Daily Archives

January 14, 2019

କନ୍ଧମାଳରେ ନାବାଳିକା ମାତୃତ୍ୱ ପ୍ରସଙ୍ଗ । ନିଜ ଆଡୁ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ ଏନଏଚଆରସି ।

କନକ ବୁରୋ: କନ୍ଧମାଳ କୁମାରୀ ମାତୃତ୍ୱ ଘଟଣାରେ ଜାତୀୟ ମାନବ ଅଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ । ନିଜ ଆଡ଼ୁ ମାମଲା ରୁଜୁ କରି ନୋଟିସ୍ କଲେ ଏନଏଚଆରସି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାର ଜଡ଼ିତ ସମ୍ପୂର୍ଣ୍ଣ ରିପୋର୍ଟ ଏନଏଚଆରସିଙ୍କୁ ଦେବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ…

ନିଃସର୍ତ୍ତ କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ! ସିଓଏ କହିଲେ, କ୍ୟାରିୟର ଶେଷ ହେବା ପୂର୍ବରୁ…

ଶେଷରେ କ୍ଷମା ମାଗିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । ଏକ ଟେଲିଭିଜନ ସୋ’ରେ ମହିଳାଙ୍କ ସର୍ମ୍ପକରେ ଅଶାଳୀନ ମନ୍ତବ୍ୟ ଦେଇ ଭାରତୀୟ ଟିମରୁ ଯାଞ୍ଚ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିବା ହାର୍ଦ୍ଦିକ ଓ ରାହୁଲ ଆଜି ଏହି ଘଟଣାରେ ନିଃର୍ସତ କ୍ଷମା ପ୍ରାର୍ଥନା କରିଛନ୍ତି । ଏନେଇ…

୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଆୟକର ଛାଡ଼ ସୀମା !  ଏଥର ବଜେଟରେ ଘୋଷଣା କରିପାରନ୍ତି ମୋଦି ସରକାର

କନକ ବ୍ୟୁରୋ : ଆଉ ମାତ୍ର କିଛି ମାସର ବ୍ୟବଧାନ । ଆଉ ତା’ପରେ ୨୦୧୯ ଲୋକସଭା ନିର୍ବାଚନ । ଏପରିସ୍ଥଳେ କେନ୍ଦ୍ର ସରକାର ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ବଜେଟରେ ଆୟକର ରିହାତି ସୀମା ୨.୫ରୁ ବୃଦ୍ଧି…

ମିଳିଲା ଗୋଲଡେନ ବାବାର ୩ଶହ କୋଟି ଠକେଇର ସୁରାଗ ! ମୁମ୍ବାଇ, ଥାନେ, ଦିଲ୍ଲୀରେ ବି ବ୍ୟବସାୟୀଙ୍କୁ ଚୂନା ଲଗାଇଥିଲା ଠକ…

କନକ ବ୍ୟୁରୋ : ଧୀରେ ଧୀରେ ଗୋଲଡେନ୍ ବାବାଙ୍କ ଗୁମର ଖୋଲିବାରେ ଲାଗିଛି । ରିମାଣ୍ଡରେ ଆଣି ଜେରା କରିବା ପରେ କ୍ରାଇମବ୍ରାଂଚକୁ ମିଳିଛି ବଡ଼ ତଥ୍ୟ । ଇଓଡବ୍ଲୁ ଜାଣିବାକୁ ପାଇଛି, ଦିଲ୍ଲୀ, ଥାନେ ଓ ମୁମ୍ବାଇରେ ମଧ୍ୟ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କାର ଚୂନା ଲଗାଇଛି ଏହି ଫ୍ରଡ୍ ମାଷ୍ଟର ।…

ଏଣିକି ୧୫୩ ଟଙ୍କାରେ ଦେଖିବେ ୧୦୦ଟି ଚ୍ୟାନେଲ ! ଟିଭି ଗ୍ରାହକଙ୍କ ପାଇଁ ନୂଆ ନିୟମ ଆଣିଲା ଟ୍ରାଇ ।

କନକ ବ୍ୟୁରୋ : ଟିଭି ଦର୍ଶକଙ୍କ ପାଇଁ ଟ୍ରାଇ ଆଣିଲା ନୂଆ ନିୟମ । ଟ୍ରାଇର ନୂଆ ନିୟମ ଅନୁସାରେ ୧୫୩ ଟଙ୍କା ଦେଇ ଶହେଟି ଚ୍ୟାନେଲ ଦେଖିହେବ । ଏଥିରେ ଶହେଟି ଫ୍ରି ଏବଂ ପେ ଚ୍ୟାନେଲ ରହିବ । ଦର୍ଶକ ନିଜ ମନ ପସନ୍ଦର ଚ୍ୟାନେଲ ଚୟନ କରିପାରିବେ । ତେବେ ପେ ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ଟଙ୍କା…

କର୍ଣ୍ଣାଟକରେ ସରକାର ଭାଙ୍ଗିବାକୁ ବିଜେପିର ଉଦ୍ୟମ ! କ’ଣ କରିବେ କୁମାରସ୍ୱାମୀ, ଘନାଉଛି କର୍ଣ୍ଣାଟକ ସଙ୍କଟ ।

ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାର । ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ କର୍ଣ୍ଣାଟକ ସରକାର ୩ଜଣ କଂଗ୍ରେସ ବିଧାୟକ ଏବେ ବିଜେପି ସହ ହାତ ମିଳାଇଥିବା ଚର୍ଚ୍ଚା ଜୋରଧରିଛି । ତେବେ ଯଦି ଏହା ସତ ହୁଏ ଖୁବ୍ ଶୀଘ୍ର କର୍ଣ୍ଣାଟକ କଂଗ୍ରେସ-ଜେଡ଼ିଏସ ସରକାରଙ୍କ ପାଇଁ ସତର୍କ ଘଣ୍ଟି କହିଲେ…