Daily Archives

January 25, 2019

ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ବିଜେପି ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ ! କହିଲେ, ସୁନ୍ଦରୀ ଚେହେରା ଜିତାଇପାରେନି…

କନକ ବ୍ୟୁରୋ : ସକ୍ରିୟ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ ବିରୋଧୀ ଶିବିରରେ ହଇଚଇ ଖେଳାଇ ଦେଇଛି ।  ସୁନ୍ଦର ଚେହେରା କେବେ ବି ନିର୍ବାଚନ ଜିତାଇ ପାରେ ନାହିଁ ବୋଲି ସମାଲୋଚନା କରିଛି ବିଜେପି । ସେପଟେ ଇନ୍ଦିରା ଗାନ୍ଧିଙ୍କ ଚେହେରା ସହ ବେଶ୍ ମେଳ ଖାଉଥିବାରୁ ତାଙ୍କର ହୁଏତ ଲୋକପ୍ରିୟତା…

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ସିବିଆଇ ! ଜମି ଆବଂଟନ ମାମଲାରେ ଭୂପେନ୍ଦ୍ରସିଂ ହୁଡ୍ଡାଙ୍କ ବାସଭବନ…

କନକ ବ୍ୟୁରୋ : ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡାଙ୍କ ଘରେ ପସିଛି ସିବିଆଇ । ପୁରୁଣା ଜମି ଆବଂଟନ ମାମଲା ନେଇ ଅଧିକ ଖୋଲତାଡ କରିବାକୁ ଆଜି ଏକ ଟିମ୍ ତାଙ୍କ ରୋହତକ ସ୍ଥିତ ବାସଭବନରେ ପସିଛନ୍ତି । ଏହା ସହ ଦିଲ୍ଲୀ ଓ ହରିଆଣାର ୩୦ଟି ସ୍ଥାନରେ ଚଢଉ କରିଛି ଏହି କେନ୍ଦ୍ରୀୟ…

ରାହୁଲଙ୍କ ଆକ୍ଷେପର ଜବାବ ରଖିଲା ବିଜେଡି । କୌଣସି ଦଳ ସହ ନୁହେଁ ବରଂ ଓଡ଼ିଶାବାସୀଙ୍କ ସହ ଆମର ମେଣ୍ଟ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମାଲୋଚନାର ଜବାବ୍ ରଖିଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, କଂଗ୍ରେସର ସ୍ୱର୍ଣ୍ଣିମ ଶାସନକୁ ରାଜ୍ୟବାସୀ ଏଯାବତ୍ ଭୂଲି ନାହାନ୍ତି । କଂଗ୍ରେସ ସରକାର ଥିଲାବେଳେ…

ସିବିଆଇ ପଂଝାରେ ବେଙ୍ଗଲୀ ସିନେମା ପ୍ରଯୋଜକ ! ରୋଜଭାଲି ଚିଟଫଣ୍ଡ ଟଙ୍କାରେ ସିନେମା କରିବା ପଡିଲା ମହଙ୍ଗା, କୋର୍ଟରେ…

କନକ ବ୍ୟୁରୋ : ମହଙ୍ଗା ପଡିଛି ଚିଟଫଣ୍ଡ ଟଙ୍କାରେ ବେଙ୍ଗଲି ଫିଲ୍ମ ନିର୍ମାଣ । ରୋଜ ଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ବନ୍ଧା ହେଲେ ଆଉ ଜଣେ ଫିଲ୍ମ ନିର୍ଦ୍ଦେଶକ । ଭେଙ୍କଟେସ୍ ଫିଲ୍ମ ନିର୍ଦ୍ଦେଶକ ଶ୍ରୀକାନ୍ତ ମୋହତାଙ୍କୁ ଗତକାଲି ଦକ୍ଷିଣ କଲିକତାର କସବା ସ୍ଥିତ ତାଙ୍କ ଅଫିସରୁ ଗିରଫ କରିଛି…

୫୦ ହଜାର ଟଙ୍କାର ସଉଦା ! ସାଙ୍ଗର ପୁଅକୁ ସାଙ୍ଗ କଲା ଅପହରଣ, ସୁରଟରୁ ଜଗତସିଂହପୁର, ୬ ବର୍ଷର ପୁଅ ବନିଲା ପଣବନ୍ଦୀ ।

କନକ ବ୍ୟୁରୋ : ଟଙ୍କା ପାଇଁ କୁନି ପୁଅର ଅପହରଣ । ଅପହରଣ ପୁଣି କୌଣସି ଅପରିଚିତ ବ୍ୟକ୍ତି କରିନାହିଁନ୍ତି, ବରଂ ଅପହରଣ କରିଛନ୍ତି ଖୋଦ୍ ଜଣେ ସାଙ୍ଗ । ସୁରଟରୁ ୬ ବର୍ଷର କୁନି ପୁଅକୁ ଅପହରଣ କରି ଆଣିଥିବା ଏମିତି ଜଣେ ଅଭିଯୁକ୍ତ ଜଗତସିଂହପୁରରୁ ଧରାପଡ଼ିଛି । ବିହାର ଏହି ଅଭିଯୁକ୍ତ ନିଜ…

ତମାଣ୍ଡୋ ପଡିଆରେ ରାଜାନୀତିର ତାଉ ! ମୋଦି ଓ ନବୀନଙ୍କ ଉପରେ ବର୍ଷିଲେ ରାହୁଲ, କହିଲେ ନବୀନଙ୍କୁ ରିମୋଟରେ ଚଳାଉଛନ୍ତି…

କନକ ବ୍ୟୁରୋ : ପରିବର୍ତ୍ତନ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ । ସମାବେଶ ଆଗରୁ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଆଉ ଏହି ଆଲୋଚନା ବେଳେ ରାହୁଲଙ୍କ ଟାର୍ଗେଟକୁ ଆସିଥିଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନା । ରାହୁଲ ଅଭିଯୋଗ…