Daily Archives

January 7, 2019

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର ! ପ୍ରାୟ ୨୨ ଦିନ ଧରି ଆଂଶିକ ରୂପେ ବନ୍ଦ ରହିବ ମୁମ୍ବାଇ ବିମାନ ବନ୍ଦର

ଆଗାମୀ ୨ ମାସ ମଧ୍ୟରେ ମୁମ୍ବାଇରୁ କିମ୍ବା ମୁମ୍ବାଇକୁ ବିମାନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେବେ । କାରଣ, ମୁମ୍ବାଇ ବିମାନ ବନ୍ଦର ଫେବ୍ରୁଆରିରୁ ମାର୍ଚ ଭିତରେ ୨୨ ଦିନ ଧରି ଦିନକୁ ୬ ଘଣ୍ଟା ଲେଖାଏ ବନ୍ଦ ରହିବ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ…

ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ମାଷ୍ଟରଷ୍ଟ୍ରୋକ୍! ଗରିବ ଉଚ୍ଚବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ…

କନକ ବ୍ୟୁରୋ : ନିର୍ବାଚନ ବର୍ଷରେ ମୋଦି ମାରିଛନ୍ତି ମାଷ୍ଟରଷ୍ଟ୍ରୋକ୍ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଉଚ୍ଚ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣକୁ ମୋଦି କ୍ୟାବିନେଟ୍ ମୋହର ମାରିଛି । ଆସନ୍ତାକାଲି ଶୀତ ଅଧିବେଶନର ଶେଷ ଦିନରେ ଏସମ୍ପର୍କିତ ବିଧେୟକ ସଂସଦରେ ଆସିପାରେ । ମୋଟ ସଂରକ୍ଷଣ ୫୦…

ମିଶନ ୧୯ ! ଭୁବନେଶ୍ୱର ଲୋକସଭା ଆସନ ପାଇଁ ବଳ କଷୁଛି ବିଜେପି, ବିଜେଡି ଡ଼ଙ୍ଗାକୁ ପାରି କରିବେ ବାବା ପାଟ୍ଟଶାଣୀ ।

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିରୋଧୀ ଦଳମାନେ ରାଜନୈତିକ ଗୋଟି ଚାଳନା କରୁଛନ୍ତି । କାହା କ୍ୟାମ୍ପରେ ରୁଦ୍ଧଦ୍ୱାରା ବୈଠକ ତ ଆଉ କାହା ଶିବିରରେ ଚାଲିଛି ନିର୍ବାଚନୀ ଅଙ୍କ କଷା । ଏସବୁ ମଧ୍ୟରେ ରାଜ୍ୟ ରାଜନୀତିର ହୃତପିଣ୍ଡ କୁହାଯାଉଥିବା ଭୁବନେଶ୍ୱର…

ଆସନ୍ତାକାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଛୁଟି । ବୁଧବାର ଛୁଟି ରହିବ କି ନାହିଁ ଆସନ୍ତାକାଲି ନିଆଯିବ ନିଷ୍ପତି ।

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ । କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି…

ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି । କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି…

କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି । କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ବନ୍ଦ ଡାକରା ଯୋଗୁଁ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରରାଯାଇଛି । ଏନେଇ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଟ୍ରେଡ ୟୁନିୟନର ଦୁଇ…

ରାସ୍ତା କଡ଼ରେ ବୃକ୍ଷରୋପଣ କରିବା ପରିବର୍ତ୍ତେ ଲଗାନ୍ତୁ ହେଜ୍ (ସବୁଜ ବାଡ଼), ୬୩ ପ୍ରତିଶତ କମ୍ ହେବ ପ୍ରଦୂଷଣ 

କନକ ବ୍ୟୁରୋ : ବାୟୁ ପ୍ରଦୂଷଣ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଶିଳ୍ପାୟନ, ସହରୀକରଣ, ଆଧୁନିକୀରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଆଗାମୀ ଦିନରେ…