Daily Archives

January 23, 2019

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଶତାବ୍ଦୀ ଏକ୍ସପ୍ରେସକୁ ୩ଟି ପ୍ରମୂଖ ସହରଦେଇ ଚଳାଚଳ ପାଇଁ…

କନକ ବ୍ୟୁରୋ: କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରନୀ ନବୀନ ପଟ୍ଟନାୟକଙ୍କ ଚିଠି ।  ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଇବାକୁ ଚିଠି ଦ୍ୱାରା ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରି…

୨୦୧୯ ପାଇଁ କଂଗ୍ରେସ ଖେଳିଲା ପ୍ରିୟଙ୍କା କାର୍ଡ ! ମିଳିଲା ଦଳର ସାଧାରଣ ସଂପାଦିକା ଦାୟିତ୍ୱ, ମୋଦି ଓ ଯୋଗୀଙ୍କ ଗଡରେ…

କନକ ବ୍ୟୁରୋ : କଂଗ୍ରେସ ଖୋଲିଛି ତାର ସବୁଠୁ ବଡ ଟ୍ରମ୍ପକାର୍ଡ । ପ୍ରିୟଙ୍କା ଗାନ୍ଧିଙ୍କୁ ସକ୍ରୀୟ ରାଜନୀତିକୁ ଆଣିଛି କଂଗ୍ରେସ । ତାଙ୍କୁ ଦଳର ସାଧାରଣ ସମ୍ପାଦିକା ପଦବୀରେ ଅବସ୍ଥାପିତ କରିଛି ଏଆଇସିସି । ଏହା ସହ ତାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ୱ ମଧ୍ୟ ଦିଆଯାଇଛି । ପୂର୍ବରୁ ନିଜ ମାଆ…

କେନ୍ଦ୍ରାପଡ଼ାର ବଡ଼ଜୋର ଗାଁକୁ କେତେବେଳେ ପାଣି ତ କେତେବେଳେ କୁମ୍ଭୀର ଭୟ ! ୧୦ ଫୁଟ ଦୂରରେ ପ୍ରବାହିତ ହେଉଛି ଖରସ୍ରୋତା…

କନକ ବ୍ୟୁରୋ : ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ନଦୀ କୂଳିଆ ଗାଁଲୋକ । ଘର ଠାରୁ ୧୦ ଫୁଟ ଦ୍ୱରରେ ପ୍ରବାହିତ ହେଉଛି ଖରସ୍ରୋତ ନଦୀ । ଲୋକ ପାଣି ଓ କୁମ୍ଭୀର ଭୟରେ ରହୁଥିବା ବେଳେ ନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ଦାବି କରିଛନ୍ତି । ଘର ଅଗଣା ଠାରୁ ମାତ୍ର ୧୦ ଫୁଟ ଦ୍ୱରରେ ବହୁଛି ନଦୀ ।…

ପରକୀୟା ପ୍ରୀତିର ବିଭତ୍ସ ପରିଣତି ! ବ୍ୟାଙ୍କ କ୍ୟାସିୟରଙ୍କୁ ପିଟିପିଟି ହତ୍ୟା ପରେ ଜଙ୍ଗଲରୁ ମିଳିଲା ମୃତଦେହ, ପୋଲିସର…

କନକ ବ୍ୟୁରୋ : ଆସ୍କାର ଜଣେ ବ୍ୟାଙ୍କ କ୍ୟାସିଅରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟା କରିବା ପରେ ମୃତଦେହକୁ ଗାଁ ମୁଣ୍ଡରେ ଫୋପାଡି ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହତ୍ୟା ପୂର୍ବରୁ କ୍ୟାସିଅରଙ୍କୁ ବ୍ୟାଙ୍କରୁ ଡାକିନେଇଥିଲେ ଦୁର୍ବୃତ । ଆଉ ସେହି ସମୟର ଚିତ୍ର…

ନେତାଜୀଙ୍କ ନାଁରେ ନୂଆ ପୁରସ୍କାର ! ପ୍ରଥମ ସୁବାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପାଇଲେ NDRFର ଅଷ୍ଟମ…

କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ନୂତନ ପୁରସ୍କାର ଗଠନ କରିଛନ୍ତି । ଏହାର ନାମ ରଖାଯାଇଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର । ନେତାଜୀଙ୍କ ନାଁରେ ଘୋଷଣା ହୋଇଥିବା ପ୍ରଥମ ପୁରସ୍କାର ପାଇଛନ୍ତି ଏନଡିଆରଏଫ ଅଷ୍ଟମ…

ଲଟେରୀ ପ୍ରତିଯୋଗିତା : ପ୍ରଥମ ବିଜେତାଙ୍କୁ ୬ କୋଟି ଓ ଅନ୍ୟ ୧୬ ପ୍ରତିଯୋଗୀ ଜିତିଲେ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

କେରଳ ସରକାରଙ୍କ ପକ୍ଷରୁ କ୍ରିସମାସ-ନୂଆବର୍ଷର ବମ୍ପର ଲଟେରୀ ୨୦୧୮-୧୯ର ଫଳାଫଳ ଜାରି କରିଛନ୍ତି । କେରଳ ସରକାରଙ୍କ ଲଟେରୀ ବିଭାଗ ଫଳାଫଳ ଘୋଷଣା କରିବା ସହ ପ୍ରଥମ ପୁରସ୍କାର ବାବଦକୁ ୬ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଥିବା ୧୬ ଜଣ ପ୍ରତିଯୋଗୀଙ୍କୁ ୧୦ ଲକ୍ଷ…