Daily Archives

January 16, 2019

ମା’କୁ ପ୍ରେମ, ପୁଅକୁ ହତ୍ୟା! ପ୍ରେମ ନିବେଦନ କରି ବିଫଳ ହେବା ପରେ ସର୍ମ୍ପକୀୟ ମାମୁର ବିଭତ୍ସକାଣ୍ଡ

କନକ ବ୍ୟୁରୋ : ପ୍ରଥମେ ଏକତରଫା ପ୍ରେମ ଆଉ ତାପରେ ପ୍ରେମକୁ ସଫଳ କରିବା ପାଇଁ ରାସ୍ତାରୁ ହଟାଇ ଦେଲେ ୭ବର୍ଷର ଶିଶୁକୁ । ବ୍ରହ୍ମପୁରରେ ୭ବର୍ଷର ଶିଶୁକୁ ଅପହରଣ ଓ ହତ୍ୟା ଘଟଣାରେ ଆସିଛି ଏଭଳି ଚାଂଚଲ୍ୟକର ସତ । ପ୍ରେମରେ ଶିଶୁ ବାଧକ ସାଜିବ ଆଶଙ୍କାରେ ଅଭିଯୁକ୍ତ, ଶିଶୁଟିକୁ ପ୍ରଥମେ ଅପହରଣ…

କଂଗ୍ରେସକୁ ବାଏ ବାଏ କଲେ ନବ, ୨୪ରେ ମିଳିବ ନୂଆ ଠିକଣା! କହିଲେ, ଦଳ ପାଇଁ ନୁହେଁ ଲୋକଙ୍କ ପାଇଁ ଜିତୁଥିଲି

କନକ ବ୍ୟୁରୋ : ଯେଉଁ ଖବରକୁ ନେଇ କିଛି ମାସ ହେଲା କଂଗ୍ରେସ ଶିବିରରେ କମ୍ପନ ହେଉଥିଲା, ସେହି କମ୍ପନରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ । ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷଙ୍କ…

ଚହଳ ପକାଇଲା ‘କାଳିଆ’, ସାରା ରାଜ୍ୟରେ ବଢୁଛି ଚାହିଦା! ଆବେଦନକାରୀଙ୍କ ସଂଖ୍ୟା ୬୦ ଲକ୍ଷରେ ପହଞ୍ଚିଲା, ୨୫ରେ ଆସିବ…

କନକ ବ୍ୟୁରୋ : କାଳିଆ ଯୋଜନାରେ ବର୍ତମାନ ସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା ୬୦ ଲକ୍ଷରେ ପହଞ୍ଚିଛି । ବର୍ତମାନ ଆବଦେନକାରୀଙ୍କ ଅନୁଧ୍ୟାନ କରାଯାଉଛି । ବ୍ଲକ ଅନୁଯାୟୀ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଛି । ୨୧ ଓ ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏବଂ ୨୫ ତାରିଖରେ…

ତିଆରି ହେବ ପତଞ୍ଜଳି ବୈଦିକ ବିଶ୍ୱବିଦ୍ୟାଳୟ ! ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଲେ ବାବା…

କନକ ବ୍ୟୁରୋ : ମୋଦି ସରକାର କେନ୍ଦ୍ରୀୟ ସ୍ତରରେ ବୈଦିକ ବିଶ୍ୱିବିଦ୍ୟାଳୟ ସ୍ଥାପନା କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ବାବା ରାମଦେବ ଏହି ବିଶ୍ୱବିଦ୍ୟାଳୟ ସଂଚାଳନ କରିବେ ବୋଲି ଶୁଣିବା ପାଇଁ ମିଳୁଛି । ଗତ ସପ୍ତାହରେ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ! ମହିଳା ଓ ଶିଶୁ ବିକାଶ ପାଇଁ ସରକାରଙ୍କ ଗୁରୁତ୍ୱ, ଆଣିଲେ ଚାକିରୀ ସୁଯୋଗ।

କନକ ବ୍ୟୁରୋ: ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଘୋଷଣା । ସିଡ଼ିପିଓ, ସବ୍-ଡ଼ିଭିଜନ୍ ଏବଂ ଜିଲ୍ଲା ସ୍ତରରେ ୯୩ଟି ନୂତନ ପ୍ରୋଗ୍ରାମ୍ ଅଫିସର ପଦବୀ ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି । ଏହାସହ ରାଜ୍ୟ ସ୍ତରରେ ଦୁଇଟି ଉପ ନିର୍ଦ୍ଦେଶକ ଏବଂ ଦୁଇଟି ଉପ-ସଚିବ ପଦବୀ…

OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ! ପୂରା ଘଟଣା ସର୍ମ୍ପକରେ…

ଓଟିଇଟି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଓ ଭାଇରାଲ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି । ଚିଠିରେ ପୂରା ଘଟଣା ସର୍ମ୍ପକରେ କ୍ରାଇମବ୍ରାଞ୍ଚକୁ ଅବଗତ କରିଛନ୍ତି ବୋର୍ଡ ସଭାପତି । ଏହାପୂର୍ବରୁ…