Daily Archives

January 6, 2019

ମହଙ୍ଗା ପଡ଼ିଲା ବିବାଦୀୟ ବୟାନ, ପଦ ଛାଡିଲେ ମହାରଥୀ! ଦ୍ୱିତୀୟ ଥର ପାଇଁ ମନ୍ତ୍ରୀପଦ ନେଲା ପିପିଲି ହତ୍ୟା ମାମଲା

କନକ ବ୍ୟୁରୋ : ୨୦୧୯ରେ ୨୦୧୨ ଘଟଣାର ପୁନରାବୃତି । ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ପୁଣି ଥରେ ମନ୍ତ୍ରିପଦ ହରାଇଛନ୍ତି ପ୍ରଦୀପ ମହାରଥୀ । ମହାରଥୀଙ୍କୁ ଯେମିତି ସୁହାଉନି ମନ୍ତ୍ରୀ ପଦ । ବିରୋଧୀଙ୍କ ବାରମ୍ବାର ଇସ୍ତଫା ଦାବି ଏବଂ ପିପିଲି ଘଟଣାରେ ରାଜ୍ୟ ସରକାରଙ୍କୁ ମୋଦିଙ୍କ ସମାଲୋଚନା ପରେ…

ରାଜନୀତି କେଉଁଠି, କେମିତି? ପିପିଲି ପ୍ରସଙ୍ଗକୁ ନେଇ ହଟଚମଟ, ହେଲେ ଇତିଶ୍ରୀ ବେଳେ ଚୁପ୍ କାହିଁକି ?

କନକ ବ୍ୟୁରୋ : ପିପିଲି ପୀଡିତା ଘଟଣାରେ ବିବାଦୀୟ ବୟାନ ଦେଇ ମନ୍ତ୍ରୀପଦ ହରାଇଛନ୍ତି ପ୍ରଦୀପ ମହାରଥୀ । ଆଉ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ପକାଇଥିଲା ବିଜେପି । ଗୋଟିଏ ପଟେ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ପିପିଲି ପୀଡିତା ଘଟଣାରେ ରାଜରାସ୍ତାକୁ…

ଏସପିଙ୍କ ଘରେ ଆତ୍ମହତ୍ୟା । ମା’ ତାଗିଦ୍ କଲେ ବୋଲି, ଫ୍ୟାନରେ ଜିନ୍ସ ପ୍ୟାଣ୍ଟ ବାନ୍ଧି ଝୁଲିପଡିଲେ ଏସିପିଙ୍କ ୧୨…

କନକ ବ୍ୟୁରୋ : କମିଶନରେଟ୍ ପୋଲିସର ଏସିପି ସଂଜୀବ ଶତପଥୀଙ୍କ ମାତ୍ର ୧୨ ବର୍ଷର ପୁଅ ଆତ୍ମହତ୍ୟା କରିଦେଇଛି । ଏକ ସାମାନ୍ୟ କଥାରୁ କ୍ଷୁବ୍ଧ ହୋଇ ଏହି କିଶୋର ଜିନ୍ସ ପ୍ୟାଣ୍ଟକୁ ରଶି ବନାଇ ଫ୍ୟାନରେ ଝୁଲି ପଡିଥିଲା । ମାତ୍ର କେଇ ମିନିଟ୍ ଭିତରେ ଏସିପି ସଂଜୀବ ଶତପଥୀଙ୍କ ଖୁସିର ସଂସାର…

ଏପରି ଏକ ଦେଶ ଯେଉଁଠି ଏବେ ବି ଚାଲିଛି ବର୍ଷ ୨୦୧୨ ! ଅଜବ ରହସ୍ୟରେ ଭରିରହିଛି ଏହି ଦେଶ ।

୨୦୧୮କୁ ବିଦାୟ ଦେଇ ଆସିଛି ନୂଆବର୍ଷ ୨୦୧୯ । ଆଉ ନୂଆବର୍ଷକୁ ସ୍ୱାଗତ କରିବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପିକନିକର ମଜା । ଗୋଟିଏ ପଟେ ପୁରା ଦୁନିଆରେ ବର୍ଷ ୨୦୧୯ ଆରମ୍ଭ ହୋଇଯାଇଛି ଆଉ ଅନ୍ୟପଟେ ଏପରି ଏକ ଦେଶ ଅଛି, ଯେଉଁଠି ଏବେବି ଚାଲିଛି ବର୍ଷ ୨୦୧୧ । ଆଫ୍ରିକୀୟ ଦେଶ…

ହୁକିଟୋଲା ଡଙ୍ଗାବୁଡି ଘଟଣା ପରେ ବି ଭାଙ୍ଗୁନି ଲୋକଙ୍କ ନିଦ! ବିପଦ ସଂକୁଳ ଅବସ୍ଥାରେ କରୁଛନ୍ତି ଜଳଯାତ୍ରା, ମୃତ୍ୟୁକୁ…

କନକ ବ୍ୟୁରୋ : କେନ୍ଦ୍ରାପଡାରେ ମହାନଦୀରେ ଡଙ୍ଗାବୁଡି ୧୦ ଜଣ ଜୀବନ ହରାଇଲେ । ଦେଶୀ ଡଙ୍ଗାରେ ବିପଦଜନକ ଯାତ୍ରା, ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ନଥିବା ଏବଂ ପ୍ରଶାସନର ଅବହେଳାକୁ ଦାୟୀ କରାଗଲା ଦୁର୍ଘଟଣା ପାଇଁ । ହେଲେ ଏହି ଡଙ୍ଗାବୁଡିରୁ କଣ ଶିକ୍ଷା ମିଳିଲା । ରାଜ୍ୟର ଅନ୍ୟ ସ୍ଥାନରେ କେମିତି…

କଂଗ୍ରେସ ପ୍ରତି ଗରମ, ବିଜେଡି ପ୍ରତି ନରମ ! ସମୀକ୍ଷକ କହିଲେ, ଭବିଷ୍ୟତକୁ ଦେଖି ବର୍ତମାନ ଚୁପ୍ ରହିଲେ ମୋଦି

କନକ ବ୍ୟୁରୋ : ବାରିପଦା ସଭାରେ ମୋଦିଙ୍କ ଅଭିଭାଷଣକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚା-ଆଲୋଚନା । ରାଜନୈତିକ ସମୀକ୍ଷକ କହିଛନ୍ତି, କିଛି ମାସ ପରେ ସାଧାରଣ ନିର୍ବାଚନ, ମୋଦିଙ୍କୁ ରାଜ୍ୟରେ ଆଂଚଳିକ ଦଳର ସହଯୋଗ ଦରକାର ପଡିପାରେ । ତେଣୁ ମୋଦି ବିଜେଡି କିମ୍ବା ନବୀନଙ୍କୁ ସିଧାସଳଖ ଟାର୍ଗେଟ୍…