Daily Archives

January 11, 2019

ଉଦଘାଟନ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି, କଂସଙ୍କ ଅଟ୍ଟହାସ୍ୟରେ…

କନକ ବ୍ୟୁରୋ : ଉଦଘାଟିତ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ବରଗଡ ସାଂସଦ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ । ୧୧ ଦିନ ଧରି ବରଗଡରେ…

ବିଦେଶରୁ ଫେରିଲେ ‘କାଳିଆ’ ପାଇଁ ! ଗ୍ରୀନ୍ ଫର୍ମରେ ଆବେଦନ ପାଇଁ ପଂଚାୟତ ଅଫିସ ଆଗରେ ଲାଇନ ଲଗାଇଛନ୍ତି ଭିଟାମାଟି…

କନକ ବ୍ୟୁରୋ : କାଳିଆ ପାଇଁ ଗାଁକୁ ଫେରୁଛନ୍ତି ଲୋକ । ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାରେ ରହୁଥିବା ଓଡ଼ିଆ ଲୋକମାନେ ଏବେ କାଳିଆ ଯୋଜନାରେ ନିଜକୁ ପଂଜିକୃତ କରିବା ପାଇଁ ଗାଁକୁ ଫେରୁଥିବାର ଦେଖିବାକୁ ମୁଳୁଛି । ଜମିବାଡି ନଥିବା କୃଷି ଶ୍ରମିକଙ୍କ ପାଇଁ ଏହି ଯୋଜନାରେ ଆର୍ଥିକ ସହାୟତା…

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୧୫ରେ ଓଡ଼ିଶା ଆସିବେ ମୋଦି, ସାଥିରେ ଆଣିବେ ୧୫୫୦ କୋଟିର ପ୍ୟାକେଜ ।

କନକ ବ୍ୟୁରୋ: ପୁଣି ପ୍ୟାକେଜ ନେଇ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଲୋକସଭା ନିର୍ବାଚନକୁ ଆଉ କେଇମାସ ବାକି ରହିଥିବାବେଳେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ । ଏହି ମର୍ମରେ ଜାତୀୟଦଳ ଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ପର୍ଯ୍ୟନ୍ତ ଅଙ୍କ କଷା କଷି ଆରମ୍ଭ କରିସାରିଲେଣି ।…

ମୋଦିଙ୍କ ବୟାନ ଦେଲା ବଡ ସଂକେତ! ୨୦୧୯ ପୂର୍ବରୁ ପୁରୁଣା ସାଥୀଙ୍କୁ ଖୋଜୁଛି ବିଜେପି, ଜାଣନ୍ତୁ ସମ୍ଭାବ୍ୟ ତାଲିକାରେ…

କନକ ବ୍ୟୁରୋ : ପୁରୁଣା ସାଥୀ ଖୋଜୁଛି ବିଜେପି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ସଂକେତ । ରାଜନୈତିକ ଦଳ ଗୁଡ଼ିକ ପାଇଁ ଏନ୍ଡିଏର ଦ୍ୱାର ଖୋଲା ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ତାମିଲନାଡୁର କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି…

ୱିକିପିଡିଆରେ ନିଜ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କିନ୍ତୁ ଅନଭିଜ୍ଞ ଥିବା ଯୋଗୁଁ କରିପାରୁନଥିଲେ , ଏହି…

ୱିକିପିଡିଆ ହେଉଛି ଏଭଳି ଏକ ୱେବସାଇଟ୍ ଯେଉଁଠାରେ ବଡ ବଡ ବ୍ୟକ୍ତିତ୍ୱ ଏବଂ ସବୁ ଜିନିଷ ବିଷୟରେ ବିସ୍ତୃତ ବିବରଣୀ ମିଳିଯାଏ । ଏଥିରେ ବିଭିନ୍ନ ପ୍ରକାର ଲେଖା ଥାଏ ଯେଉଁଥିରେ ଯେ କୌଣସି ବ୍ୟକ୍ତି ନିଜ ବିଷୟରେ ହେଉ କିମ୍ବା କୌଣସି ସ୍ଥାନ ହେଉ ସବୁ ବିଷୟରେ ଲେଖିପାରିବ ଏବଂ ତାକୁ ଏଡିଟ୍ ମଧ୍ୟ…

ସସପେଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ! ଯାଞ୍ଚ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ କ୍ରିକେଟ

ଭାରତୀୟ ଦଳକୁ ଶକ୍ତ ଝଟକା । ସସପେଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । କେବଳ ମ୍ୟାଚ୍ ନୁହେଁ ବରଂ ଯାଞ୍ଚ ପର୍ଯ୍ୟନ୍ତ କ୍ରିକେଟ ଖେଳିପାରିବେ ନାହିଁ ଏହି ଦୁଇ ଖେଳାଳି । ଯେଉଁଥିପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜରୁ ବାଦ୍ ପଡିବେ ।…