Daily Archives

January 21, 2019

ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା ! ଏଣିକି ସାଧୁସନ୍ଥ ପ୍ରତି ମାସରେ ପାଇବେ ପେନସନ

ପ୍ରୟାଗରାଜରେ କୁମ୍ଭମେଳା ପାଇଁ ଦେଶ ବିଦେଶରୁ ସାଧୁସନ୍ଥ ଏକାଠି ହୋଇଥିବା ବେଳେ ସୋମବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପାଇଁ ଆଉ ମାତ୍ର ଏକ ମାସ ସମୟ ବାକି ରହି ଯାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାର ପେଡି ‘ଉଜ୍ଜଳା’! ବିଭାଗରେ ଦୁର୍ନୀତି କରି ନିର୍ବାଚନୀ ଚାନ୍ଦା ଯୋଗାଡ କରୁଥିବା…

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଗୋଟିଏ ପଟେ ଧର୍ମେନ୍ଦ୍ର ଉଜ୍ଜ୍ୱଳା ଯୋଜନାର ଆଇନା ଦେଖାଇ ଏହାର ସଫଳତା ବଖାଣୁଥିବା ବେଳେ ଏହାର ପ୍ରକୃତ ଲାଭ କିଏ ପାଉଛି ତାହା ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି ପ୍ରତାପ ।…

କଟକ ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ବସ୍ ! ୨ ମୃତ, ୨ ଆହତ ହୋଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

କନକ ବ୍ୟୁରୋ: ଓଲଟିଲା ବସ୍ । ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ଯାତ୍ରୀବାହି ବସ୍ । ୨ ମୃତ ୨ ଆହତ ହୋଇଥିବା ଚୌଦ୍ୱାର ଆଇଆଇସି ସୂଚନା ଦେଇଛନ୍ତି । ଅନୁଗୁଳରୁ କଟକ ଅଭିମୂଖେ ଆସୁଥିବା ବସ୍ ଓଲଟି ପଡ଼ିଛି । ତେବେ ଓଲଟି ପଡ଼ିଥିବା ବସ୍ ଟିର ନମ୍ବର –ଓଆର-୦୫-ବି-୮୪୫୯ ଏବଂ ଏହି ବସର ନାଁ ନେହା…

ଛିଣ୍ଡା ଶାଢ଼ୀ ଓ ପଲିଥିନ ତଳେ କଟୁଛି  ଜୀବନ ! ଇନ୍ଦିରା ଆବାସ ଟଙ୍କା ନେଇଗଲା ଜିଆରଏସ୍, ଅଭିଯୋଗ ପରେ ବି ହେଉନି…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରୁ ମାତ୍ର ୫ କମି ଦୁରରେ ରହିଛି ମେଦିନିପୁର ଗ୍ରାମ ପଂଚାୟତ । ଏହି ପଂଚାୟତର ୧୦ ଜଣ ହିତାଧିକାରୀଙ୍କ ନାଁରେ ଇନ୍ଦିରା ଆବାସ ଗୃହ ଆସିଥିଲା । ଯେଉଁ ଟଙ୍କାକୁ ଜିଆରଏସ୍ ହଡପ କରି ଧରାଛୁଅଁ ଦେଉନଥିବା ଅଭିଯୋଗ ହୋଇଛି ।…

୧୧୧ ବର୍ଷ ବୟସରେ ସିଦ୍ଧଗଙ୍ଗା ମଠର ମହନ୍ତ ଶିବକୁମାର ସ୍ୱାମୀଙ୍କ ନିଧନ ! କର୍ଣ୍ଣାଟକରେ ୩ ଦିନିଆ ରାଜକୀୟ ଶୋକ,…

କନକ ବ୍ୟୁରୋ : କର୍ଣ୍ଣାଟକର ତୁମକୁରୁ ସ୍ଥିତ ସିଦ୍ଧଗଙ୍ଗା ମଠର ମହନ୍ତ ତଥା ମୁଖ୍ୟ ଡ଼ଃ ଶିବକୁମାର ସ୍ୱାମୀଙ୍କର ୧୧୧ ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ ଏବଂ ଆଶ୍ରମରେ ହିଁ ତାଙ୍କର ଚିକିତ୍ସା ଚାଲୁଥିଲା । ଡ଼ଃ ଶିବକୁମାରଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ଏଚଡ଼ି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ କୋର୍ଟରେ ମାମଲା । ଜାତିଆଣ ଆକ୍ଷେପ, ସମ୍ମାନହାନୀ ମାମଲା କଲେ…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ କୋର୍ଟରେ ଅଭିଯୋଗ ହୋଇଛି ଅଭିଯୋଗ । ମୟୁଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଧର୍ମେନ୍ଦ୍ରଙ୍କ ନାଁରେ ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କୋର୍ଟରେ ଅଭିଯୋଗ କରିଛନ୍ତି । ସାଂସଦ ରାମଚନ୍ଦ୍ରଙ୍କ ଅଭିଯୋଗ ମୁତାବକ ଗତ ଜାନୁୟାର ୫ ତାରିଖ ଦିନ…