Daily Archives

January 25, 2019

‘ଆଖୁରସ’କୁ ଜାତୀୟ ପାନୀୟ ଘୋଷଣା କଲା ପାକିସ୍ତାନ : ଟ୍ୱିଟରରେ ଜନମତ ସର୍ଭେ ପରେ ହେଲା ନିଷ୍ପତ୍ତି

ଶୁକ୍ରବାର ଦିନ ‘ଆଖୁରସ’କୁ ଜାତୀୟ ପାନୀୟ ଭାବେ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ପାକିସ୍ତାନ ସରକାର ଟ୍ୱିଟରରେ ଏକ ଜନମତ ସର୍ଭେ କରିବା ପରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ପାକିସ୍ତାନ ସରକାରଙ୍କ ପକ୍ଷରୁ ଜାତୀୟ ପାନୀୟ ନେଇ ତିନିଟି ବିକଳ୍ପ ଉପରେ ପ୍ରଶ୍ନ କରାଯାଇଥିଲା। ଜାତୀୟ…

ଚାଷୀ ଆକାଉଂଟକୁ ଆସିଲା କାଳିଆ ଟଙ୍କା ! ଗୋଟିଏ ଦିନରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ପଠାଗଲା ୬୬୨କୋଟି, ନବୀନ କହିଲେ…

କନକ ବ୍ୟୁରୋ : ପ୍ରଥମ ଦିନରେ ହିଁ ଚାଷୀଙ୍କ ପାଖରେ ପହଂଚିଛି କାଳିଆ ଟଙ୍କା । ପୁରୀ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପଠାଇବାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାରେ ପହଂଚି ଯାଇଛି କାଳିଆ…

ପାଟଣାଗଡ଼ ସବଜେଲରେ ନାଟକୀୟ ଦୃଶ୍ୟ ! କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲା ପୁଞ୍ଜିଲାଲ୍, କହିଲା ଖସିବା ଉଦ୍ୟମ ଘଟଣାରେ…

କନକ ବ୍ୟୁରୋ : ପାଟଣାଗଡ ଜେଲରୁ ଖସିବା ଉଦ୍ୟମ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲା ପୁଂଜିଲାଲ ମେହେର । ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପାଟଣାଗଡ ଜେଲରେ ଥିବା ପୁଂଜିଲାଲ ମେହେର ଜେଲରୁ ଖସି ଯିବା ପାଇଁ ଚେଷ୍ଟା କରୁଥିବା ଘଟଣାରେ ମୁହଁ ଖୋଲିଛି ଖୋଦ୍…

ଝାରସୁଗୁଡ଼ା ବିମାନବନ୍ଦରକୁ ଉଡ଼ିବ କମର୍ସିଆଲ ବିମାନ । ‘ଉଡ଼ାନ’ ଯୋଜନାରେ ଘୋଷଣା କଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ: ଝାରସୁଗୁଡ଼ା ବିମାନବନ୍ଦରକୁ ଉଡ଼ିବ କମର୍ସିଆଲ ବିମାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୩ୟ ପର୍ଯ୍ୟାୟ ଉଡାନ ସ୍କିମ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଛି । ତେବେ ଏଥିରେ ମୋଟ୍ ୨୩୫ଟି ରୁଟ ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏସବୁ ରୁଟ ପାଇଁ…

ତ୍ରିରଙ୍ଗା ଯାତ୍ରା ବିବାଦ : ହିନ୍ଦୁ ଛାତ୍ର ନେତା ରାଷ୍ଟ୍ରପତିଙ୍କୁ ଲେଖିଲେ ରକ୍ତର ଚିଠି

ଅଲିଗଢ଼ ମୁସଲିମ୍ ବିଶ୍ୱ ବିଦ୍ୟାଳୟର ଛାତ୍ର ନେତା ସୋନବୀର ରାଷ୍ଟ୍ରପତିଙ୍କ ନାମରେ ରକ୍ତରେ ଚିଠି ଲେଖିଛନ୍ତି । ତିରଙ୍ଗା ଯାତ୍ରା ବାହାର କରିବା ଉପରେ ନୋଟିସ୍ ମିଳିବାକୁ ନେଇ ଏଏମୟୁ ପ୍ରଶାସନ ଉପରେ ଅନେକ ପ୍ରଶ୍ନ ଉଠୁଛି । ସେ ରାଷ୍ଟ୍ରପତିଙ୍କ ଠାରୁ ସଂପୂର୍ଣ୍ଣ ହସ୍ତକ୍ଷେପ ନେବାର ଅନୁରୋଧ…

ମୋଦିଙ୍କୁ ଦରକାର ନବୀନଙ୍କ ସାଥ୍ ? ସେଥିପାଇଁ ମୋଦି ଥିଲେ ଚୁପ୍ ବିଷ ଓଗାଳିଲେ ରାହୁଲ ।

କନକ ବ୍ୟୁରେ: ଯାହା ମୋଦି କରିପାରିଲେନି ତାହା ରାହୁଲ କରି ଦେଖାଇଲେ । ଏକଥା ଆମେ କହୁନୁ ବରଂ ଏକଥା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଗସ୍ତରେ ଆସି ନବୀନଙ୍କ ପ୍ରତି ନରମ ଆଭିମୂଖ୍ୟ ରାଜନୀତି ମହଲକୁ ଥଣ୍ଡା…