Daily Archives

January 12, 2019

‘କାଳିଆ’ ଦ୍ୱନ୍ଦ ଦୂର କରିବାକୁ ସରକାରଙ୍କ ତତ୍ପରତା । କାଲିଠାରୁ ‘କାଳିଆ’ କଲ୍ ସେଣ୍ଟରେ ମିଳିବ ୨୪ ଘଣ୍ଟିଆ ସେବା ।

କନକ ବ୍ୟୁରୋ: ଆଉ ହେବ ନାହିଁ ‘କାଳିଆ’ ପାଇଁ ଦ୍ୱନ୍ଦ! କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘କାଳିଆ’ର ସଫଳ ରୂପାୟନ ପାଇଁ ଆସନ୍ତାକାଲି ଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ‘କାଳିଆ’ କଲ୍ ସେଣ୍ଟର । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ କଲ୍ ସେଣ୍ଟର ପାଇଁ…

ବଦଳିବ କି ଓଡିଶା ରାଜନୀତିର ସମୀକରଣ ? ବିଜୟ, ପଂଚାନନ, ଦିଲ୍ଲୀପ ଓ ବୈଜୟନ୍ତଙ୍କୁ ନେଇ ବଢୁଛି ସସପେନ୍ସ ।

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ବଦଳୁଛି ରାଜ୍ୟ ରାଜନୀତିର ଦୃଶ୍ୟପଟ । ରାଜ୍ୟର କିଛି ଅଭିଜ୍ଞ ନେତା ନୂଆ ରଣନୀତି ଆପଣେଇବା ସମ୍ଭାବନା ବଢିବାରେ ଲାଗିଛି । ପଂଚାନନ କାନୁନଗୋଙ୍କ ଭଳି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିବା ନେତା କମ୍ ବ୍ୟାକ୍ କରିବା ଚର୍ଚ୍ଚା ହେଉଛି । ସେହିପରି…

ଗାନ୍ଧିଙ୍କୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ ! କଟକରେ ହୋଇଥିଲା ଗାନ୍ଧୀଙ୍କ ସଭା, ମଞ୍ଚ ଉପରକୁ କୁଲା ଫୋପାଡିଥିଲେ…

କନକ ବ୍ୟୁରୋ : ଲିଟେରାରୀ ଫେଷ୍ଟିଭାଲରେ ‘ଓଡ଼ିଶାରେ ଗାନ୍ଧୀ’ ଶୀର୍ଷକ ଆଲୋଚନାରେ ଆଜି ଏମିତି କିଛି ତଥ୍ୟ ସାମନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗାନ୍ଧୀଙ୍କ ଭଳି ରାଷ୍ଟ୍ରନେତା ମଧ୍ୟ ବିରୋଧ ଓ ପ୍ରତିବାଦର ସାମନା କରୁଥିଲେ । ଆଜି ନେତାଙ୍କୁ ବିରୋଧ କରିବା ପାଇଁ ଅଣ୍ଡା…

ନବରଙ୍ଗପୁରରେ ନାଟକୀୟ ଲୁଟ୍ ! ରୋଗୀ ବେଶରେ ଆସିଲେ, ଡାକ୍ତରଙ୍କ ବେକରେ ଭୁଜାଲି ଲଗାଇ ୪୦ ଲକ୍ଷ ଟଙ୍କା ଓ ୬ ଭରି ସୁନା…

କନକ ବ୍ୟରୋ:  ରୋଗୀ ବେଶରେ ଡାକ୍ତରଙ୍କୁ ଲୁଟିଲେ । ରାତି ଅଧରେ ନବରଙ୍ଗପୁରର ଜଣେ ଡାକ୍ତରଙ୍କ ଘରେ ଲୁଟେରା କଳାକନା ବୁଲାଇଦେଇଛନ୍ତି । ୪ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ଡାକ୍ତରଙ୍କ ଘରୁ ଟଙ୍କା, ସୁନା ଓ ମୋବାଇଲ ଲୁଟି ଫେରାର ହୋଇଯାଇଛନ୍ତି । ପଢନ୍ତୁ ଡାକ୍ତରଙ୍କ ଘରେ ଲୁଟର ପୁରା କାହାଣୀ ।…

ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ବଡ ଘୋଷଣା । ବଢିଲା ଅଙ୍ଗନୱାଡି କର୍ମୀଙ୍କ ପାରିଶ୍ରମିକ, ସେପଟେ ଆଗାମୀ ୨୬…

କନକ ବ୍ୟରୋ: ଆସନ୍ତା ୨୬ ତାରିଖ ସୁଦ୍ଧା ମିଳିବ କାଳିଆ ଯୋଜନା ଟଙ୍କା । ପ୍ରଥମ ପର୍ଯ୍ୟାୟ ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ । ୧୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଂଟକୁ ୨୬ ସୁଦ୍ଧା ଟଙ୍କା ଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ସେ…

୨୩ ବର୍ଷ ପରେ ହଟିଲା ଶତ୍ରୁତାର କଳାବାଦଲ ! ଏକାଠି ହେଲେ ଏସପି-ବିଏସପି ।

କନକ ବ୍ୟୁରୋ : ରାଜନୀତିରେ ସବୁଦିନ ପାଇଁ କେହି କାହାର ଶତ୍ରୁ ନୁହଁନ୍ତି, ଏସପି-ବିଏସପି ମହାମେଂଟ ପୁଣିଥରେ ଏହି ଉକ୍ତିକୁ ପ୍ରମାଣ କରିଛି । ପ୍ରାୟ ୨୩ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ସାପ-ନେଉଳ ସଂପର୍କ ଭଳି ରାଜନୀତିର ଦୁଇ ଶତ୍ରୁ । ଦୁଇ ଦଶନ୍ଧୀକୁ ଅଧିôକ କାଳ ତୀବ୍ର ରାଜନୈତିକ…