Daily Archives

January 19, 2019

ମୁଖ୍ୟମନ୍ତ୍ରୀଙ୍କ ପାଟିର ‘ଆପଣ ଖୁସି ତ !’ ଏବେ ଭାରି ଲୋକପ୍ରିୟ : ନେଲା ଓଡିଆ ରାପ୍ ର ରୂପ

ପୂର୍ବରୁ ଆମେ ଅନେକ ହିନ୍ଦି ଗୀତର ରାପ୍ ଦେଖି ସାରିଛନ୍ତି । ଓଡ଼ିଆ ଗୀତକୁ ନେଇ ରାପ୍ ହୋଇଥିବା କଥା ପ୍ରାୟ ବିରଳ । ନିକଟରେ ସୋସିଆଲ୍ ମିଡିଆରେ ଛାଇବାରେ ଲାଗିଛନ୍ତି ଓଡ଼ିଆ ପୁଅ ସମୀର ରିଷୁ ମହାନ୍ତି। ସମୀର ପୂର୍ବରୁ ଓଡ଼ିଆ ଗୀତ ‘ବୋଉ’, ‘ମୁଁ ହେଲି ଓଡ଼ିଆ’ ଆଦି ଶୀର୍ଷକରେ ରାପ୍ କରି…

ଦିବ୍ୟାଙ୍ଗ ଭାଇ ପାଇଁ ଭଉଣୀର ଆବିଷ୍କାର ! ଭାଇର ସ୍କୁଲ ବନ୍ଦ ନହେଉ ବୋଲି ନିର୍ମାଣ କଲା ସ୍ୱତନ୍ତ୍ର ସାଇକେଲ ।

କନକ ବ୍ୟୁରୋ:  ଜୀବନରେ ଏମିତି କିଛି ସମ୍ପର୍କ ଥାଏ ଯାହା ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆଉ ସେହି ସମ୍ପର୍କ ମଧ୍ୟରୁ ଗୋଟେ ଭାଇ ଆଉ ଭଉଣୀ ସମ୍ପର୍କର ନା ଥାଏ କୌଣସି ସ୍ୱାର୍ଥ ନା ଥାଏ କୌଣସି ସର୍ତ୍ତ । ଆସନ୍ତୁ ଜାଣିବା ଏମିତି ଏକ ଭଉଣୀ ବିଷୟରେ ଯିଏ…

ମମତାଙ୍କ ଆହ୍ୱାନରେ ମେଳି ବାନ୍ଧିଲେ ମୋଦି ବିରୋଧୀ । ପଶ୍ଚିମବଙ୍ଗରେ ବିରୋଧୀ ଏକତାର ପାୱାର ସୋ’

କନକ ବ୍ୟୁରୋ: ମୋଦୀ ହଟାଅ, ଦେଶ ବଂଚାଅ । ଏହି ନାରା ଦେଇ ପଶ୍ଟିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହେଲେ ୨୨ଟି ଦଳର ନେତା । ସାଧାରଣ ନିର୍ବାଚନ ପୂର୍ବରୁ ରଣହୁଙ୍କାର ଦେଇଛନ୍ତି ମୋଦି ବିରୋଧୀ ମହାମେଂଟ । ମମତାଙ୍କ ମୋଦି ବିରୋଧୀ ମେଳିରେ ସାମିଲ ହୋଇଛନ୍ତି ପୂର୍ବତନ…

୭ବର୍ଷ ତଳେ ଗାଁରେ ପିଲାଙ୍କୁ ପଢାଉଥିଲେ ପାଠ ! ଏବେ ଆମେରିକାରେ ୮୫୦କୋଟି ଟଙ୍କାର କମ୍ପାନି କିଣିଲେ କେରଳୀ ଯୁବକ ।

ଟିଉସନ୍ କରି ୨୬କୋଟି ଟଙ୍କାର କମ୍ପାନି ବାଇଜୁ ଗଢ଼ି ଥିବା ବାଇଜୁ ରବୀନ୍ଦ୍ରନ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ୭ ବର୍ଷ ତଳେ ୨ଲକ୍ଷ ଟଙ୍କାରୁ ଆରମ୍ଭ କରିଥିବା ରବୀନ୍ଦ୍ରନ୍ ଏବେ ଆମେରିକାରେ ଥିବା ୮୫୦କୋଟି ଟଙ୍କାର କମ୍ପାନି ଓସମୋକୁ କିଣିଥିବା ଜଣା ପଡ଼ିଛି । ଓସମୋ ଏକ ଲର୍ଣ୍ଣିଙ୍ଗ…

୯ ଟଙ୍କାରେ ଡାଲି, ୧୮ ଟଙ୍କାରେ ସୁଜି । ଏଠି ଶସ୍ତାରେ ମିଳୁଛି ଘରୋଇ ସାମଗ୍ରୀ

ଖାଇବା ପିଇବା ସାମଗ୍ରୀ ହେଉ କିମ୍ବା ଘରର ସାଜସଜ୍ଜା ଜିନିଷ, ଅନଲାଇନ ସପିଙ୍ଗ ଦ୍ୱାରା ଗ୍ରାହକଙ୍କୁ ଶସ୍ତାରେ କିଣିବାକୁ ସୁଯୋଗ ମିଳିଯାଉଛି । ଏମିତି ଏକ ସୁଯୋଗ ବିଗ୍ ବାସ୍କେଟ, ଗ୍ରୋଫର୍ସ ଓ ପେଟିଏମ୍ ମଲ୍ ଦେଉଛି । ଏଥିରେ ଗ୍ରାହକ ବହୁତ କମ୍ ମୂଲ୍ୟରେ ତେଲ, ଡାଲି, ଚିନିର କମ୍ବୋ ପ୍ୟାକ୍…

ଜନତାଙ୍କ ଉପରେ ମହଙ୍ଗା ମାଡ ! ଏଣିକି ଯେତେଟା ଟିଭି, ନେବାକୁ ହେବ ସେତେଟା କନେକ୍ସନ, ନଚେତ୍ ପକେଟରୁ ଚାଲିଯିବ ଶହ ଶହ…

୧ ଫେବୃଆରୀରୁ ଆପଣଙ୍କ ଘରେ ଯେତିକି ବି ଟିଭି ଲାଗିଛି ଆପଣଙ୍କୁ ସେତିକି ହିଁ ନୂଆ କନେକ୍ସନ ନେବାକୁ ପଡିବ । ଖାଲି ଏତିକି ନୁହେଁ ପ୍ରତ୍ୟେକ କେବୁଲ କିମ୍ବା ଡିଟିଏଚ କନେକ୍ସନ ପାଇଁ ଆପଣଙ୍କୁ ପ୍ରତି ମାସ ଅଧିଳ ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେବେ ଯେଉଁ ଲୋକମାନେ ଲମ୍ବା ସମୟ ପାଇଁ ଚ୍ୟାନେଲ…