Daily Archives

January 17, 2019

ସଙ୍କଟରେ ପ୍ରଦେଶ କଂଗ୍ରେସ ! ନିଲମ୍ବନ ପରେ ଯୋଗେଶ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ…

କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବିତ ହେବାପରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ଯୋଗେଶ କହିଛନ୍ତି ଯେ, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥି ପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି…

ପାଖାପାଖି ୭୦ କୋଟି ଇମେଲ୍ ଆଇଡି ହେଲା ହ୍ୟାକ୍ ! ତାଲିକାରେ ନାହିଁ ତ ଆପଣଙ୍କ ଆଇଡି, ଏଭଳି କରନ୍ତୁ ଚେକ୍ ।

ଅନେକ ସମୟରେ ଡାଟା ଲିକ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି । କିନ୍ତୁ ୨୦୧୯ ଆରମ୍ଭରୁ ଏକ ବଡ ଧରଣର ଡାଟା ଲିକ୍ ହୋଇଥିବା ଜଣାପଡିଛି । ରିସର୍ଚ୍ଚର ଟ୍ରୋଏ ହଣ୍ଟ ମୁତାବକ, ସମଗ୍ର ଦୁନିଆରେ ୭୭.୩ କୋଟି ଇମେଲ ଆଇଡି ହ୍ୟାକ୍ ହୋଇଛି। ଏଥିସହିତ ପାଖାପାଖି ୨.୧ କୋଟି ପାସଓ୍ଵାର୍ଡ ବି ହ୍ୟାକ୍…

କଂଗ୍ରେସରୁ ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ । ଦଳ ବିରୋଧୀ ମନ୍ତବ୍ୟକୁ ନେଇ ହେଲା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : କଂଗ୍ରେସ ପାଇଁ ବଢ଼ିଲା ଅଡୁଆ । କଂଗ୍ରେସରୁ ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଯୋଗେଶ । ଏନେଇ ପିସିସି ଶୃଙ୍ଖଳା କମିଟି ବୈଠକ ପରେ ନିଷ୍ପତି ନିଆଯାଇଛି । ଗତକାଲି ଝାରସୁଗୁଡ଼ା…

କଂଗ୍ରେସ ସହ ମେଂଟ ପାଇଁ ବୈଜୟନ୍ତଙ୍କ ଦିଲ୍ଲୀ କାର୍ଡ ! ପାୱାରଫୁଲ ରାଜ୍ୟସଭା ସାଂସଦଙ୍କ ସହ ରଣନୀତି ନେଇ ଚର୍ଚ୍ଚା ।

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ବୈଜୟନ୍ତ ପଣ୍ଡାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନୂଆ ସମୀକରଣର ଦିଗ ସାମ୍ନାକୁ ଆସିଛି । ବିଜେପିକୁ ଯିବାର ସମ୍ଭାବନା ମଉଳିଯିବା ପରେ ବୈଜୟନ୍ତ, କଂଗ୍ରେସ ଶିବିର ସହ ଲଗାତର ଭାବେ ସଂପର୍କ ଥିବା ଚର୍ଚ୍ଚା ହେଉଛି ।…

ନୂଆ ବିଜେପି ବନାମ ପୁରୁଣା ବିଜେପି ! କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲା ଚେତାବନୀ ଦେଲେ ଅନୁଗୁଳ ବିଜେପି ନେତା ।

କନକ ବ୍ୟୁରୋ: ବିଜେପିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ । ବିଜେପିର ଅନୁଗୁଳ ଜିଲ୍ଲା ସଂଗଠନରେ ‘ନୂଆ-ପୁରୁଣା’ ବିବାଦକୁ ନେଇ କୁହୁଳିଥିବା ନିଆଁ ଆଜି ବିସ୍ଫୋରକ ରୂପ ନେଇଛି। କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଯୁବନେତା ପ୍ରତାପ ପ୍ରଧାନଙ୍କ ବିରୋଧରେ ଦଳର ପୁରୁଖା ନେତାମାନେ ବିଷ ଓଗାଳୁଥିବା…

ଅମିତ ଶାହାଙ୍କ ପ୍ରତି କଂଗ୍ରେସ ନେତାଙ୍କ ଅଶାଳୀନ ମନ୍ତବ୍ୟ ! ଚିହିଁକି ଉଠିଲା ବିଜେପି ।

କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ବିକେ ହରିପ୍ରସାଦ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ହରିପ୍ରସାଦ କହିଛନ୍ତି, କଂଗ୍ରେସର କିଛି ବିଧାୟକ ଯେଉଁମାନେ ବିଜେପିରେ ମିଶିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ…