ଲଦାଖ ବରଫଗଦାତଳେ ଫସିଲା ପର୍ଯ୍ୟଟକଙ୍କ ଗାଡ଼ି ! ୫ ମୃତଦେହ ଉଦ୍ଧାର, ୫ ନିଖୋଜ୍, ସେନା ସହାୟତାରେ ଚାଲିଛି…
କନକ ବ୍ୟୁରୋ : ଲଦାଖରେ ବରଫଝଡ଼ ନେଲା ଜୀବନ । ଲଦାଖର ଖାରଦୁଙ୍ଗୁଲା ନିକଟରେ ବରଫ ଝଡ଼ ଆସିବାରୁ ୧୦ ପର୍ଯ୍ୟଟକ ଫସି ରହିଥିବା କୁହାଯାଉଛି । ଅନ୍ୟପଟେ ବର୍ତମାନ ଯାଏଁ ୫ଟି ମୃତଦେହକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଗାଡ଼ି ସହ ପର୍ଯ୍ୟଟକ ମଧ୍ୟ ବରଫତଳେ ଚାପି ହୋଇଯିବା କୁହାଯାଉଛି ।…