Daily Archives

January 2, 2019

ବନ୍ଦେ ମାତରମକୁ ନେଇ ରାଜନୀତି ! ଗୀତକୁ ଅସ୍ଥାୟୀ ଭାବେ ରୋକ୍ ଲଗାଇଲେ କମଲନାଥ, ଟାର୍ଗେଟ କଲେ ବିରୋଧୀ ।

କନକ ବ୍ୟୁରୋ : ବନ୍ଦେ ମାତରମକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବନ୍ଦେ ମାତରମ ଗୀତକୁ ଅସ୍ଥାୟୀ ଭାବେ ରୋକ ଲଗାଇବା ପରେ ସେ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ…

ବର୍ଷ ଆରମ୍ଭରୁ ବଡ ଅଘଟଣ । ହୁକିଟୋଲାରୁ ବଣଭୋଜି ସାରି ଫେରୁଥିବା ବେଳେ ବୁଡିଲା ଡଙ୍ଗା, ୧ ମୃତ, ୭ରୁ ଅଧିକ ନିଖୋଜ ।…

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ବଡ ଅଘଟଣ । ବଣଭୋଜି ସାରି ଫେରୁଥିବା ବେଳେ ମଝି ନଈରେ ବୁଡିଲା ଡଙ୍ଗା । କେନ୍ଦ୍ରାପଡାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଡଙ୍ଗା ବୁଡି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,…

ରେମଣ୍ଡ କମ୍ପାନୀକୁ ନେଇ ବାପ-ପୁଅ ବିବାଦ ! ପୁଅ ଗୌତମକୁ କମ୍ପାନୀରୁ ବାହାର କରିବା ପାଇଁ ପଦକ୍ଷେପ ନେବେ ବିଜୟପତ…

କନକ ବ୍ୟୁରୋ : ରେମଣ୍ଡ କମ୍ପାନୀକୁ ନେଇ ବାପ-ପୁଅ ମଧ୍ୟରେ ବିବାଦ । ବିବାଦ ଏପରି ହୋଇଛି ଯେ ରେମଣ୍ଡ କମ୍ପାନୀରୁ ପୁଅ ଗୌତମ ସିଂଘାନିୟାଙ୍କୁ ବାହାର କରିବାକୁ ଚାହୁଁଛନ୍ତି ବାପା ବିଜୟପତ ସିଂଘାନିୟା । ସଂପତିକୁ ନେଇ ବାପ-ପୁଅଙ୍କ ମଧ୍ୟରେ ତିନି ବର୍ଷ ହେବ ଲାଗି ରହିଛି ବିବାଦ । ୨୦୧୫ରେ…

ଜାନୁଆରୀ ୫ : ମୋଦି ବନାମ ନବୀନ  । ବାରିପଦାରେ ସମାବେଶ କରିବେ ମୋଦି, ଅନ୍ୟପଟେ ନବୀନଙ୍କ କାର୍ଯ୍ୟକ୍ରମରେ ଏକାଠି ହେବେ…

କନକ ବ୍ୟୁରୋ : ମୋଦିଙ୍କ ବାରିପଦା ସମାବେଶ ବନାମ ନବୀନଙ୍କ ପୁରୀ କାର୍ଯ୍ୟକ୍ରମ । ଯାହାକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି । ଡିସେମ୍ବର ଶେଷ ସପ୍ତାହ ଭଳି ନୂଆବର୍ଷ ଆରମ୍ଭରୁ ଦେଖିବାକୁ ମିଳିବ ଦୁଇ ଦଳର ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଟକ୍କର । କାରଣ ଜାନୁଆରୀ ୫ ତାରିଖରେ ବାରିପଦା…

କେଉଁଠୁ ପ୍ରାର୍ଥୀ ହେବେ ପ୍ରଧାନମନ୍ତ୍ରୀ ? ରାଜ୍ୟ ବିଜେପି କହିଲା, ମୋଦି ପୁରୀରୁ ନିର୍ବାଚନ ଲଢିବାର ୯୦ ପ୍ରତିଶତ…

କନକ ବ୍ୟୁରୋ : ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ କେଉଁଠୁ ପ୍ରାର୍ଥୀ ହେବେ, ଏନେଇ ରହିଛି ସାରା ଦେଶର ନଜର । ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବା ନେଇ ଆଶାବାନ୍ଧି ବସିଛି ରାଜ୍ୟ ବିଜେପି । ନୂଆବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ସାକ୍ଷାତକାରରେ ଏହି ପ୍ରସଙ୍ଗ ସ୍ଥାନ…

ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ନିଧନ ! ୮୭ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ନିଧନ । ୮୭ ବର୍ଷ ବୟସରେ ବୁଧବାର ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସଚିନଙ୍କ ଗୁରୁ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଭାବେ ଗଢି ତୋଳିବା ପଛରେ ଆଚରେକରଙ୍କ ସବୁଠୁ ବଡ ଯୋଗଦାନ…