Daily Archives

January 15, 2019

ମୋଦିଙ୍କ ନିର୍ବାଚନୀ ଥୋପ ! ବିନା ସୁଧରେ ଚାଷୀଙ୍କୁ ମିଳିବ ୩ଲକ୍ଷ ପର୍ଯ୍ୟନ୍ତ ଋଣ, ଶେଷ ବଜେଟରେ କୃଷଙ୍କୁ ଦେଇପାରନ୍ତି…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଶେଷ ତଥା ଅନ୍ତରୀଣ ବଜେଟରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରି ପାରନ୍ତି ମୋଦି । କୃଷକ ପାଇଁ ନିର୍ବାଚନୀ ଥୋପ ଦେଇ କୃଷି କ୍ଷେତ୍ର ପାଇଁ ଏନଡିଏ ସରକାର ଏକ ନୂତନ ଯୋଜନା ଆଣିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଯାହାଦ୍ୱାରା ବିନା ସୁଧରେ କୃଷକଙ୍କୁ ଋଣ…

ୱିକେଟ୍ ପଛରେ ଧୋନୀଙ୍କ କରିସ୍ମା ! ବିଜୁଳୀ ବେଗରେ କଙ୍ଗାରୁ ଖେଳାଳୀଙ୍କୁ କଲେ ଆଉଟ୍, ଦେଖନ୍ତୁ ଭିଡିଓ । 

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଦଳକୁ ମାତ ଦେଇଛି ବିରାଟ ବ୍ରିଗେଡ୍ । ତେବେ ଏହି ମ୍ୟାଚ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୱିକେଟ ପଛରେ ପୁଣି ଥରେ…

ଓଡିଶା ମାର୍କେଟରେ କୋଲକାତା କଏନ । ବସରେ ଭୁବନେଶ୍ୱରକୁ ଆସୁଛି ଲକ୍ଷାଧିକ ଟଙ୍କାର ବସ୍ତା ବସ୍ତା ଖୁଚୁରା

କନକ ବ୍ୟୁରୋ: ଓଡିଶା ମାର୍କେଟରେ କୋଲକତା କଏନ । ଓଡିଶାକୁ ରପ୍ତାନୀ ହେଉଛି ବସ୍ତା ବସ୍ତା ଖୁଚୁରା । କୋଲକତାରୁ ଏକ ବସରେ ଭୁବନେଶ୍ୱରକୁ ବସ୍ତା ବସ୍ତା ଖୁଚୁରା ଆସୁଥିବା ବେଳେ ଆଜି ଜବତ କରିଛି ଆୟକର ବିଭାଗର ଜିଏସଟି ଡିପାର୍ଟମେଂଟ । ବସର ଉପରେ ଓ ଭିତରେ ପାଖାପାଖି ୨୦ରୁ ଅଧିକ ଅଖା ବସ୍ତା…

ନାଗା ସାଧୁଙ୍କ ରହସ୍ୟମୟ କାହାଣୀ! ନିଜ ପିଣ୍ଡଦାନ ନିଜେ କରିଥାନ୍ତି, ହିମାଳୟର ବରଫପାତରେ ନଗ୍ନ ହୋଇ କରିଥାନ୍ତିତପସ୍ୟା

ଦେଶର ସବୁଠୁ ବଡ ମେଳା ତଥା ହିନ୍ଦୁ ଆସ୍ଥାର ସବୁଠୁ ବଡ ମେଳା କୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ର୍ରୟାଗରାଜରେ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତି ଅବସରରେ ହିନ୍ଦୁ ଧର୍ମର ସାଧୁ ସନ୍ୟାସୀ ମାନେ ପ୍ରଥମ ସାହି ସ୍ନାନ ପାଇଁ ଏଠାରେ ପହଞ୍ଚିଛନ୍ତି । କୁହାଯାଏ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ଏହି…

ବାଃ ବାଃରେ ସର୍ବଶିକ୍ଷା ଅଭିଯାନ: ଦଦରା ଚାଳ ଛପର ଘରେ ଚାଲିଛି ଭବିଷ୍ୟତ ଗଢା; ଗୋଟିଏ ଘରେ ସକାଳେ ଅଙ୍ଗନବାଡି ୧୦ଟାରୁ…

କନକ ବ୍ୟୁରୋ: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସର୍ବଶିକ୍ଷା ଅଭିଯାନ ନାମରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ଲକ୍ଷ୍ୟ ସଭିଏଁ ପଢିବେ ସଭିଏଁ ବଢିବେ । ଅର୍ଥାତ କେହି ନିରକ୍ଷର ରହିବେ ନାହିଁ । ମାତ୍ର…

କ’ଣ ଏହି ହନିଟ୍ରାପ ! କାହିଁକି ଏଥିରେ ଫସୁଛନ୍ତି ଭାରତୀୟ ଯବାନ ! ଜାଣନ୍ତୁ କ’ଣ କହୁଛି ସେନାର ଗାଇଡଲାଇନ୍ ।

ହନିଟ୍ରାପ ଏମିତି ଏକ ପ୍ରକ୍ରିୟା ଅଟେ, ଯାହା ଜରିଆରେ ଯେକୌଣସି ମହିଳା କୌଣସି ଏକ ଉଦ୍ଦେଶ୍ୟ ନେଇ ରୋମାଣ୍ଟିକ୍ କିମ୍ବା ଅବୈଧ ସମ୍ବନ୍ଧ ଜରିଆରେ କୌଣସି ବ୍ୟକ୍ତିଙ୍କ ସୂଚନା ବାହାର କରିବାଠାରୁ ଆରମ୍ଭ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରିପାରିବେ । ତେବେ ଇଣ୍ଟେଲିଜେନ୍ସ ଏଜେନ୍ସି ଗୁଡିକ ଏହାର…