Daily Archives

January 24, 2019

ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲର ଫେରାର ପ୍ଲାନ୍ : ୬ ଡକାୟତଙ୍କ ସହ ମିଶି ଜେଲରୁ ଖସିଯିବାକୁ କିଭଳି ରଚିଥିଲା…

କନକ ବ୍ୟୁରୋ: ମୃତ୍ୟୁର ସୌଦାଗର ଭାବେ ସାରା ଓଡ଼ିଶାରେ ଅପଖ୍ୟାତି ଅର୍ଜନ କରିଥିବା ପାଟଣାଗଡ଼ର ପୁଂଜିଲାଲ୍ ମେହେରର ଜେଲରୁ ଖସିଯିବାର ଉଦ୍ୟମ ପଣ୍ଡ ହୋଇଛି । ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନେଇ ଜେଲରୁ ଖସିଯିବା ଯିବା ପାଇଁ ପୁଂଜିଲାଲ୍ କରିଥିଲା ମାଷ୍ଟର ପ୍ଲାନ୍ । ଦିନ-କାଳ ସ୍ଥିର ଥିଲା,…

ନବ ମିଶିଲେ ଧର୍ମେନ୍ଦ୍ର ଗର୍ଜିଲେ ! ଅସାଧୁ ମେଣ୍ଟ ବନାମ ଅପରାଧୀଙ୍କ ସହ ସମ୍ପର୍କ, ପୁଣି ମୁହାଁମୁହିଁ…

କନକ ବ୍ୟୁରୋ: ନବ ଦାସ ବିଜେଡିରେ ମିଶିବାପରେ ତେଜିଲା ରାଜନୀତି । ଦିଲ୍ଲୀରୁ ବାଣ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଶାସକ ବିଜେଡି ଓ ନବ ଦାସଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି ଯେ, ଅସାଧୁ ଲୋକଙ୍କ ସହିତ ଅସାଧୁ ମେଣ୍ଟ ହୋଇଛି । କେବଳ ଅସାଧୁ କାର୍ଯ୍ୟ ପାଇଁ…

କର୍ମଚାରୀଙ୍କୁ ନିଜ ଜୀବନସାଥୀ ଖୋଜିବାକୁ ମିଳିଥାଏ ଅତିରିକ୍ତ ଛୁଟି ! ବିବାହ କରିବା ଦ୍ୱାରା ବୋନସ୍ ବି ଦେଇଥାଏ କଂପାନୀ

ଥରେ ଚିନ୍ତା କରନ୍ତୁ ତ ଆପଣ କାମ କରୁଥିବା କଂପାନୀ ଯଦି ଆପଣଙ୍କୁ ଆପଣଙ୍କର ଜୀବନସାଥୀ ଖୋଜିବାକୁ ଛୁଟି ଅଫର କରେ, ତେବେ କେତେ ଭଲ ହୁଅନ୍ତି ନା । ଆମେ ଆପଣଙ୍କୁ ଏଭଳି କହିବାର ତାତ୍ପର୍ଯ୍ୟ ହେଲା ବିଶ୍ୱରେ ଏଭଳି ବି କଂପାନୀ ରହିଛି, ଯେଉଁଠି କର୍ମଚାରୀଙ୍କୁ ସେମାନଙ୍କର ଲାଇଫ୍ ପାର୍ଟନର…

ବନବାସ ସରିଲା! ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ନିଲମ୍ବନ ଉଠାଇଲା ସିଓଏ

କନକ ବ୍ୟୁରୋ : ପୁଣିଥରେ ପଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । ଦୁଇ ଭାରତୀୟ ଖେଳାଳିଙ୍କୁ କ୍ଷମା କରିଦେଇଛି ସିଓଏ । ମହିଳାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ପରେ ଏହି ଦୁଇ ଖେଳାଳିଙ୍କୁ ନିଲମ୍ବନ କରିଥିଲା ବିସିସିଆଇର ପ୍ରଶାସନିକ କମିଟି । ତେବେ ଦୁଇ ଖେଳାଳିଙ୍କ ଉପରୁ…

ବେରୋଜଗାରୀ ପାଇଁ  ମୁହାଁମୁହିଁ ବିଜେପି-ବିଜେଡି ! ନିର୍ବାଚନ ପାଇଁ ଫୋକସରେ ଯୁବପିଢ଼ୀ ।

କନକ ବ୍ୟୁରୋ: ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା । ବେରୋଜଗାରଙ୍କୁ ନିଯୁକ୍ତି ଦାବି  ଏବଂ ବିଭିନ୍ନ ସମସ୍ୟାନେଇ ଯୁବକଙ୍କ ହକ୍ ପାଇଁ ଶାସକଦଳ ବିରୋଧରେ ଗର୍ଜିବ ବିଜେପି ଯୁବମୋର୍ଚ୍ଚା । ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପୂର୍ବରେ…

ବିଜେଡିର ସେଲଫି ବନାମ ବିଜେପିର ସେଲଫି । ନିର୍ବାଚନ ପୂର୍ବରୁ ଲୋକଙ୍କ ନିକଟତର ହେବାକୁ ସୋସିଆଲ ମିଡିଆ ଭରସା

କନକ ବ୍ୟୁରୋ : ବିଜେଡିର ସୋସିଆଲ ମିଡିଆ କ୍ୟାମ୍ପେନକୁ କାଉଣ୍ଟର କରିବାକୁ ବିଜେପିର ନୂଆ ଯୋଜନା । ଖାସକରି ବିଜେଡିର ସେଲଫି ୱିଥ୍ ନବୀନ କାର୍ଯ୍ୟକ୍ରମକୁ କାଉଣ୍ଟର କରି ବିଜେପି ଯୁବମୋର୍ଚ୍ଚା ଆରମ୍ଭ କରିଛି ସେଲଫି ୱିଥ୍ ଓଡିଆ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସବୁ ଓଡିଆ ଲୋକଙ୍କ…