Daily Archives

January 3, 2019

ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି ସରକାର ଉପରେ ବିଜେପିର ଆକ୍ରମଣ! ପ୍ରେସମିଟ କରି ଅପରାଜିତା ବର୍ଷିଲେ, ଭିଡିଓ ଜାରି କରି…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ବିଜେଡି ସରକାର ଉପରେ ଆକ୍ରମଣ କରିଛି ବିଜେପି । ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରତି ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ…

ମୋଦିଙ୍କ ତଥ୍ୟକୁ ନବୀନଙ୍କ କାଉଣ୍ଟର ! ୨୦୧୪ ଏପ୍ରିଲରୁ ୨୦୧୮ ନଭେମ୍ବର, ଜଳସେଚନର ଗୋଟି ଗୋଟି ହିସାବ ଦେଲେ ନବୀନ

କନକ ବ୍ୟୁରୋ : ମୋଦିଙ୍କ ବାରିପଦା ଗସ୍ତର ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଜଳସେଚନ ନେଇ ମୋଦି ଦେଇଥିବା ତଥ୍ୟକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ । ମୋଦିଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ୨୦୧୪ ଏପ୍ରିଲରୁ…

ଏହି କମ୍ପାନୀରେ ଲାଗୁ ହେଲା ନୂଆ ନିୟମ : ଧୂମପାନ କରୁନଥିବା କର୍ମଚାରୀଙ୍କୁ ଦେବ ଅଧିକ ଛୁଟି 

ଯଦିି ଆପଣଙ୍କ ଅଫିସରେ ବି ଏହି ନିୟମ ଲାଗୁ ହୋଇଯାଏ କି ସିଗାରେଟ୍ ଟାଣୁନଥିବା କର୍ମଚାରୀଙ୍କୁ ସିଗାରେଟ୍ ଟାଣୁଥିବା କର୍ମଚାରୀଙ୍କ ଠାରୁ ଅଧିକ ଛୁଟି ମିଳିବ । ତେବେ କେମିତି ହେବ । ଏମିତି ହେବା ଦ୍ୱାରା ବୋଧହୁଏ କିଛି କର୍ମଚାରୀ ସିଗାରେଟ୍ ଟାଣିବା ଛାଡି ଦିଅନ୍ତି । ହୋଇପାରେ ଏହି ଖବର ପଢ଼ି…

ଦୁଇ ଭଉଣୀ ଟିକିଏ ସାହାସ ଦେଖାଇଲେ ବୋଲି …! ନଦୀ ଓ କୁମ୍ଭୀର ମୁହଁରୁ ବଞ୍ଚିଗଲା ୪୫ ଜଣଙ୍କ ଜୀବନ 

କନକ ବ୍ୟୁରୋ : ନଦୀରେ ଥଣ୍ଡା ପାଣି, ଆଉ ତାଭିତରେ କୁମ୍ଭୀର ଭୟ । ହେଲେ ଏହାକୁ ଖାତିର କରିନଥିଲେ ଦୁଇ ଭଉଣୀ । ମହାନଦୀରେ ଡଙ୍ଗା ବୁଡିଯିବା ପରେ ଅନ୍ଧାର ରାତିରେ ଦେବଦୂତ ସାଜି ଲୋକଙ୍କ ଜୀବନ ବଂଚାଇଥିଲେ ଦୁଇ ଝିଅ । ନିଜ ଜୀବନକୁ ପାଣି ଛଡାଇ ନଦୀ ଭିତରକୁ ଡେଇଁ ନବମ ଶ୍ରେଣୀରେ ପଢ଼ୁଥିବା…

ଏତେ ନିଷ୍ଠୁର ହୃଦୟ ! କାକୁତି ମିନତି ହୋଇ ମାଗୁଥିଲା ଜୀବନର ଭିକ, ତଥାପି ବି ଚୋର ସନ୍ଦେହରେ ବୃଦ୍ଧଙ୍କୁ ପିଟି ପିଟି…

ବିହାରର ଅରରିୟା ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିଥିବା ମାମଲା ସାମନାକୁ ଆସିଛି । ଅରରିୟା ଜିଲ୍ଲାର ସିକଟି ଥାନା କ୍ଷେତ୍ରରେ ସିମରବନୀ ଗାଁରେ ଶନିବାର ଦିନ ଏହି ଘଟଣା ଘଟିଛି । ରାତିରେ ପାଖାପାଖି ୩୦୦ ଜଣ ଲୋକଙ୍କ ଭିଡ ପଶୁ ଚୋରି ସନ୍ଦେହରେ ୫୫ ବର୍ଷୀୟଳ ବୃଦ୍ଧ କାବୁଲଙ୍କୁ…