Daily Archives

January 1, 2019

ନେତାଙ୍କ ନାଁ ବିକି ନେତା ହେବାକୁ ସ୍ୱପ୍ନ ଦେଖୁଥିଲେ ଗୋଲଡେନ୍ ବାବା! ନୂଆବର୍ଷ ପୂର୍ବରୁ ଚାରିଆଡେ ଲଗାଇଥିଲେ ପୋଷ୍ଟର ଓ…

କନକ ବ୍ୟୁରୋ : ନେତାଙ୍କ ନାଁ ବିକି ନେତା ବନିବାକୁ ସ୍ୱପ୍ନ ଦେଖୁଥିଲେ ଗୋଲଡେନ୍ ବାବା । ନିର୍ବାଚନରେ ଠିଆ ହେବା ପାଇଁ ପ୍ରସ୍ତୁତି ବି କରୁଥିଲେ । ଏଥିପାଇଁ ନେତାଙ୍କ ଫଟୋ ଲଗାଇ ସେଥିରେ ନିଜ ଫଟୋ ରଖି ରାଜଧାନୀର ସାହି-ଗଳିରେ ଛାଇଦେଇଥିଲେ ପୋଷ୍ଟର ଆଉ ବ୍ୟାନର । ଏବେ ଏହି ଗୋଲଡେନ୍ ବାବାଙ୍କୁ…

କାବୁଲରେ ଜନ୍ମ, କାନାଡାରେ ମୃତ୍ୟୁ । କମେଡିଖାନ କାଦର୍ ଖାନଙ୍କ ମୃତ୍ୟୁରେ ପୁରା ବଲିଉଡରେ ଶୋକର ଛାୟା । 

କନକ ବ୍ୟୁରୋ: ଆର ପାରିରେ ବଲିଉଡ୍ ଭେଟରାନ୍ କଳାକାର୍ କାଦର୍ ଖାନ୍ । ୮୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କାନାଡାରେ ଏକ ଡାକ୍ତରଖାନାରେ ଚାଲିଥିଲା ତାଙ୍କ ଚିକିତ୍ସା । ଆଉ ତାଙ୍କ ଅନ୍ତିମ ଯାତ୍ରା ବି ସେଠାରେ ସମ୍ପନ୍ନ ହୋଇଛି । ବଲିଉଡର ଭେଟରାନ୍ କଳାକାର କାଦର୍ ଖାନ୍ । କମେଡି…

ଯାହା ହୋଇଛି ଭୁଲିଯିବା, ୧୯ରେ ସାଥୀ ହୋଇଯିବା! ଜାଣନ୍ତୁ କାହିଁକି ଗୋଟିଏ ମଞ୍ଚରେ ଏକାଠି ହେଲେ ଧର୍ମେନ୍ଦ୍ର-ଅରୁଣ 

କନକ ବ୍ୟୁରୋ :ଦିନ ଚାଲିଯାଇଛି, କିନ୍ତୁ ଚିହ୍ନ ଛାଡିଯାଇଛି ।  ନୂଆବର୍ଷରେ ସୋସିଆଲ ମିଡିଆରେ ନୂତନବର୍ଷର ଅଭିନନ୍ଦନ ପୋଷ୍ଟ ବଦଳରେ ଭାଇରାଲ ହେଉଛି ଦୁଇ ରାଜନୈତିକ ବିରୋଧୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ । ଯେଉଁଥିରେ ଗୋଟିଏ ମଞ୍ଚରେ ଦୁଇ…

ଶୀତରେ ଥରହର ହେଉଛି ଦାରିଙ୍ଗବାଡ଼ି ! ପାରା ହ୍ରାସ ପାଇ ୪ ଡିଗ୍ରି ଛୁଇଁଲା

କନକ ବ୍ୟୁରୋ : ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ମଙ୍ଗଳବାର ପାରା ହ୍ରାସ ପାଇ ୪ ଡିଗ୍ରି ଛୁଇଁଛି । ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ମଧ୍ୟ ତାପମାତ୍ରା ଆଜି କମିଛି । ଏଠାରେ ମଙ୍ଗଳବାର ତାପମାତ୍ରା ୪.୫ ଡିଗ୍ରିରେ ପହଂଚିଛି । ଦାରିଙ୍ଗବାଡ଼ିରେ…

ସର୍ଜିକାଲ ଷ୍ଟ୍ରାଇକର ସତ କହିଲେ ମୋଦି ! ଜାଣନ୍ତୁ ସୀମା ଆରପାରିକୁ ଯିବା ପୂର୍ବରୁ ଯବାନ ମାନଙ୍କୁ କଣ କହିଥିଲେ ମୋଦି

ସର୍ଜିକାଲ ଷ୍ଟ୍ରାଇକ ଅପରେସନ ସଫଳ ହେଉ ବା ନହେଉ । ସର୍ଯ୍ୟୋଦୟ ପୂର୍ବରୁ ଯେମିତି ସମସ୍ତ ଯବାନ ଫେରିଆସନ୍ତୁ । ସର୍ଜିକାଲ ଷ୍ଟ୍ରାଇକ ପୂର୍ବରୁ ଯବାନ ମାନଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ଏହାର ଖୁଲାସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆବର୍ଷରେ ପ୍ରଥମ…

ସର୍ଜିକାଲ ଷ୍ଟାଇକ୍ ଉପରେ ମୋଦିଙ୍କ ବଡ଼ ବୟାନ ! କହିଲେ, ଗୋଟିଏ ଥରରେ ସୁଧୁରିବନି ପାକିସ୍ତାନ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତକାରରେ ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଯେଉଁ ଯବାନମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା, ସେମାନେ ଫେରିବା ପର୍ଯ୍ୟନ୍ତ…