Monthly Archives

December 2018

ଓଡ଼ିଆ ପୁଅଙ୍କୁ ଭରସିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସୁଧି ରଞ୍ଜନ ମହାନ୍ତି ହେଲେ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ : ନୂଆ ବର୍ଷରେ ଓଡିଶା ପାଇଁ ଖୁସିଖବର ଆଣିଲେ ଓଡିଆ ପୁଅ ସୁଧି ରଞ୍ଜନ ମହାନ୍ତି । ମଧ୍ୟପ୍ରଦେଶର ଶାସନ ବ୍ୟବସ୍ଥାର ମଙ୍ଗ ଧରିଲେ ଜଣେ ଓଡିଆ ପୁଅ । ଓଡିଶାରେ ଜନ୍ମିତ ୧୯୮୨ ବ୍ୟାଚର ଆଇଏଏସ ଅଫିସର ସୁଧି ରଞ୍ଜନ ମହାନ୍ତି ଓଡିଶାର ସଫଳ ପୁଅ ହୋଇଛନ୍ତି । ମଧ୍ୟପ୍ରଦେଶର ମୁଖ୍ୟ ଶାସନ…

ଖାଲି ଦିନ ନୁହେଁ ଏଣିକି ରାତିରେ ମିଳିବ ‘ଆହାର’ । ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ରାତିରେ ମିଳିଲା ଆହାର । ଆଜିଠୁ ଆହାର ଯୋଜନାରେ ରାତ୍ରି ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲ ପରିସରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ…

କ୍ରିକେଟ ପଡିଆରୁ ରାଜନୀତିର ମଇଦାନ ! ୨,୬୬,୦୦୦ ଭୋଟରେ ଜିତି ସାଂସଦ ହେଲେ ମସାରଫେ ମୋର୍ତଜା । 

କ୍ରିକେଟ ପଡିଆରୁ ରାଜନୀତିର ମଇଦାନ । ବାଂଲାଦେଶ କ୍ରିକେଟ୍ ଟିମର କ୍ୟାପଟେନ୍ ମସାରଫେ ମୋର୍ତଜା ରାଜନୀତିରେ ଏଣ୍ଟ୍ରି ମାରିବା ସହ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବାଂଲାଦେଶର ସାଧାରଣ ନିର୍ବାଚନରେ ନରୈଲର ୨ଟି ଆସନରୁ ବିଜୟୀ ହୋଇଛନ୍ତି ମୋର୍ତଜା । କ୍ରିକେଟ ପଡିଆରେ ଉଭୟ ବ୍ୟାଟିଂ ଓ…

ଆଜିଠୁ ଆରମ୍ଭ ହେଲା ‘କାଳିଆ’ ଯୋଜନା ! ଚାଷୀଙ୍କ ଆକାଉଣ୍ଟକୁ ସିଧା ଯିବ ଟଙ୍କା ।

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆବର୍ଷ ଉପହାର । ବର୍ଷର ଶେଷ ଦିନରେ କାର୍ଯ୍ୟକାରୀ ହେଲା କାଳିଆ ଯୋଜନା । ଆଜି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବ୍ଲକ ଓ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଛି କାଳିଆ ଯୋଜନା । ସିଧାସଳଖ ଚାଷୀ ଏହି ଯୋଜନାର ଫାଇଦା ଉଠାଇବେ ।…

ପୁଣି ଫାଟିଲା ମୋବାଇଲ! ପକେଟରେ ରଖିଥିଲେ ଦେଢ ଲକ୍ଷ ଟଙ୍କାର ସ୍ମାର୍ଟଫୋନ, ମୁହୂର୍ତ୍ତକ ମଧ୍ୟରେ ହୋଇଗଲା ଜଳିପୋଡି…

ପାଖାପାଖି ତିନି ସପ୍ତାହ ପୁରୁଣା iPhone XS Maxରେ ନିଆଁ ଲାଗି ବିସ୍ଫୋରଣ ହେବାର ଏକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଆମେରିକାର ଓହିଓରେ ଘଟିଥିବା ଜଣାପଡ଼ିଛି। ଓହିଓର ଜୋସ୍ ହିଲାର୍ଡଙ୍କ କହିବାନୁସାରେ, ସେ ନିଜ ପ୍ୟାଣ୍ଟର ପଛ ପକେଟରେ iPhone XS Max ଫୋନ୍‌ ରଖିଥିଲେ। ହଠାତ୍‌…

ନୂଆ ବର୍ଷରେ ନୂଆ ଇତିହାସ ରଚିବ ଭାରତ ! ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଉଡିବ ତ୍ରିରଙ୍ଗା ?

ନୂଆ ବର୍ଷରେ ନୂଆ ଇତିହାସ ରଚିବ ଭାରତ ! ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ । ଅଷ୍ଟ୍ରେଲିଆର ସିଡନୀ ଗ୍ରାଉଣ୍ଡରେ ଚତୁର୍ଥ ଟେଷ୍ଟ ଖେଳାଯିବ । ତୃତୀୟ ଟେଷ୍ଟରେ କଙ୍ଗାରୁ ଦଳକୁ ୧୩୭ ରନର ବଡ…