Daily Archives

January 15, 2019

ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କଲା ବିଜେଡି । କିଏ ହଟିଲେ, କିଏ ଫେରିଲେ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ ।

କନକ ବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ଏଥିରେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହି କ୍ରମରେ ଦଳର ଉପସଭାପତି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର…

ମିଶନ ଶକ୍ତି ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ବୁଲିବ ୬୦ଟି ରଥ, ବିଭିନ୍ନ ଯୋଜନା…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମିଶନ ଶକ୍ତି ରଥର ଶୁଭାରମ୍ଭ କରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର ପାଇଁ ସ୍ୱତନ୍ତ୍ର ଏଲଇଡି ସଂଲଗ୍ନ ଗାଡି ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳକୁ ଯାତ୍ରା କରି ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର…

ଚାଷୀଙ୍କୁ ନେଇ ପାଠଶାଳା । ତାଲିମ୍ ସହ ଆୟକୁ ବହୁଗୁଣା କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ କୃଷି ଓଡିଶା କାର୍ଯ୍ୟକ୍ରମ ।…

କନକ ବ୍ୟୁରୋ: ଚାଷୀଙ୍କୁ ନେଇ ପାଠଶାଳା । ଚାଷୀଙ୍କୁ ତାଲିମ୍ ଏବଂ ଚାଷୀଙ୍କ ଆୟକୁ ବହୁଗୁଣା କରିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଉଦ୍ଘାଟିତ ହୋଇଛି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ- କୃଷି ଓଡ଼ିଶା । ଯେଉଁଥିରେ ଉନ୍ନତ ପ୍ରଣାଳୀରେ କୃଷକ କେମିତି, ଚାଷ କରିପାରିବେ, କେମିତି…

ନିର୍ବାଚନ ପୂର୍ବରୁ ବଦଳୁଛି ପ୍ରଧାନମନ୍ତ୍ରୀଙ୍କ ଷ୍ଟାଇଲ । ବଲାଙ୍ଗୀର ସଭାରେ ନବୀନ ସରକାରଙ୍କୁ କଲେ ମୃଦୁ ସମାଲୋଚନା ।…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବଦଳୁଛି କି ମୋଦିଙ୍କ ଷ୍ଟାଇଲ । ଉପକୂଳରୁ ଉତର ଦେଇ ପଶ୍ଚିମ ଓଡ଼ିଶାକୁ ପହଂଚିଲା ବେଳକୁ ଆହୁରି ନରମୀ ଯାଇଛି ମୋଦିଙ୍କ ଆଭିମୁଖ୍ୟ । ବାରିପଦା ଭଳି ଆଜି ବଲାଙ୍ଗୀରରେ ମଧ୍ୟ ମୋଦିଙ୍କ ଭାଷଣରେ ଦେଖିବାକୁ ମିଳିନି ବିଜେଡି ବିରୋଧୀ ସ୍ୱର । ନିର୍ବାଚନ ବର୍ଷରେ…

ବିଜୁ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି ! ପ୍ରବାଦ ପୁରୁଷଙ୍କ ଜୀବନଶୈଳୀ ନେଇ ଆସୁଛି ଚଳଚ୍ଚିତ୍ର ।

କନକ ବ୍ୟୁରୋ : ପରଦାକୁ ଆସିବ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ ଆଧାରିତ ଓଡିଆ ଚଳଚ୍ଚିତ୍ର । ବିଜୁଙ୍କ ଜୀବନୀ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ବୋଲି ଜଣାପଡିଛି । ଚଳଚ୍ଚିତ୍ରର ନାଁ ରଖାଯାଇଛି ‘ବିଜୁବାବୁ’ । ଆଉ ଏହି…

ତ୍ରିବେଣୀ ସଙ୍ଗମରେ ଭକ୍ତିର ବୁଡ ପକାଇବାକୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ହାଡଭଙ୍ଗା ଥଣ୍ଡାରେ ବି ମାଗଣା ଚା’ ପିଇବାକୁ…

ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ । ଆଜି କୁମ୍ଭମେଳାରେ ସକାଳୁ ସକାଳୁ ପ୍ରଥମ ସାହି ସ୍ନାନ କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସାହି ସ୍ନାନ ପାଇଁ ତ୍ରିବେଣୀ ସଂଗମରେ ପ୍ରବଳ ଭିଡ ହୋଇଛି । ହିନ୍ଦୁ ଆସ୍ଥାର ସବୁଠାରୁ ବଡ କୁମ୍ଭରେ ଲକ୍ଷ ଲକ୍ଷ ସାଧୁସନ୍ଥଙ୍କ ସମାଗମ ହୋଇଛି । ସଂଗମ ତଟରେ…