Daily Archives

January 12, 2019

ଦିଲ୍ଲୀରେ ମନ୍ଥନ, ଉତ୍ତର ପ୍ରଦେଶରେ କମ୍ପନ । ବିଜେପି ବିରୋଧରେ ୟୁପିରେ ଆସନ ବୁଝାମଣା କଲେ ଏସପି ଓ ବିଏସପି

କନକ ବ୍ୟରୋ:  ଦୀର୍ଘଦିନର ମତଭେଦକୁ ଭୁଲି ହାତ ମିଶାଇଛନ୍ତି ଏସପି ଓ ବିଏସପି । ଉତର ପ୍ରଦେଶରେ ମୋଦି ବିରୋଧରେ ମହାମେଂଟ କରିଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି । ଆସନ୍ତା ସାଧାରଣ ନିର୍ବାଚନରେ ଉଭୟ ଦଳ ସମାନ ସଂଖ୍ୟକ ୩୮ଟି ଲେଖାଏଁ ଆସନରେ ଲଢିବେ । ତେବେ ମହାମେଂଟରୁ…

ଏଣିକି ଗରିବ ସବର୍ଣ୍ଣଙ୍କୁ ମିଳିବ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ । ଆଇନରେ ପରିଣତ ହେଲା କୋଟା ବିଲ୍

କନକ ବ୍ୟରୋ: ଏଣିକି ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ମିଳିବ ସଂରକ୍ଷଣ । କେନ୍ଦ୍ର ସରକାରଙ୍କ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ରସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭା ଓ ରାଜ୍ୟସଭାରେ ବିପୁଳ ସମର୍ଥନ ହାସଲ କରି ପାରିତ…

୨୫ରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ! ତମାଣ୍ଡୋରେ ହେବ ବିଶାଳ ସମାବେଶ ।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରତିଯୋଗିତା ସେତେ ବଢି ବଢି ଚାଲିଛି । ଯଦି ରାଜ୍ୟ ରାଜନୀତି ଉପରେ ନଜର ପକାଇବା ତେବେ ଓଡିଶା ଦଖଲ କରିବାକୁ ବିଜେଡି ସମେତ ବିଜେପି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଲେଣି । ରାଜ୍ୟରେ ବିଜେପିର…

ଅଙ୍ଗନୱାଡ଼ିଙ୍କ କର୍ମୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ପାରିଶ୍ରମିକ, ଅବସର ବୟସ ସୀମା ।

କନକ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି ଏବଂ ସହାୟିକାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି । ଅଙ୍ଗନୱାଡ଼ିଙ୍କ ମାସିକ ଦରମା ୬ ହଜାରରୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାସହ ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫…

୧୪ ଶହ ବର୍ଷ ପରେ ବଦଳିଲା ଟୁଥବ୍ରଶର ଡିଜାଇନ୍ ! ଏଣିକି ବଟନ ଦବାଇବା କ୍ଷଣି ମାତ୍ର ୧୦ ସେକେଣ୍ଡରେ ସଫା ହେବ ଦାନ୍ତ

ଆମେରିକାର ଲାସ୍‌ଭେଗାସ୍‌ରେ ଚାରିଦିନ ହେବ ଚାଲିଥିବା କଞ୍ଜୁମର ଇଲେକ୍ଟ୍ରିନିକ୍‌ ସୋ’ (ସିଇଏସ୍‌)ରେ ଫ୍ରେଞ୍ଚ୍‌ କମ୍ପାନି ଫାଷ୍ଟିସ୍‌ ନୂଆ (ଓ୍ଵାଇ) ଆକାର ଡିଜାଇନ୍‌ ସହିତ ଏମିତି ଏକ ଇଲେକ୍ଟ୍ରିକ ଟୁଥ୍‌ବ୍ରସ୍‌ ଲଞ୍ଚ କରିଛି ଯାହା ୧୦ମିନିଟ୍‌ ମଧ୍ୟରେ ଦାନ୍ତକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କାର…

ସଫଳତାର ଆଉ ଏକ ମାଇଲ୍ ଖୁଂଟ ଛୁଇଁଲେ ଧୋନୀ ! ଦିନିକିଆରେ ପୂରଣ କଲେ ୧୦ ହଜାର ରନ୍ । 

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଦିନିକିଆରେ ଧୋନି ନିଜର ବହୁ ପ୍ରତିକ୍ଷୀତ ୧୦,୦୦୦ ରନ୍ ପୂରଣ କରିଛନ୍ତି । ଧୋନିଙ୍କ ବ୍ୟାଟରୁ ଏହା ଦେଖିବା ପାଇଁ କୋଟି କୋଟି କ୍ରିକେଟ…