁରୋ: ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣାର ଖବର ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ତା’ଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି, ଗୀତାଙ୍କ ପଦ୍ମଶ୍ରୀ ଗ୍ରହଣ କରିବା ପାଇଁ ମନା କରିବା ଖବର । ଆମେରିକାର ନ୍ୟୁୟର୍କରୁ ଗୀତା ଏକ ପ୍ରେସ ବିବୃତି ଜାରି କରି…

ପୁଣି ଆସିଲା ଶିଶୁ ନିର୍ଯାତନା ଅଭିଯୋଗ ! ମୁଣ୍ଡରେ ଚିତା ଚଇତନ ନଲଗାଇବାରୁ ବାଳାଶ୍ରମରେ ୧୦ବର୍ଷର ଶିଶୁକୁ ବାଡେଇଲେ…

କନକ ବ୍ୟୁରୋ : ବାଳାଶ୍ରମରେ ଶିଶୁକୁ ମାଡ ମାରିଲେ ବାବା । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଂଟେଇ କୋଳିଆ କଳ୍ପତରୁ ବାଳାଶ୍ରମରୁ । ଏହି ଆଶ୍ରମରେ ରହୁଥିବା ବାବା ମୁରାରୀ ଦାସ ଶିଶୁଟିକୁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ବାବା ଏବେ ଫେରାର ଥିବା ବେଳେ ପୋଲିସ…

#ଡ଼ାହା ମିଛ । ଏବେ ପୋଷ୍ଟର ମାଳ ମାଳ, ଟ୍ରାଫିକ୍ ଦୁର୍ବଳ, ଠିକଣା ସ୍ଥାନକୁ ଯିବାପାଇଁ ବାଟ ଦେଖାଉଛନ୍ତି ନେତା ।

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) କନକ ବ୍ୟୁରୋ: ବୁଧବାର ଆମିଷ ବାରି ଥିବାରୁ ତାଜା ମାଛ ଆଣିବା ପାଇଁ ନିଆଳି ଛକକୁ ସକାଳୁ ସକାଳୁ ବାହାରିଗଲି । ମୋ ସହିତ ମୋର କିଛି…

ହତ୍ୟାର ଛାତିଥରା କାହାଣୀ ! କୂଅରୁ ମିଳିଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୪ଶିଶୁ ।

କନକ ବ୍ୟୁରୋ : ପ୍ରଥମେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା ଆଉ ତାପରେ ମୃତଦେହକୁ ପକାଇ ଦିଆଗଲା କୂଅ ଭିତରେ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡରେ । ତେବେ ଏହି ୫ଜଣଙ୍କୁ କିଏ ହତ୍ୟା କଲା ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଏହା ଏକ ହତ୍ୟାକାଣ୍ଡ ।ପରିବାରର…

ଏଠାରେ ହୃଦରୋଗୀଙ୍କ ପାଇଁ ଚାଲିଛି ମାଗଣା ଚିକିତ୍ସା ! ବିଦେଶରୁ ବଡ ବଡ ଡାକ୍ତର ଆସି ଦେଉଛନ୍ତି ଚିକିତ୍ସା ।

ଏଭଳି ବହୁ ଜଟିଳ ରୋଗ ଅଛି ଯାହାର ପ୍ରଭାବରେ ରୋଗୀ ଦୁର୍ବଳ ହେବା ସହ ପରିବାରରେ ମଧ୍ୟ ଅର୍ଥର ଅଭାବ ଦେଖାଯାଏ । ଅର୍ଥାତ୍ ରୋଗୀକୁ ଠିକ୍ କରିବା ପାଇଁ ପରିବାର ଲୋକଙ୍କୁ ଆର୍ଥୀକ ସମସ୍ୟା ଦେଇ ଗତି କରିବାକୁ ପଡେ । ଏହି ରୋଗମାନଙ୍କ ଭିତରୁ ହୃଦରୋଗ ହେଉଛି ଏକ ପ୍ରମୁଖ ରୋଗ । ଯେଉଁ କାରଣରୁ ରୋଗୀ…

ସାଧାରଣତନ୍ତ୍ର ଦିବସ ପରେଡ୍ ପ୍ରସ୍ତୁତି ପାଇଁ ଯବାନଙ୍କୁ କରିବାକୁ ପଡେ ୬୦୦ ଘଣ୍ଟାର ପରିଶ୍ରମ ! ଜାଣନ୍ତୁ ଆଜିର ଦିନରେ…

ସାରା ଦେଶ ଆଜି ୭୦ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଆଜିର ଦିନରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲା । ଏମଆଇ -୧୭ ହେଲିକେପ୍ଟର ଆକାଶମାର୍ଗରୁ ପୁଷ୍ପ ବର୍ଷା କରିଥିବା ବେଳେ ଦେଶର ଏକମାତ୍ର ଘୋଡାସବାରୀ ୬୧ କେବଲରୀ ତରଫରୁ ପରେଡ୍ ରେ ସଲାମୀ ଦିଆଗଲା । ମେଜର ଜେନେରାଲ୍ ରାଜପାଲ୍ ପରେଡରେ…